ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 2, 2021, 3:03 PM IST

1. ବଙ୍ଗ-ଆସାମ ଫଳ: କୋଲକାତାର ସମସ୍ତ ଆସନ ହାତେଇବ TMC, 13ତମ ରାଉଣ୍ଡରେ ଆଗୁଆ ମମତା

13 ରାଉଣ୍ଡ ପରେ 2700 ଭୋଟରେ ଆଗୁଆ ସିଏମ ମମତା ବାନାର୍ଜୀ ।

2. କେରଳ-ତାମିଲନାଡୁ ଜନାଦେଶ: LDF 94 ଆସନରେ ଆଗୁଆ, ତାମିଲନାଡୁରେ DMK ଆଗରେ

ପଲକ୍କଡରେ 'ମେଟ୍ରୋମ୍ୟାନ୍' ଇ ଶ୍ରୀଧରନ୍ 140 ଭୋଟରେ ପଛରେ ଅଛନ୍ତି ।

4. ନା ଚାଲିଲା ପ୍ରିୟଙ୍କାଙ୍କ ଚେହେରା, ନା ଭୂପେଶଙ୍କ ଚାଲ

ଆସାମ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କମାଣ ସମ୍ଭାଳି ଥିଲେ । ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ 2 ମାସରୁ ଅଧିକ ସମୟ ଧରି ଆସାମରେ ଡେରା ପକାଇଥିଲେ । ଏହା ସତ୍ତ୍ବେ ବଘେଲଙ୍କ ରଣନୀତି ଫେଲ ମାରିଛି ।

5. ନନ୍ଦ୍ରିଗ୍ରାମ ଆସନ ଫଳ: ବଙ୍ଗ ରାଜନୀତିକୁ କେତେ କରିବ ପ୍ରଭାବିତ ?

ପଶ୍ଚିମବଙ୍ଗରେ ଟିଏମସିର ବିଜୟ ପରେ ବି ଯଦି 2-2 ଥର ମୁଖ୍ୟମନ୍ତ୍ରୀ ରହିଥିବା ମମତା ବାନାର୍ଜୀ ପ୍ରତିଦ୍ବନ୍ଦୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୁଏନ୍ତି, ତେବେ କିଭଳି ରହିବ ରାଜ୍ୟ ରାଜନୀତିର ମାନଚିତ୍ର ..

6. ବିଜେପିକୁ ଝଟକା, ହଜମ ହେଉନି ବାବୁଲଙ୍କ ପରାଜୟ !

ଟାଲିଗଞ୍ଜ ଆସନରୁ ବିଜେପି ପାଇଁ ରହିଛି ଖରାପ ଖବର । ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିଓ ପାଖାପାଖି 29 ହଜାର ଆସନରେ ପଛରେ ରହିଛନ୍ତି ।

7. ଫଳାଫଳ ପରେ ବେଲଗାମ ଦଳୀୟକର୍ମୀ, ଗିରଫ ନିର୍ଦ୍ଦେଶ ଦେଲେ EC

ଦେଶର 4 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବାପରେ କିଛି ସ୍ଥାନରେ କୋଭିଡ ଗାଇଡଲାଇନକୁ ସମ୍ପୂର୍ଣ୍ଣ ଉଲଙ୍ଘନ କରି ସାମୂହିକ ବିଜୟ ଉତ୍ସବ ପାଳନର ତିତ୍ର ଦେଖିବାକୁ ମିଳିଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ ।

8. ଶ୍ମଶାନଘାଟ କାନ୍ଥରେ ପ୍ରଶାସନର ବ୍ୟାନର, ଫଟୋ ଉଠାଇବା ଦଣ୍ଡନୀୟ ଅପରାଧ

ୟୁପିର ଗୋରଖପୁର ଶ୍ମଶାନ ଘାଟରୁ ଅନେକ ସମୟରେ ଏମିତି କିଛି ଫଟୋ, ଭିଡିଓ ସାମ୍ନାକୁ ଆସୁଛି, ଯେଉଁଥିରେ ଶହଶହ ସଂଖ୍ୟାର ଜୁଇ ଜଳୁଥିବା ଫଟୋ ଭାଇରାଲ ପରେ ଏହାକୁ ଚାପିବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଇ ବ୍ୟାନର ମରାଯାଉଛି ।

9. ତାଲାବନ୍ଦ ଗାଇଡଲାଇନ: କଟକଣାରେ ଯାତାୟତ, ନିର୍ବାଚନ କାର୍ଯ୍ୟକୁ ଅନୁମତି

ଲୋକଙ୍କୁ ଘରେ ମଧ୍ୟରେ ରଖିବା ହେଉଛି ଲକଡାଉନର ଲକ୍ଷ୍ୟ । ଏଣୁ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ସବୁ ଗତିବିଧି ଉପରେ ପଡିବ ତାଲା । ଜାଣନ୍ତୁ କଣ ଖୋଲା ରହିବ ଓ କଣ ବନ୍ଦ ?

10. ପୋଲିସକୁ ଦେଖି ତାତିଲେ ଲୋକେ; ଗାଡି ଭାଙ୍ଗିଲେ, ମାଡ ମାରିଲେ

ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଦେୱାନବାହାଳି ଗ୍ରାମରେ ଚାଲିଥିବା ଚଇତି ପର୍ବ ବନ୍ଦ କରିବାକୁ ଯାଇ ପୋଲିସ ହଟହଟା ଅଭିଯୋଗ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.