ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 11, 2021, 3:00 PM IST

1.ଟିକା ପାଇଁ ଗ୍ଲୋବାଲ ଟେଣ୍ଡର, ଏମିତି କହିଲେ ବିରୋଧୀ...

କୋରୋନା ଟିକା ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର କରିବା ପାଇଁ ନିଷ୍ପତ୍ତି କରାଯାଇଛି । ଏନେଇ ସୋମବାର ରାଜ୍ୟ କ୍ୟାବିନେଟ ମୋହର ମାରିଛି ।

2.ରାଜ୍ୟରେ DRDO ନିର୍ମାଣ କରିବ 7ଟି ଅକ୍ସିଜେନ ପ୍ଲାଣ୍ଟ, ସହାୟତା କରିବ NHAI

ଓଡିଶାରେ ନିର୍ମାଣ ହେବ 7 ଟି ଅକ୍ସିଜେନ ପ୍ଲାଣ୍ଟ । NHAI ସହାୟତାରେ ଏହା ପ୍ଲାଣ୍ଟ ନିର୍ମାଣ କରିବ DRDO, କେନ୍ଦ୍ର ସରକାର ଦେଇଛନ୍ତି ଗ୍ରୀନ୍ ସିଗନାଲ ।

3.ଟିକା ନେବା ଦ୍ବାରା ସଂକ୍ରମଣର ଭୟାବହତା କମୁଛି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଟିକା ନେବା ପରେ ସଂକ୍ରମଣର ଭୟାବହତା କମ ରହୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

4.କାଳବୈଶାଖୀ: ଦିନ ଦିପହରେ ମାଡିଆସିଲା ଅନ୍ଧାର

ଭୁବନେଶ୍ୱରରେ ପ୍ରବଳ ବିଜୁ, ଘଡଘଡି, ବର୍ଷା ସାଙ୍ଗକୁ 30 ରୁ 40 କିଲୋମିଟର ବେଗରେ ବୋହିଲା ପବନ ।

5.କୋରୋନାରେ 10 ମାଓବାଦୀ ମୃତ

କୋରୋନା ଓ ଫୁଡ ପଏଜନ, 10ରୁ ଉର୍ଦ୍ଧ୍ବ ମାଓବାଦୀ ମୃତ

6.‘ତୁମ ମାଙ୍କୁ କହିଦିଅ ମୁଁ ଦିନେ ସିଏମ ହେବି’

ଦିନେ ନା ଦିନେ ମୁଖ୍ୟମନ୍ତ୍ରୀ ହେବେ ବୋଲି ହିମନ୍ତ ଶାଶୂ ମାଙ୍କୁ ଜଣାଇବା ପାଇଁ ନିଜ ପତ୍ନୀଙ୍କୁ କହିଥିଲେ ।

7.ଭାରତକୁ ସହାୟତାର ହାତ ବଢାଇଲା ଟ୍ୱିଟର, ଦେଲା 15 ମିଲିୟନ ଡଲାର

ଭାରତକୁ ସହାୟତାର ହାତ ବଢାଇଲା ଟ୍ୱିଟର । କୋଭିଡ ମୁକାବିଲା କ୍ଷେତ୍ରରେ ଟ୍ୱିଟର ଦାନ କଲା 15 ମିଲିୟନ ଆମେରିକୀୟ ଡଲାର ।

8.ମଙ୍କି ମାସ୍କ ପିନ୍ଧି ହିନ୍ଦୁ ଧର୍ମ ଶାସ୍ତ୍ର ବିକିଲେ ବିଦେଶୀ

କର୍ଣ୍ଣାଟକରେ ଜଣେ ବିଦେଶୀ ମଙ୍କି ମାସ୍କ ପିନ୍ଧି ହିନ୍ଦୁ ଧାର୍ମିକ ଶାସ୍ତ୍ର ବିକ୍ରି କରୁଛନ୍ତି ।

9.ଆରୋଗ୍ୟ ସେତୁ-କୋୱିନ ଆପକୁ ନେଇ ବର୍ଷିଲେ ରାହୁଲ

ଟୀକାକରଣ ଲାଗି ଆରୋଗ୍ୟ ସେତୁ-କୋୱିନ ଆପକୁ କଟାକ୍ଷ କରିଛନ୍ତି କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ।

10.ପିୟୂଷ ଚାୱଲାଙ୍କ ବାପାଙ୍କ ଦେହାନ୍ତରେ ମର୍ମାହତ ସଚିନ୍

ପିୟୁଷ ଚାୱଲାଙ୍କ ପିତା ପ୍ରମୋଦ ଚାୱଲାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ସଚିନ ତେନ୍ଦୁଲକର । ପିୟୂଷଙ୍କ ପରିବାରକୁ ସମବେଦନା ଜଣାଇଲେ ସଚିନ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.