ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Mar 23, 2022, 1:00 PM IST

1. ଆଜି ବିପ୍ଲବୀ ଭାରତ ଗ୍ୟାଲେରୀର ଉଦଘାଟନ କରିବେ ମୋଦି

ଆଜି ବିପ୍ଲବୀ ଭାରତ ଗ୍ୟାଲେରୀର ଉଦଘାଟନ କରିବେ ମୋଦି । ଶହୀଦ ଦିବସ ଅବସରରେ ଆଜି ସନ୍ଧ୍ୟା 6ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଗ୍ୟାଲେରିର ଉଦଘାଟନ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି ।

2. Ratha Yatra 2022: ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ଼ ବନଖଣ୍ଡ ଅଞ୍ଚଳରୁ ୧୮ ଖଣ୍ଡ ଅସନ ଓ ଧଉରା କାଠ ଆଜି ଆସି ରଥ ଖଳାରେ ପହଞ୍ଚିଛି ।

3.ୟୁପିରେ ଅଘଟଣ, ଚକୋଲେଟ ଖାଇ ୪ ଶିଶୁ ମୃତ

ଉତ୍ତର ପ୍ରଦେଶର କୁଶୀନଗର ଜିଲ୍ଲା ସିସାଇ ଗାଁର ଲାଥୁର ଟୋଲାରେ ଅଘଟଣ । ଚକୋଲେଟ ଖାଇ ଆଖି ବୁଜିଛନ୍ତି ୪ ଶିଶୁ ।

4. ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି । ବନକ ଲାଗି ନୀତି ପାଇଁ ଆଜି (ବୁଧବାର) ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ।

5.ଭାରତୀୟ ସଂସ୍କୃତିକୁ ଆମେରିକା ବାୟୁସେନାର ସମ୍ମାନ, ତିଲକ ଲଗାଇ ଡ୍ୟୁଟିରେ ଯବାନ

ଆମେରିକା ବାୟୁସେନାରେ କାର୍ଯ୍ୟରତ ଜଣେ ଭାରତୀୟ ସେନା ଅଧିକାରୀ ଦର୍ଶନ ଶାହ ଯିଏକି ପ୍ରତିଦିନ କର୍ମକ୍ଷେତ୍ରକୁ ଯିବା ମାତ୍ରେ ତିଲକ ଲଗାଇ ଯାଇଥାନ୍ତି ।

6.MLA Prasant Jagdev Arrest: ବାହୁବଳୀ ବିଧାୟକଙ୍କ ନୂଆ ଠିକଣା ବାଣପୁର ଜେଲ

ଗିରଫ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।ମଙ୍ଗଳବାର ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବିଧାୟକଙ୍କୁ ଗିରଫ କରିଛି ପୋଲିସ ।

7.ରାଜଧାନୀରେ 320 ସମ୍ବେଦନଶୀଳ ବୁଥ୍: ଜଗିବେ 50 ପ୍ଲାଟୁନ, 150 ଅଫିସର

ରାତି ପାହିଲେ ପୌର ନିର୍ବାଚନ । ରାଜଧାନୀରେ 320 ସମ୍ବେଦନଶୀଳ ବୁଥ୍ ଚିହ୍ନଟ । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ନେଇ ସୂଚନା ଦେଲେ ଭୁବନେଶ୍ବର ଡିସିପି ।

8.ସେବା କେନ୍ଦ୍ରକୁ ଦୁର୍ବୃତ୍ତଙ୍କ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ସରପଞ୍ଚ

କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର ଅଡଶପୁର ପଞ୍ଚାୟତ ରାଜୀବ ଗାନ୍ଧି ସେବା କେନ୍ଦ୍ର ଉପରକୁ କିଛି ଜଣ ଦୁର୍ବୃତ୍ତ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି ।

9.ପଳାତକ ବ୍ୟବସାୟୀଙ୍କ ୧୯,୧୧୧ କୋଟିରୁ ଅଧିକ ସମ୍ପତ୍ତି ବ୍ୟାଜାପ୍ତ

ବିଜୟ ମାଲ୍ୟା, ନୀରବ ମୋଦି ଓ ମେହଲୁ ଚୋକସିଙ୍କ ୧୯,୧୧୧.୨୦ କୋଟି ସମ୍ପତ୍ତି ବ୍ୟାଜାପ୍ତ ହୋଇଛି । ରାଜ୍ୟସଭାରେ ସୂଚନା ଦେଲେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ।

10.The Kashmir Files ପାଇଁ କଳାକାର ନେଇଛନ୍ତି କୋଟି କୋଟି ଫିସ୍‌, ଜାଣନ୍ତୁ କିଏ ସବୁଠାରୁ ମହଙ୍ଗା ଆକ୍ଟର

ସୁପର ସକ୍ସେସଫୁଲ ଚଳଚ୍ଚିତ୍ର କାଶ୍ମୀର ଫାଇଲ୍ସର କଲେକ୍ସନ ବିଷୟରେ ଆପଣ ପୂର୍ବରୁ ଜାଣିଥିବେ । କିନ୍ତୁ କଣ ଆପଣ ଏହି ଚଳଚ୍ଚିତ୍ରର ଷ୍ଟାରକାଷ୍ଟ ଫି ବିଷୟରେ ଜାଣିଛନ୍ତି କି?

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.