ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 22, 2021, 3:05 PM IST

1-ଭୀମସାର ମେଡ଼ିକାଲରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କୁ ସ୍ମାର୍ଟଫୋନ ମନା

ଏବେ ମେଡ଼ିକାଲରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଓ ସୁପରଭାଇଜର ଧରି ପାରିବେନି ସ୍ମାର୍ଟଫୋନ ।

2-ଆସୁଛି ବାତ୍ୟା, ମୁକାବିଲା ପାଇଁ ପ୍ରସ୍ତୁତ ସରକାର: SRC

ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ସମସ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।

3-ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ ସମ୍ପୂର୍ଣ୍ଣ ସହଯୋଗ କରିବ କେନ୍ଦ୍ର: ଧର୍ମେନ୍ଦ୍ର

ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା 'ୟଶ'ର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

4-ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ୨୬ରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟଶ୍‌

ଆସନ୍ତା 26ରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟଶ । ଏନେଇ ସତର୍କ ସୂଚନା ଜାରିକଲା ଆଞ୍ଚଳିକ ପାଣିପାଗ ବିଭାଗ ।

5-'ଟୀକାକରଣ ଡ୍ରାଇଭ ପାଇଁ WHOର ଗାଇଡଲାଇନ ମାନିନାହାନ୍ତି କେନ୍ଦ୍ର ସରକାର'

ଦେଶରେ ଟିକା ଗଚ୍ଛିତ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗାଇଡଲାଇନକୁ କେନ୍ଦ୍ର ସରକାର ମାନି ନାହାନ୍ତି ବୋଲି ସେରମର କାର୍ଯ୍ୟକାରୀ ନିର୍ଦ୍ଦେଶକ ସୁରେଶ ଯାଦବ କହିଛନ୍ତି ।

6-ଅପହୃତ ONGC କର୍ମଚାରୀଙ୍କୁ ଛାଡିଲା ଉଗ୍ରବାଦୀ ସଙ୍ଗଠନ

ଉଗ୍ରବାଦୀ ସଙ୍ଗଠନ ULFA (i) ଦ୍ବାରା ଅପହରଣ ହୋଇଥିବା ONGC କର୍ମଚାରୀଙ୍କୁ ସଙ୍ଗଠନ ମୁକ୍ତ କରିଛି ।

7-ନୂଆ ବ୍ଲୁ ଟିକର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କଲା ଟ୍ବିଟର

ଟ୍ବିଟର ଏହାର ନୂତନ ନୀଳ ବ୍ୟାଜ(ବ୍ଲୁ ଟିକ ମାର୍କ) ଯାଞ୍ଚ ପ୍ରୟୋଗ ପ୍ରକ୍ରିୟାକୁ 6ଟି ବର୍ଗ ସହିତ ପୁନଃ ଆରମ୍ଭ କରିବାକୁ ଘୋଷଣା କରିଛି ।

8-କୃଷକ ଆନ୍ଦୋଳନ: ଆଲୋଚନା ପାଇଁ ମୋଦିଙ୍କୁ ଚାଷୀଙ୍କ ଚିଠି

କୃଷି ଆଇନ ବିରୋଧରେ ପୁଣି ଆଲୋଚନା କରିବା ପାଇଁ ମୋଦିଙ୍କୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଚିଠି ଲେଖିଛି ।

9-p-305 ଟ୍ରାଜେଡି: ଏବେ ବି 26 ନିଖୋଜ

6 ଦିନ ହେବ ବୁଡିଲାଣି ବାର୍ଜ P-305 । ଏବେ ସୁଦ୍ଧା ଆହୁରୀ 26 ଜଣ ନିଖୋଜ ଅଛନ୍ତି ।

10-ଆଉ ନାହାନ୍ତି ‘ହମ୍ ଆପକେ ହେ କୌନ୍’ ଫିଲ୍ମର ମ୍ୟୁଜିକ୍ କମ୍ପୋଜର

ରାମ ଲକ୍ଷ୍ମଣ କମ୍ପୋଜର ପାଇଁ ଜଣାଶୁଣା ଥିବା ବିଜୟ ପାଟିଲଙ୍କର 79 ବର୍ଷ ବୟସରେ ଦେହାନ୍ତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.