ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 24, 2021, 3:09 PM IST

1.ବାପାଙ୍କ ପଥର ପଥିକ ହେଲେ ପ୍ରଦୀପ, ଶଙ୍ଖ ଧରିବାକୁ କଲେ ଘୋଷଣା

ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇଲେ ପ୍ରଦୀପ ମାଝୀ । ବିଜେଡିରେ ଯୋଗଦେବା ନେଇ ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା ।

2.ଗୁଣିଗାରେଡି ସନ୍ଦେହରେ ବିଷ୍ଠା ଖୁଆଇବା ଘଟଣା, ପୋଲିସର ତଦନ୍ତ ଜାରି

ନୟାଗଡରେ ଗୁଣିଗାରେଡି ସନ୍ଦେହରେ କଙ୍ଗାରୁ କୋର୍ଟ ବସାଇ ୪ ଜଣଙ୍କୁ ବିଦ୍ୟୁତ ଖୁଣ୍ଡରେ ବାନ୍ଧି ବିଷ୍ଠା ଖୁଆଇବା ଘଟଣାର ତଦନ୍ତ ଆରମ୍ଭ କଲା ପୋଲିସ । ଗାଁରେ ରେଡ୍ କରି ପୋଲିସର ତଦନ୍ତ ଜାରି ।

3.ଆଜି ପ୍ରକାଶ ପାଇବ ଯୁକ୍ତ ତିନି ସ୍ପଟ ମେଧା ତାଲିକା

ଆଜି(ରବିବାର) ପ୍ରକାଶ ପାଇବ ଯୁକ୍ତ ତିନି ସ୍ପଟ ନାମଲେଖା ମେଧା ତାଲିକା । ରାଜ୍ୟର ବିଭିନ୍ନ ସ୍ବୟଂଶାସିତ ଓ ଡିଗ୍ରୀ କଲେଜରେ ଖାଲି ଥିବା ଯୁକ୍ତ ତିନି ସିଟରେ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ।

4.ସରୁଛି ରିମାଣ୍ଡ, ଆଜି କୋର୍ଟରେ ହାଜର ହେବ ଗୋବିନ୍ଦ

ଆଜି କୋର୍ଟରେ ହାଜର ହେବ ମମିତା ମର୍ଡର କେସର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରିଛି ପୋଲିସ ।

5.କେବେ ଖୋଲିବ ପ୍ରାଥମିକ ବିଦ୍ୟାଳୟ ? ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ

ଦଶମ, ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ କ୍ଲାସ ରୁମ ପାଠପଢା ଆରମ୍ଭ ହୋଇଯାଇଥିବା କେବେ ଖୋଲିବ ପ୍ରାଥମିକ ବିଦ୍ୟାଳୟ ? ପିଲାଏ ପାଠ ନପଢି ଗାଇ ଚରାଉଥିବା ବେଳେ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ ।

6.ବିଦ୍ୟୁତ୍‌ ଆଘାତରେ ଦନ୍ତା ମୃତ, ଦୁଇ ଦିନରେ ମଲେଣି ଦୁଇ

ଅନୁଗୋଳ ବନଖଣ୍ଡ କଣିହାଁ ରେଞ୍ଜ ଅନ୍ତର୍ଗତ ଡିହତଇଲା ନିକଟ ଜଙ୍ଗଲରେ ଶିକାର ପାଇଁ ଲଗାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଛି । ତେବେ ଦୁଇ ଦିନରେ ଅନୁଗୋଳ ଜିଲ୍ଲାରେ ଜୀବନ ହାରିଲେଣି ଦୁଇ ଦନ୍ତା ।

7.Maan ki Baat; ଏକତାର ସହ କିଛି ନୂଆ କରିବାକୁ ମୋଦିଙ୍କ ଆହ୍ବାନ

ଆଜି(ରବିବାର) 82ତମ ମନ୍ କି ବାତ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାମାରୀ ବିରୋଧରେ ଟୀକାକରଣ ୧୦୦କୋଟି ପାର ହୋଇଛି ।

8.ତୁଷାରପାତରେ ଫସି ୨ ମୃତ

ଜୀବନ ନେଲା ତୁଷାରପାତ । ଜମ୍ମୁ କାଶ୍ମୀରର ତୁଷାରପାତରେ ଫସି ୨ ମୃତ ଓ ୨ ଆହତ ।

9.କ୍ରୁଜ ଡ୍ରଗ୍ସ କେସ୍, ଅନ୍ୟ ରାଜ୍ୟରେ ଖୋଳତାଡ କରିବ NCB

ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା । ଘଟଣାରେ ତଦନ୍ତ ପାଇଁ ଖୁବଶୀଘ୍ର ଅନ୍ୟ ରାଜ୍ୟକୁ ଯାଇପାରେ NCB ।

10.Oscarରେ ପ୍ରବେଶ କଲା ତାମିଲ ଫିଲ୍ମ 'କୂଝଙ୍ଗଲ'

ଓସ୍କାରରେ ପ୍ରବେଶ କଲା ତାମିଲ ଫିଲ୍ମ 'କୂଝଙ୍ଗଲ' । ୨୦୨୨ ଓସ୍କାର ଆୱାର୍ଡ ପାଇଁ ଭାରତର ଔପଚାରିକ ଏଣ୍ଟ୍ରି ଭାବେ ପିଏସ ବିନୋଥରାଜଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଚୟନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.