ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 17, 2021, 3:06 PM IST

1.ତାଉ'ତେ କୋପ: ମହାରାଷ୍ଟ୍ରରେ ବାତ୍ୟା ତାଣ୍ଡବ, ସନ୍ଧ୍ୟା ସୁଦ୍ଧା ଛୁଇଁବ ଗୁଜୁରାଟ ଉପକୂଳ

12, 420 ଲୋକଙ୍କୁ ସ୍ଥାନାନ୍ତର କଲେ ଠାକରେ ସରକାର

2.ନାରଦା ଷ୍ଟିଙ୍ଗ ମାମଲା: ଟିଏମସିର 2 ମନ୍ତ୍ରୀ ସମେତ 4 ଗିରଫ

ବହୁଚର୍ଚ୍ଚିତ ନାରଦା ଲାଞ୍ଚ ମାମଲାରେ 4 ଜଣଙ୍କୁ ଗିରଫ କରିଛି ସିବିଆଇ।

3.‘ଶିକ୍ଷକଙ୍କୁ ବି କୋରୋନା ଯୋଦ୍ଧା ଭାବେ ଘୋଷଣା କରାଯାଉ’

ଶିକ୍ଷକ ସମାଜକୁ କୋଭିଡ ଯୋଦ୍ଧାର ମାନ୍ୟତା ଦିଆଯାଉ । ଏନେଇ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଗଣ ଶିକ୍ଷାମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ।

4.ପୋଲିସକୁ ପକେଟମନିରୁ 43 ହଜାର ଦେଲେ କୁନି ଛାତ୍ର

ରାଜଧାନୀର ଜଣେ କୁନି ଛାତ୍ର ନିଜ ପକେଟ ମନିରୁ ପୋଲିସ କମିଶନରଙ୍କୁ 43 ହଜାର ଟଙ୍କା ଦାନ କରିଛନ୍ତି ।

5.4 ଟିଏମସି ନେତା ଗିରଫ ପରେ CBI କାର୍ଯ୍ୟାଳୟରେ ମମତା

ନାରଦା ଷ୍ଟିଙ୍ଗ ମାମଲାରେ 4 ଜଣ ଟିଏମସି ନେତା ଗିରଫ ହେବା ପରେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

6.ଗୋଆରେ ତାଉ'ତେ ତାଣ୍ଡବ: ଭାଙ୍ଗିଲା ଗଛ, 24 ଘଣ୍ଟା ହେବ ଅନ୍ଧକାରରେ ଲୋକେ

ଗୋଆ ଦେଇ ଅତିକ୍ରମ କରି ସାରିଛି ବାତ୍ୟା ତାଉ' ତେ ଆଉ ଛାଡି ଯାଇଛି ଧ୍ବଂସର ଚିତ୍ର । ଗତ 24 ଘଣ୍ଟା ହେବ ଅନ୍ଧକାରରେ ଗୋଆ ।

7.ଆସିଲା ଆଣ୍ଟି କୋଭିଡ ଔଷଧ 2ଡିଜି; ଆସନ୍ତାମାସରୁ ସାରା ଦେଶରେ ହେବ ଉପଲବ୍ଧ

ବଜାରକୁ ଆସିଲା ଡିଆରଡିଓ ଦ୍ବାରା ପ୍ରସ୍ତୁତ ଆଣ୍ଟି କୋଭିଡ ଔଷଧ 2ଡିଜି । ଲଞ୍ଚ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।

8.ଜାମ୍ମୁ କାଶ୍ମୀର ଏନକାଉଣ୍ଟର; ଦୁଇ ଆତଙ୍କୀ ନିପାତ

ଜାମ୍ମୁ କାଶ୍ମୀର ଶ୍ରୀନଗର ଖାନମୋହ ଅଞ୍ଚଳରେ ଆତଙ୍କବାଦ ଓ ସୁରକ୍ଷାବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀକୁ ନିପାତ କରିିଛି ସୁରକ୍ଷାବାହିନୀ ।

9.କରନଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ ରାମ ଗୋପାଳ

ପୁଣିଥରେ ଚର୍ଚ୍ଚାରେ ରାମ ଗୋପାଳ । ଏଥର ସେ କରନ ଜୋହରଙ୍କ ବିଷୟରେ କହିଛନ୍ତି । ଆଉ ଜଣାଇଛନ୍ତି ତାଙ୍କ ସହ ସମ୍ପର୍କ ବିଷୟରେ ।

10.ଜୋଫ୍ରା ଆର୍ଚର ଆହତ; ଖେଳିବେନି ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟି ସିରିଜ

ଡାହାଣ ହାତରେ ଆଘାତ ଲାଗିବାରୁ ଆସନ୍ତାମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଥିବା ଦୁଇଟି ସିରିଜରୁ ବାଦ ରହିବେ ଇଂଲଣ୍ଡ ସ୍ପିଡଷ୍ଟର ଜୋଫ୍ରା ଆର୍ଚର ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.