ETV Bharat / bharat

TOP NEWS AT 3 PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 7, 2022, 3:07 PM IST

ନଜର ପକାନ୍ତୁ 3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3 PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 3 PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. କିଏ ହେବ ପରବର୍ତ୍ତୀ ପ୍ରଧାନ ବିଚାରପତି, ଉତ୍ତରାଧିକାରୀ ବାଛିବାକୁ କେନ୍ଦ୍ରର ଚିଠି

ନଭେମ୍ବର 8 ତାରିଖରେ ଅବସର ନେବେ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ । ଏନ ଭି ରମଣାଙ୍କ ପରେ ଅଗଷ୍ଟ 27ରେ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ ଜଷ୍ଟିସ୍ ୟୁୟୁ ଲଳିତ । ଅବସର ପୂର୍ବରୁ ଉତ୍ତରାଧିକାରୀ ସୁପାରିଶ କରିବା ପାଇଁ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି

୨. ବିଦାୟ ନେଉଛନ୍ତି ମାଆ, ବର୍ତ୍ତମାନ ସୁଦ୍ଧା ୧୧୫ଟି ମେଢ଼ ବିସର୍ଜିତ

ପୁଣି ଆର ବର୍ଷକୁ ଅପେକ୍ଷା । ମାଆଙ୍କୁ ମେଲାଣି ଦେଉଛନ୍ତି ସିଲଭର ସିଟିବାସୀ

୩. ରାଜନଗର ନିଆରା ଭସାଣ ଉତ୍ସବ, ଚାପ ଖେଳି ବିଦାୟ ନିଅନ୍ତି ମା'

ସମଗ୍ର ରାଜ୍ୟରେ ଚାଲିଛି ଜଗତଜନନୀ ମା' ଦୁର୍ଗାଙ୍କ ଭସାଣ ଉତ୍ସବ । କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ନିଆରା ଢଙ୍ଗରେ ଭସାଣ ଉତ୍ସବ ହୋଇଥାଏ । ଚାପ ଖେଳି ଜଳଛାୟା ହୋଇଥାନ୍ତି ମା'

୪. ଭସାଣିର ପରଦିନ ଫିରିଙ୍ଗି ବଜାର ପୂଜା ମଣ୍ଡପରୁ ମେଲାଣି ନିଅନ୍ତି ମାଆ, ଜାଣନ୍ତୁ କାରଣ

ଭକ୍ତଙ୍କ ଗହଣରୁ ବିଦାୟ ନେଉଛନ୍ତି ମହାମାୟା । ସିଲଭର ସିଟିରେ ଗତକାଲିଠୁ (ଗୁରୁବାର) ଭସାଣ ଶୋଭାଯାତ୍ରା ହୋଇଥିଲା ବେଳେ ଏହାର ଦିନକ ପରେ ଫିରିଙ୍ଗି ବଜାର ପୂଜା ମଣ୍ଡପରେ ମାଆଙ୍କୁ ମେଲାଣି ଦେଇଥାନ୍ତି

୫. ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଘରୁ ଲୁଟି ନେଲେ 7 ଲକ୍ଷ

ବନ୍ଧୁକ ମୁନରେ 22ଲକ୍ଷ ଟଙ୍କାର ଏକ ବଡ ଧରଣର ଲୁଟ ହୋଇଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ବ୍ୟବସାୟୀଙ୍କ ଘରୁ ନଗଦ ୭ ଲକ୍ଷ ଟଙ୍କା ସହ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି ୬ ଜଣ ଦୁର୍ବୃତ୍ତ

୬. କୁମାରପୂର୍ଣ୍ଣିମା ପୂର୍ବରୁ ସକ୍ରିୟ ଜୁଆଡି: ଆଡ୍ଡା ଉପରେ ପୋଲିସର ଚଢାଉ, 31 ଗିରଫ

ପାର୍ବଣ ଠାରୁ ଆରମ୍ଭ କରି କୁମାରପୂର୍ଣ୍ଣିମା ପର୍ଯ୍ୟନ୍ତ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ଘରେ ଘରେ ତାସ ଖେଳ ହେଉଥିବା ବେଳେ ପୂର୍ବରୁ ବ୍ରହ୍ମପୁର ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଚଢାଉ ଜୋରଦାର । ୪ ମହିଳାଙ୍କ ସହ ୩୧ ଜୁଆଡିଙ୍କୁ ଗିରଫ କରିଛି ପୋଲିସ

୭. World Smile Day 2022: ବଜାୟ ରଖନ୍ତୁ ହସ, ଦୂରେଇ ରହିବ ଚାପ

ମଦର୍ ଟେରେସା କହିଥିଲେ, "ପିସ୍ ବିଗନ୍ସ ୱିଥ୍ ଏ ସ୍ମାଇଲ୍"(Peace begins with a smile) ଅର୍ଥାତ୍ ଶାନ୍ତି ହସରୁ ଆରମ୍ଭ ହୁଏ । ଶାନ୍ତି ପାଇଁ, ମନର ଚାପ, ଦୁଃଖ, ଅବସାଦ ଦୂର ପାଇଁ ହସର ଆବଶ୍ୟକତା ନିହାତି ରହିଛି

୮. ଆହୁରି ଦୁର୍ବଳ ହେଲା ଟଙ୍କା, ପ୍ରଥମ ଥର 82.33 ଛୁଇଁଲା ଡଲାର ମୂଲ୍ୟ

ଡଲାର ଆଗରେ ଆହୁରି ଦୁର୍ବଳ ହେଲା ଟଙ୍କା । ପ୍ରଥମ ଥର ୮୨ ଟଙ୍କା ୩୩ ପଇସା ହେଲା ଗୋଟିଏ ଡଲାର ମୂଲ୍ୟ

୯. ଭବିଷ୍ୟତରେ ପିଲାଙ୍କ ଶାରୀରିକ ଗଠନ ଗର୍ଭାବସ୍ଥାରେ ମାଆର ଖାଦ୍ୟ ସହ ଜଡିତ !

ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ଯଦି ଗର୍ଭାବସ୍ଥାରେ ମାଆ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ ଗ୍ରହଣ କରିଥାନ୍ତି ତେବେ ସେହି ପିଲାର ଭବିଷ୍ୟତରେ ମେଦବହୁଳତା ହେବାର ସମ୍ଭାବନା ରହିଛି(Mother's intake of ultra-processed food associated with risk of obesity in kids)

୧୦. Iran Hijab Row: ଆନ୍ଦୋଳନ ସମର୍ଥନରେ ବାହାରିଲେ ଦେଶୀ ଗର୍ଲ

ମହସା ଅମିନୀଙ୍କ ମୃତ୍ୟୁ ପରେ ପ୍ରିୟଙ୍କା ଚୋପ୍ରା ଇରାନରେ ବିରୋଧ କରୁଥିବା ମହିଳାଙ୍କ ସମର୍ଥନରେ ବାହାରିଛନ୍ତି । ଏକ ନୋଟରେ ପ୍ରିୟଙ୍କା ଅଧିକାରୀ ତଥା କ୍ଷମତାରେ ଥିବା ଲୋକଙ୍କୁ ବିକ୍ଷୋଭକାରୀଙ୍କ କଥା ଶୁଣିବାକୁ ଏବଂ ସେମାନଙ୍କ ସମସ୍ୟା ବୁଝିବାକୁ ଅନୁରୋଧ କରିଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.