ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Apr 27, 2021, 3:13 PM IST

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-ଲଞ୍ଚ ହେଲା ଇଟିଭି ବାଲ୍ୟ ଭାରତ: ଉଦଘାଟନ କଲେ ଚେୟାରମ୍ୟାନ ରାମୋଜୀ ରାଓ

ଲଞ୍ଚ ହେଲା ଓଡିଆ ଭାଷାରେ ସର୍ବ ପ୍ରଥମ କାର୍ଟୁନ ଚ୍ୟାନେଲ ‘ଇଟିଭି ବାଲ୍ୟ ଭାରତ ’ । ମାତୃଭାଷାରେ ଏହି ଚ୍ୟାନେଲର ପ୍ରସାରିତ ହେଉଛି ଆକର୍ଷଣୀୟ, କୌତୁଳହଳପୂର୍ଣ୍ଣ , ମଜାଦାର ଆନିମେସନ, ଲାଇଭ ଆକ୍ସନ, ଇଣ୍ଟ୍ରେଷ୍ଟିଙ୍ଗ କଣ୍ଟେଣ୍ଟ ।

2. ଚେତାବନୀ ପରେ ପଶିଲା ଚେତା; ବିଜୟୀ ଶୋଭାଯାତ୍ରା, ରାଲିରେ ରୋକ ଲଗାଇଲେ ଇସିଆଇ

ଦେଶରେ ବିଭିନ୍ନ ରାଜନୈତିକ ଦଳ କୋଭିଡ କଟକଣାକୁ ଫୁ’ କରିବା ଓ ମାଡ୍ରାସ ହାଇକୋର୍ଟଙ୍କ କଡା ଭର୍ତ୍ସନା ପରେ ଚେତିଲେ ଭାରତୀୟ ନିର୍ବାଚନ କମିଶନ । ବିଳମ୍ବରେ ହେଉ ପଛେ ମହାମାରୀକୁ ନେଇ ମହାମନ୍ଥନ କରି କଡା ନିୟମ ଜାରି କରିଛନ୍ତି କମିଶନ ।

3. ବାଲୁକା ଶିଳ୍ପୀ ସୁବଳ ମହାରଣାଙ୍କୁ ଗ୍ଲୋବାଲ ଶାନ୍ତି ସମ୍ମାନ

ଗ୍ଲୋବାଲ ଶାନ୍ତି ସମ୍ମାନରେ ସମ୍ମାନିତ ହେଲେ ରାଜ୍ୟର ଜଣାଶୁଣା ବାଲୁକା ଶିଳ୍ପୀ ସୁବଳ ମହାରଣା ।

4.ରାଜ୍ୟରେ ରେମଡେସିଭିର ଅଭାବ !

ରାଜ୍ୟର ଆବଶ୍ୟକତା ଦୃଷ୍ଟିରୁ ଅଧିକ ରେମଡେସିଭିର ଦରକାର ଥିବାବେଳେ ଏଥିରେ ଦେଖାଦେଇଛି ଅଭାବ । କିଛିଲୋକ କିଣି ଘରେ ରଖିବାରୁ ବଜାରରେ କୁତ୍ରିମ ଅଭାବ ସୃଷ୍ଟି ହୋଇଛି।

5.ଦୀନବନ୍ଧୁ ମିଶ୍ର ଆତ୍ମହୁତି ଘଟଣା: କଠୋର ହେଲେ କୁଳାଧିପତି, ମାଗିଲେ ରିପୋର୍ଟ

ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହୁତି ଘଟଣା । କଠୋର ହେଲେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଘଟଣାରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ରିପୋର୍ଟ ତଲବ କରିଛନ୍ତି ରାଜ୍ୟପାଳ ।

6.ଭାରତର ଶିକ୍ଷା କ୍ଷେତ୍ରରେ ଜରୁରୀକାଳୀନ ପରିସ୍ଥିତି

ବିଶିଷ୍ଟ ଶିକ୍ଷାବିତ୍‌ ଏବଂ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କ୍ରିଷ୍ଣ କୁମାର କହନ୍ତି ଯେ, କୋଭିଡ୍‌-19 କାରଣରୁ ସାରା ଭାରତର କୋଟି କୋଟି ପିଲା ଶିକ୍ଷାଲାଭରୁ ବଞ୍ଚିତ ହୋଇଛନ୍ତି । ଏହାକୁ ଶିକ୍ଷା କ୍ଷେତ୍ରରେ ଜରୁରୀକାଳୀନ ପରିସ୍ଥିତି ରୂପେ ବିଚାର କରାନଗଲେ ଭବିଷ୍ୟତରେ ଭାରତକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ସେ ମତ ଦେଇଛନ୍ତି ।

7. ମେ 15 ପର୍ଯ୍ୟନ୍ତ ଭାରତରୁ ସମସ୍ତ ବିମାନ ସେବାକୁ ବନ୍ଦ କଲା ଅଷ୍ଟ୍ରେଲିଆ

ଭାରତରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦେଶରୁ ବିମାନ ଯାତ୍ରାକୁ ବନ୍ଦ କଲା ଅଷ୍ଟ୍ରେଲିଆ ।

8. ଭାରତକୁ 8ଟି ଅମ୍ଳଜାନ ଜେନେରେଟର ଦେବ ଫ୍ରାନ୍ସ, ଦୂର ହେବ ସମସ୍ୟା

ଫ୍ରାନ୍ସ ଭାରତକୁ ଆଠଟି ଉଚ୍ଚ କ୍ଷମତା ବିଶିଷ୍ଟ ଅମ୍ଲଜାନ ଜେନେରେଟର, ପାଞ୍ଚଦିନ ପାଇଁ 2000ରୋଗୀଙ୍କ ନିମନ୍ତେ ତରଳ ଅମ୍ଳଜାନ ଓ 28ଟି ଭେଣ୍ଟିଲେଟର ଓ ଆଇସିୟୁ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଦେବାକୁ ଘୋଷଣା କରିଛି ।

9-ସହଯୋଗର ହାତ ବଢାଇଲେ ଦଲାଇଲାମା, ପିଏମ କେୟାର ଫଣ୍ଡକୁ ଦେଲେ ଟୋକନ୍

ପିଏମ କେୟାର ଫଣ୍ଡକୁ ଏକତାର ଟୋକନ୍ ପ୍ରଦାନ କରି କୋରୋନା ଲଢେଇରେ ସାମିଲ ହେଲେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା

10. ବଲିଉଡରେ ଡେବ୍ୟୁ କରିବେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ, ଇଟିଭି ଭାରତକୁ କହିଲେ ସଂଘର୍ଷ କାହାଣୀ

କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ଝିଅ ଆରୁଶି ନିଶାଙ୍କ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ । ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କେମିତି ଥିଲା ଯାତ୍ରା ଇଟିଭି ଭାରତକୁ କହିଛନ୍ତି ଆରୁଶି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.