ETV Bharat / bharat

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 15, 2022, 1:01 PM IST

1.ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍ ବଜାଇଲେ ନବୀନ

ବମ୍ବେ ଷ୍ଟକ ଏକ୍ସଚେଞ୍ଜ(BSE)ର ଓପନିଂ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

2.OTM Issue: ରାଜ୍ୟ ସରକାର ଦେବେ ୧୧୫ କୋଟି, ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି

ହାଇକୋର୍ଟରେ ଓଟିଏମ ମାମଲା ଶୁଣାଣି । ଏହି ମାମଲାରେ ମାସକ ଭିତରେ ୧୧୫ କୋଟି ଟଙ୍କା ଦେବେ ରାଜ୍ୟ ସରକାର ।

3.ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ

ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ । ବ୍ରେନ ଷ୍ଟ୍ରୋକ ହେବାରୁ ତାଙ୍କର ଦେହାନ୍ତ ହୋଇଛି ।

4.ୟୁପିରେ ଲଜ୍ଜା: ଗଛରୁ ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଉତ୍ତରପ୍ରଦେଶ ଲଖିମପୁର ଖେରୀରେ ଦୁଇ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଯୋଗୀ ସରକାରଙ୍କୁ ଘେରିଲେ ବିରୋଧି ।

5.ଝାଡଖଣ୍ଡରେ ଆତଙ୍କ ଖେଳାଇଛି ଲମ୍ଫି ଓ ଆଫ୍ରିକାନ ସ୍ବାଇନ ଫ୍ଲୁ

ଝାଡଖଣ୍ଡରେ ଆଫ୍ରିକାନ ସ୍ବାଇନ ଫ୍ଲୁ ଯୋଗୁଁ ବର୍ତ୍ତମାନ ସୁଦ୍ଧା 1261 ଘୁଷୁରୀଙ୍କର ମୃତ୍ୟୁ ହୋଇଥିବା ବେଳେ 250 ଘୁଷୁରୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।

6.ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଛାତିଥରା ଭିଡିଓ

ଉତ୍ତରାଖଣ୍ଡର ରୁଦ୍ରପୁର କିଚ୍ଚା କୋଟଓ୍ବାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା (Rudrapur Kichha Kotwali) ।

7.ଚାର୍ଜସିଟରୁ ହତ୍ୟା ଅଭିଯୁକ୍ତ ନାଁ କାଟିଲା ପୋଲିସ ! ଜିଲ୍ଲା ଦୌରାଜଜଙ୍କୁ ଗୁହାରି କଲେ ମାହାଙ୍ଗା ଦମ୍ପତି

ହତ୍ୟା ଅଭିଯୁକ୍ତ କୋର୍ଟ କର୍ମଚାରୀ ହୋଇଥିବାରୁ ଚାର୍ଜସିଟ୍‌ରୁ ପୋଲିସ ତାଙ୍କ ନାଁ କାଟିଥିବା ଅଭିଯୋଗ ।

8.ବିବାଦୀୟ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ

ବ୍ରହ୍ମଗିରି ଅଞ୍ଚଳରେ ବିବାଦୀୟ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ଘର ଓ ଦୋକାନ ଭଙ୍ଗାରୁଜା ହୋଇଛି ।

9.କରଡ଼ିରୁ ୧୦୦ ପ୍ରକାର ବ୍ୟଞ୍ଜନ, ବଲାଙ୍ଗୀର ହୋଟେଲ ମ୍ୟାନେଜମେଣ୍ଟ କଲେଜର ରେକର୍ଡ

କରଡ଼ିକୁ ନେଇ ୧୦୦ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ରେକର୍ଡ କରିଛି ବଲାଙ୍ଗୀରର ଷ୍ଟେଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲେ ମ୍ୟାନେଜମେଣ୍ଟ(SIHM) କଲେଜ ।

10.B'day special: 52ରେ ପାଦ ଦେଲେ ବାହୁବଳୀର ରାଜମାତା, 14 ବର୍ଷରୁ ଆରମ୍ଭ କରିଥିଲେ ଫିଲ୍ମ ଯାତ୍ରା

ଅଭିନେତ୍ରୀ ରାମ୍ୟା କୃଷ୍ଣନ ଆଜି (ସେପ୍ଟେମ୍ବର 15) ତାଙ୍କର 52 ତମ ଜନ୍ମଦିନ ପାଳନ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.