ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @1PM ସୁଦ୍ଧା ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 7, 2022, 1:04 PM IST

1. ରଥଯାତ୍ରା ପ୍ରସ୍ତୁତି, ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ମହାପ୍ରଭୁଙ୍କ ସମସନ୍ତ ନୀତିକାନ୍ତି ପରିଚାଳନା ନେଇ ଆଲୋଚନା ।

2. ଦିଲ୍ଲୀ ଗସ୍ତରେ PCC ସଭାପତି ଶରତ ପଟ୍ଟନାୟକ

ଦିଲ୍ଲୀ ଗସ୍ତ କଲେ ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ । ସେଠାରେ ସେ ହାଇ କମାଣ୍ଡ ଓ ରାଜ୍ୟ ପ୍ରଭାରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବା ନେଇ ସୂଚନା ରହିଛି ।

3. ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିଲେ ରାହୁଲ ଗାନ୍ଧୀ

ପଞ୍ଜାବୀ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲା(Sidhu Moose Wala) ହତ୍ୟା ଘଟଣା । ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।

4. ପଞ୍ଜାବର ଏହି ପୂର୍ବତନ ମନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଆକ୍ସନ ମୋଡରେ ପଞ୍ଜାବ ସରକାର । ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ସାଧୁ ସିଂହ ଧର୍ମସୋତ ଗିରଫ ।

5. ଲାଲୁ ଯାଦବଙ୍କ ରୁମ୍‌ରେ ଅଚାନକ ଲାଗିଲା ନିଆଁ

RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ରୁମରେ ଅଗ୍ନିକାଣ୍ଡ । ଏହି ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଲାଲୁ ।

6. Kupwara Encounter: ସେନା ଗୁଳିରେ 2 ଆତଙ୍କୀ ସଫା

ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର କୁପୱାରା ଚକତାରସ କାଣ୍ଡି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରୁ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ ।

7. SC-ST ପ୍ରି-ମାଟ୍ରିକ ଛାତ୍ରବୃତ୍ତି ବୃଦ୍ଧିକଲେ ରାଜ୍ୟ ସରକାର

ଓଡିଶା ସରକାର ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରି-ମାଟ୍ରିକ ଛାତ୍ର ବୃତ୍ତି ବୃଦ୍ଧି କରିଛନ୍ତି । ବାଳକଙ୍କ ପାଇଁ 750 ଟଙ୍କାରୁ 950 ଟଙ୍କା ଏବଂ ବାଳିକାଙ୍କ ପାଇଁ 800 ଟଙ୍କାରୁ 1000 ଟଙ୍କାକୁ ବୃଦ୍ଧି କରାଯାଇଛି ।

8. ହଜିଗଲା ମାନବିକତା, ପୂର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ଛାଟିଲେ ଗରମପାଣି

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କ ମୁହଁକୁ ଗରମ ପାଣି ଛାଟିଲେ ମହିଳା । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ବୃଦ୍ଧ ।

9. Ind vs SA T20: ଆଜିଠୁ ଅଫଲାଇନ ଟିକେଟ ବିକ୍ରି, କିଣିବେ OCA ଅନୁବନ୍ଧିତ

ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି20 ମ୍ୟାଚ ପାଇଁ ଆଜିଠୁ (ମଙ୍ଗଳବାର) ଅଫ୍‌ଲାଇନ ଟିକେଟ ବିକ୍ରି, ପ୍ରଥମେ OCA ଅନୁବନ୍ଧିତଙ୍କୁ ମିଳିବ ଟିକେଟ୍‌ ।

10. Sherdil Movie: ରିଲିଜ ହେଲା କେକେଙ୍କ ଶେଷ ଗୀତ ଧୁପ ପାନି ବହେନେ ଦେ

ମେ 31 ତାରିଖରେ କୋଲକାତାରେ କେ.କେଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ଗୀତ ମଙ୍ଗଳବାର ମୁକ୍ତିଲାଭ କରିଛି । ଗୀତର ନାମ ହେଉଛି ଧୁପ ପାନି ବହନେ ଦେ (Dhoop Paani Bahne De) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.