ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 1, 2021, 3:09 PM IST

1. ତାଳଚେର MCL ହସ୍ପିଟାଲ ହେଲା କୋଭିଡ ହସ୍ପିଟାଲ; ପିଏମଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଅନୁଗୋଳ ଜିଲ୍ଲା ତାଳଚେର MCL ହସ୍ପିଟାଲ କୋଭିଡ଼ ହସ୍ପିଟାଲରେ ପରିଣତ ହୋଇଛି ।

2. ସଟଡାଉନ ବେଳେ STFର ଅପରେସନ, ବାଲେଶ୍ବରରୁ ଦେଢକୋଟିର ବ୍ରାଉନସୁଗାର ଜବତ

ବାଲେଶ୍ବର ସହଦେବ ଖୁଣ୍ଟାରେ ଏସଟିଏଫର ଚଢାଉ । ଦେଢ କୋଟିର ବ୍ରାଉନସୁଗାର ଜବତ କଲା ଏସଟିଏଫ ଟିମ ।

3. ଏପ୍ରିଲ ମାସରେ ଲକ୍ଷେ ପାର୍‌ କଲା ସଂକ୍ରମଣ, ରେଡ୍‌ ଜୋନରେ 19 ଜିଲ୍ଲା

ରାଜ୍ୟରେ ବଢୁଛି ସଂକ୍ରମଣର ଗ୍ରାଫ । ଏପ୍ରିଲ ଆରମ୍ଭରୁ ରାଜ୍ୟରେ ବଢିଚାଲିଛି ସଂକ୍ରମଣ । ମାସେ ମଧ୍ୟରେ ଲକ୍ଷେ ପାର କରିଛି ସଂକ୍ରମଣ । ଏପଟେ 19 ଜିଲ୍ଲା ରେଡ଼ ଜୋନରେ ରହିଛି ।

4. ଭାରତୀୟଙ୍କୁ ଆମେରିକା ମନା, ଯାତ୍ରା ଉପରେ ଲାଗିଲା କଟକଣା

କୋରୋନା ସଂକ୍ରମଣର ଭୟାବହ ସ୍ଥିତିରେ ରହିଥିବାରୁ ଆମେରିକା ଭାରତରୁ ସମସ୍ତ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି

5. ତୃତୀୟ ପର୍ଯ୍ୟାୟ ଟୀକାକରଣ, ଆରମ୍ଭ ହେଲା ଡ୍ରାଏ ରନ୍

ଭୁବନେଶ୍ବରରେ ୧୮ ରୁ ୪୪ ବର୍ଷ ଟୀକାକରଣ ଅବ୍ୟବହିତ ପୂର୍ବରୁ ଆରମ୍ଭ ହେଲା ଡ୍ରାଏ ରନ। ଭୁବନେଶ୍ବର ସ୍ଥିତ ନୟାପଲ୍ଲୀ ଆଇଆରସି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ ଡ୍ରାଏ ରନ ଆରମ୍ଭ ହୋଇଛି । ଶନିବାର ଟୀକାକରଣ ପାଇଁ ଅନଲାଇନ ସ୍ଲଟ୍ ଅପରାହ୍ନରେ ଖୋଲିବ ।

6. ରାଜ୍ୟରେ ଭୟଙ୍କର ସ୍ଥିତିରେ କୋରୋନା, 10 ହଜାର ଟପିଲା ଦୈନିକ ସଂକ୍ରମଣ

ଆଜି(ଶନିବାର) ରାଜ୍ୟରେ କୋରୋନା ଦ୍ବିତୀୟ ଲହରର ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଗତବର୍ଷର ସମସ୍ତ ରେକର୍ଡ ଭାଙ୍ଗିଛି ଆଜିର ଦୈନିକ ସଂକ୍ରମଣ । ତେବେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 10 ହଜାର 413 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

7. ବିଶ୍ବ ପାଳୁଛି ଶ୍ରମିକ ଦିବସ, ଖାଲି ହାତରେ କିନ୍ତୁ ପ୍ରକୃତ ଶ୍ରମିକ

130 ବର୍ଷ ହେବ ସମଗ୍ର ମେ’ 1କୁ ଶ୍ରମିକ ଦିବସ ରୂପେ ପାଳନ କରି ଆସୁଛି । ସବୁ କ୍ଷେତ୍ରରେ ଶ୍ରମିକଙ୍କ ଯୋଗଦାନ ଜରୁରୀ । ତେବେ କେତେ ସୁରକ୍ଷିତ ସେମାନେ ? ଗତ ବର୍ଷ କୋଭିଡ ମହାମାରୀରେ ଏହି ଚିତ୍ର ସ୍ପଷ୍ଟ ହୋଇଯାଇଛି ।

8. ଆଜିଠୁ ଝାରସୁଗୁଡ଼ାରୁ ଆସାମ-ବିହାରକୁ ଉଡିବ ବିମାନ

ଆଜିଠୁ ଝାରସୁଗୁଡା ବିମାନ ବନ୍ଦରରୁ ଆସାମ ଓ ବିହାରକୁ ବିମାନ ସେବା ଆରମ୍ଭ ହୋଇଛି

9. ଲସି ପିଇ 100ରୁ ଊର୍ଦ୍ଧ୍ବ ଅସୁସ୍ଥ

ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲ୍ଲୀ ପଞ୍ଚୟତରେ ବିଷାକ୍ତ ଲସି ପିଇ 100ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ।

10. ବିଗିଡିଲା ଅଲ୍ଲି ଗୋନିଙ୍କ ସ୍ବାସ୍ଥ୍ୟାବସ୍ଥା, ରଖିଲେନି ରୋଜା

ଭାଇରାଲ ହେଲା ଅଲ୍ଲୀ ଗୋନିଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ସ୍ବାସ୍ଥ୍ୟବସ୍ଥା ବିଗିଡିବା କଥା କହି ସମସ୍ତଙ୍କୁ ଚିନ୍ତାରେ ପକାଇଲେ ଅଭିନେତା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.