ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - top 1

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 22, 2022, 1:09 PM IST

1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଫୋନ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟ ପାଇଁ ଜଣାଇଲେ ଶୁଦ୍ଭେଚ୍ଛା ।

2.ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ହାଇକୋର୍ଟରେ ପୁଞ୍ଜିଲାଲର ଜାମିନ ଆବେଦନ ଖାରଜ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରର(Punjilal Meher) ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ ।

3.ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଦିନେଶ ଗୁଣବର୍ଦ୍ଧନେ

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ବରିଷ୍ଠ ରାଜନେତା ଦିନେଶ ଗୁଣବର୍ଦ୍ଧନେ ।

4.ଉଦ୍‌ଘାଟନର ୫ଦିନ ପରେ ଧସିଲା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ, ଯୋଗୀ ସରକାରଙ୍କୁ ଅଖିଳେଶଙ୍କ କଟାକ୍ଷ

ଧସିଲା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ । ଉଦ୍‌ଘାଟନର ୫ ଦିନ ପରେ ରାସ୍ତାରେ ୨ରୁ ୩ ଫୁଟ ଗଭୀର ଗାତ ସୃଷ୍ଟି ହୋଇଛି ।

5.ଶିଖ ସମ୍ପ୍ରଦାୟର ଛାତ୍ରକୁ ସ୍କୁଲରେ ପଗଡି ପିନ୍ଧିବାକୁ ବାରଣ, ବରେଲିରେ ଉତ୍ତେଜନା

ବରେଲି ଜିଲ୍ଲାର ମିଶନାରୀ ଦ୍ୱାରା ପରିଚାଳିତ ସେଣ୍ଟ ଫ୍ରାନ୍ସିସ୍ ସ୍କୁଲର ପଢୁଥିବା ଶିଖ ଛାତ୍ରଙ୍କୁ ପଗଡି, କଡା ଓ କ୍ରିପାଡ ପିନ୍ଧିବାକୁ ବାରଣ କଲେ ପ୍ରିନ୍ସିପାଲ ।

6.ଚର୍ଚ୍ଚାରେ କର୍ଣ୍ଣାଟକ ପୋଲିସ କନେଷ୍ଟବଳ, ସାଇବର ଠକଙ୍କ କବଳରୁ ଫେରାଇଲେ ୯ ଲକ୍ଷ

KYC ନାଁରେ ୯ ଲକ୍ଷ ଟଙ୍କା ଆକାଉଣ୍ଟରୁ ନେଇଗଲେ ସାଇବର ଠକ । ଅଭିଯୋଗ ପରେ ବ୍ୟାଙ୍କକୁ ଫେରିଲା ଲୁଟ୍‌ ଟଙ୍କା ।

7.ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ, ପାସ ହାର 92.71%

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ ।cbse.nic.inରେ ରେଜଲ୍ଟ ଦେଖିପାରିବେ ଛାତ୍ରାଛାତ୍ରୀ ।

8.ଶିକ୍ଷକ ନିଯୁକ୍ତି ମାମଲା: ସମସ୍ତ ଆବେଦନ ଖାରଜ କଲେ ହାଇକୋର୍ଟ, ନିଯୁକ୍ତି ପାଇଁ ପଥ ପରିଷ୍କାର

ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ମାମଲା । ଏନେଇ ଦାୟର ସମସ୍ତ ମାମଲାକୁ ଖାରଜ କଲେ ହାଇକୋର୍ଟ ।

9.କୁକୁଡାର ମୃତ୍ୟୁ ପରେ ଦଶାହ ପାଳିଲେ ମାଲିକ, ସାମିଲ ହେଲେ 500 ଲୋକ

ଏକ ୫ ବର୍ଷର କୁକୁଡାର ମୃତ୍ୟୁ ହେବାପରେ ତାର ଅନ୍ତେଷ୍ଟ୍ରିକ୍ରିୟା କରି ଦଶାହ ପାଳିଛନ୍ତି କୁକୁଡାର ମାଲିକ ।

10.ଆଜି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ

ଆଜି (ଶୁକ୍ରବାର) ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । କୁଇନ୍ସ ପାର୍କ ଗ୍ରାଉଣ୍ଡରେ ପ୍ରଥମ ଦିନିକିଆ ଖେଳିବେ ଦୁଇ ଦଳ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.