ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 17, 2021, 3:17 PM IST

1. ପୁରୀରେ ହେବ ବିମାନବନ୍ଦର, ସର୍ଭେ କଲେ AAI ଟିମ

ପୁରୀରେ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥରିଟି ଅଫ ଇଣ୍ତିଆ ବୈଷୟିକ ଟିମର ସର୍ଭେ । ଏନେଇ ଦିଲ୍ଲୀର ୪ ଜଣ ଓ ଭୁବନେଶ୍ବରର ୨ ଜଣ ବିମାନବନ୍ଦର ବିଶେଷଜ୍ଞ ପହଞ୍ଚି ସର୍ଭେ କରିଛନ୍ତି ।

2. ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ପାଇଁ ଖର୍ଚ୍ଚ ହେବ 8500 କୋଟି: ମୁଖ୍ୟମନ୍ତ୍ରୀ

ଡାକ୍ତରମାନଙ୍କ ପାଇଁ ଆମ ମନରେ ଅନେକ ସମ୍ମାନ ରହିଛି ବୋଲି ନବନିଯୁକ୍ତ 786 ଡାକ୍ତରଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

3. ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ

ବିଜେପିର ସାମ୍ବାଦିକ ସମ୍ମିଳନୀ । ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ ।

4. ଟିକାକୁ ନେଇ ଦ୍ୱନ୍ଦରେ ରାଜଧାନୀବାସୀ, ବିଏସସି ପକ୍ଷରୁ ମିଳୁନି ସଠିକ ସୂଚନା

ବିଏମସି ପକ୍ଷରୁ ଟୀକାକରଣକୁ ବ୍ୟାପକ କରାଯାଇଛି । ସ୍ମାର୍ଟସିଟିରେ ଯିଏ ଯେଉଁ ସେଣ୍ଟରରେ ପ୍ରଥମ ଡୋଜ ନେଇଥିଲେ ।

5. CHSE RESULT: ମୂଲ୍ୟାୟନ ପାଇଁ ମାଟ୍ରିକ ମାର୍କ ଶ୍ରେଷ୍ଠ ଆଧାର!

ଯୁକ୍ତ 2 ମୂଲ୍ୟାୟନ ନେଇ ବାହାରି ପାରୁନି ନିଷ୍କର୍ସ । ଏନେଇ ପ୍ରତିକ୍ରିୟା ରଖିଲେ CHSE ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ । ମୂଲ୍ୟାୟନ ପାଇଁ ମାଟ୍ରିକ ମାର୍କ ହୋଇପାରେ ଶ୍ରେଷ୍ଠ ଆଧାର ।

6. ଦଶମ ଏକାଦଶ ମାର୍କରୁ ନିର୍ଣ୍ଣୟ ହେବ CBSE ଦ୍ବାଦଶ ଫଳ, 31 ଜୁଲାଇ ସୁଦ୍ଧା ରେଜଲ୍ଟ

ଦଶମ ଏକାଦଶ ଓ ଦ୍ବାଦଶର ପ୍ରିବୋର୍ଡ ପରୀକ୍ଷା ଫଳକୁ ଆଧାର କରି ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ନିର୍ଣ୍ଣୟ କରାଯିବ ବୋଲି କହିଛି କମିଟି ।

7. ଏଥର ୟୁଟ୍ୟୁବରେ ପଢିବେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ

ହାଇସ୍କୁଲ ପରେ ବର୍ତ୍ତମାନ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ ୟୁଟ୍ୟୁବରେ ପାଠ ପଢିବା ନେଇ ନିଷ୍ପତ୍ତି ନେଇଛି ଶିକ୍ଷା ବିଭାଗ । ଏନେଇ OSEPA ପକ୍ଷକୁ ଗାଇଡଲାଉନ ଜାରି ।

8. ପଶ୍ଚିମ ଓଡିଶା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଫୋକସରେ ଉପକୂଳ ଓଡିଶା

ରାଜ୍ୟରେ କୋରୋନା ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଛି । ପଶ୍ଚିମ ଓଡିଶାରେ ସଂକ୍ରମଣ ଖୁବ୍ ହ୍ରାସ ପାଇଥିବାବେଳେ ଏବେ ଉପକୂଳ ଓଡିଶାକୁ ଫୋକସ କରାଯାଉଛି ।

9. ବାନ୍ଦିପୋରାରେ ଖିଲାଡି, BSF ଯବାନଙ୍କ ସହ କଲେ ଆଲୋଚନା

ପୁଣିଥରେ ବାନ୍ଦିପୋରା ଜିଲ୍ଲାରେ ନଜର ଆସିଲେ ଅକ୍ଷୟ କୁମାର । ଆର୍ମି ଓ ବିଏସଏଫ ଯବାନଙ୍କୁ ଭେଟିଲେ ଅଭିନେତା ।

10. 5 ବର୍ଷରେ ‘ଉଡତା ପଞ୍ଜାବ’, 4ଟି ପୁରସ୍କାରରେ ପୁରସ୍କୃତ ଫିଲ୍ମ

2016 ଜୁନ 17 ରିଲିଜ ହୋଇଥିଲା ଫିଲ୍ମ ‘ଉଡତା ପଞ୍ଜାବ’ । ପଞ୍ଜାବର ବାସ୍ତବ କାହାଣୀକୁ ନେଇ ଆଧାରିତ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.