ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର - TOP NEWS @3PM

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Dec 17, 2020, 3:12 PM IST

1.ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେବାପାଇଁ କେନ୍ଦ୍ରକୁ ନବୀନଙ୍କ ସୁପାରିଶ

ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।

2.ମାଓବାଦୀଙ୍କ ବର୍ବର କାଣ୍ଡ, ଠିକାଦାରଙ୍କୁ ନିର୍ମମ ହତ୍ୟା ପରେ ଜାଳିଲେ ବୋଲେରୋ

ପୁଣି ମାତିଲେ ମାଓବାଦୀ, ଭିଆଇଲେ ଲଙ୍କାକାଣ୍ଡ । ଠିକାଦାରଙ୍କୁ ନିମର୍ମ ଭାବେ ହତ୍ୟା କରି ଗାଡି ଜାଳି ଦେଲେ ।

3.ସାରସ୍ବତ ମନୋଜ ଦାସଙ୍କୁ JIPMER ମେଡିକାଲକୁ ସ୍ଥାନାନ୍ତର

ଓଡିଶାର ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମଭୂଷଣ ମନୋଜ ଦାସଙ୍କୁ ପୁଡୁଚେରୀରେ ଥିବା JIPMERର କ୍ୟାନସର ବିଭାଗକୁ ସ୍ଥାନାନ୍ତର କରାଯାଇଛି ।

4.୨୬୨ କୋଟି ଟଙ୍କାର ଫେକ ଇନଭଏସ ଠକେଇ, ଜିଏସଟି ଇଣ୍ଟେଲିଜେନ୍ସର ବଡଧରଣର ରେଡ୍

ଫେକ ଇନଭଏସ ଜରିଆରେ ଇନପୁଟ ଟ୍ୟାକ୍ସ କ୍ରେଡିଟର ଠକେଇ । ରାଉଲକେଲାରୁ ବ୍ୟବସାୟୀକୁ ଗିରଫ କଲେ ଡିଜିଜିଆଇ ।

5.ରାଜ୍ୟରେ ଦିନକରେ 351 କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କିଛି ଦିନ ହେବ କମୁଛି କୋରୋନା ସଂକ୍ରମଣ । ଗୁରୁବାର 30 ଜିଲ୍ଲାରୁ ମୋଟ 351 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

6.ସରିଲା 2 ଦିନିଆ ରିମାଣ୍ଡ, ଏସଡିଜେଏମ କୋର୍ଟରେ ହାଜର ହେଲେ ପ୍ରଦୀପ

ଦୁଇ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି(ଗୁରୁବାର) ଏସଡିଜେଏମ କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

7.ହାଇଦ୍ରାବାଦରେ ‘ରାଧେଶ୍ୟାମ’ର ସୁଟିଂ ଆରମ୍ଭ କଲେ ପ୍ରଭାସ-ପୂଜା

ଏଥର ପରଦାରେ ଜ୍ୟୋତିଷ ଭୂମିକାରେ ଦେଖାଯିବେ ପ୍ରଭାସ । ଆଉ ଅଭିନେତ୍ରୀ ପୂଜାଙ୍କ ପ୍ରେମରେ ହେବେ ଦିୱାନା । ବୁଧବାର ପୁନଃ ଆରମ୍ଭ ହେଲା ‘ରାଧେଶ୍ୟାମ’ର ସୁଟିଂ ।

8.ଆଜିଠୁ ପ୍ରଥମ ଟେଷ୍ଟ: ଅଷ୍ଟ୍ରେଲିଆ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଆଜି ଠାରୁ ଆରମ୍ଭ ହୋଇଛି ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ । ଆଡିଲେଡ୍‌ ଗ୍ରାଉଣ୍ଡରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

9.କୋରୋନା ମାଡରେ ଉଭାନ 8.1 କୋଟି ଚାକିରୀ, ବଢିଛି ଗରିବୀ: ILO

କୋରାେନା ଚାପରେ ରୋଜଗାର । ମିଳୁନି ନିଯୁକ୍ତି, ବଢୁଛି ବେକାରୀ । ଆଇଏଲଓର ରିପୋର୍ଟ ଅନୁସାରେ କୋରୋନା କାରଣରୁ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ 8.1 କୋଟି ଚାକିରୀ ଉଭାନ ହୋଇଛି ।

10.ଭୂମିଙ୍କୁ ଘାରିଛି ଜଳବାୟୁ ଚିନ୍ତା, ବାଣ୍ଟିବେ ସଚେତନତା

ଜଳବାୟୁ ସଚେତନ ପାଇଁ ‘କାଉଣ୍ଟ୍ ଅସ୍ ଇନ୍’ ନାମକ ବିଶ୍ବ ନାଗରିକ ପଦକ୍ଷେପ ସହ ସାମିଲ ହେଲେ ଭୂମି । ଏବେ ଜଳବାୟୁ ସମ୍ବନ୍ଧୀୟ ବାର୍ତ୍ତା ବାଣ୍ଟିବେ ସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.