ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 6, 2021, 3:09 PM IST

1.ରାଜ୍ୟରୁ ଦିନକରେ ପୁଣି 42 ଜୀବନ ନେଲା କୋରୋନା

ରାଜ୍ୟରେ ଆଜି(ରବିବାର) ପୁଣି ଆଉ 42 ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଖୋର୍ଦ୍ଧା,କଟକ ଓ ଅନୁଗୋଳରୁ ସର୍ବାଧିକ 4 ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

2.ରାଜ୍ୟରୁ ଦିନକରେ 7002 ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଆଜି(ରବିବାର) 7ହଜାର 2ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1167ପଜିଟିଭ ଚିହ୍ନଟ ହୋଇଛନ୍ତି ।

3.ଅମରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଲେଖାଶ୍ରୀ

କୋଭାକ୍ସିନକୁ ନେଇ ବିଜେଡି ସାଂସଦଙ୍କ ମନ୍ତବ୍ୟ ଯୋଗୁଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲେଖାଶ୍ରୀ ଦାବି କରିଛନ୍ତି ।
4.22 ଜିଲ୍ଲାରେ ଆରମ୍ଭ ହେବ 18 ବର୍ଷରୁ ଊର୍ଦ୍ଧ୍ବଙ୍କ ଟୀକାକରଣ

ଚଳିତ ମାସରେ 22ଟି ଜିଲ୍ଲାରେ 18 ବର୍ଷରୁ ଊର୍ଦ୍ଧ୍ବ ବର୍ଗଙ୍କ ଟୀକାକରଣ ଆରମ୍ଭ ହେବ ।

5.ଭାଲୁ ଭାଇନାଙ୍କୁ କୋରୋନା, ହସ୍ପିଟାଲରେ ଭର୍ତ୍ତି

କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ କୋରୋନା ।
6.ଯଦି ହାଇକମାଣ୍ଡ କହିବେ, ମୁଁ ଇସ୍ତଫା ଦେବି: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ହାଇକମାଣ୍ଡ ଯେ ପର୍ଯ୍ୟନ୍ତ ମୋତେ କ୍ଷମତାରେ ରହିବାକୁ କହିବେ ସେ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ କ୍ଷମତାରେ ରହିବି । ଏଣୁ ନେତୃତ୍ବ ପରିବର୍ତ୍ତନ ନେଇ ଆମ ଦଳରେ କୌଣସି ଦ୍ବନ୍ଦ ନାହିଁ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ।

7.ଦିଲ୍ଲୀରେ ଜେନେରାଲ ସେକ୍ରେଟାରୀ ମୋର୍ଚ୍ଚା ସହ ବୈଠକ କଲେ ନଡ୍ଡା

ଦିଲ୍ଲୀରେ ଦଳୀୟ ମୋର୍ଚ୍ଚାର ସଭାପତି ଓ ଜେନେରାଲ ସେକ୍ରେଟାରୀଙ୍କ ସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ।

8. ୨୪ ଘଣ୍ଟାରେ 1.14 ଲକ୍ଷ ଆକ୍ରାନ୍ତ ଚିହ୍ନଟ, 2677 ମୃତ

୪ ଲକ୍ଷ ଟ୍ରେଣ୍ଡ୍ ପରେ ଏବେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୧୪ ହଜାର 460 କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 2677 ଜଣଙ୍କ ମୃତ୍ୟୁ ହୋଇଛି ।

9.ପୁଣି ଅସୁସ୍ଥ ଦିଲ୍ଲୀପ କୁମାର

ବରିଷ୍ଠ ବଲିଉଡ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ । ମୁମ୍ବାଇରେ ପିଡି ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଅଭିନେତା ।
10.ଟେବୁଲ ଟେନିସ ଖେଳାଳି ଜି.ସଥିୟାନଙ୍କ ସହ EXCLUSIVE INTERVIEW

ଟୋକିଓ ଅଲମ୍ପିକକୁ ଆଉ କିଛିଦିନ । ଭାରତ ପକ୍ଷରୁ ମଧ୍ୟ ଘୋଷଣା ସରିଛି ଖେଲଳିଙ୍କ ନାମ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.