ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 25, 2021, 1:00 PM IST

1. ଆସୁଛି ବାତ୍ୟା; ସତର୍କ କଲେ ଗଞ୍ଜାମ ଜିଲ୍ଲାପାଳ, ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ

ସମ୍ଭାବ୍ୟ ବାତ୍ୟା ଓ ବନ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଜାରି ହେଲା ରେଡ୍ ଆଲର୍ଟ ।

2. ସମ୍ଭାବ୍ୟ ବାତ୍ୟା ସ୍ଥିତି ନେଇ SRCଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ମ୍ଭାବ୍ୟ ବାତ୍ୟା ସ୍ଥିତି ନେଇ SRCଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଭିସି ଜରିଆରେ ଜିଲ୍ଲାପାଳମାନଙ୍କ ସହ ଚାଲିଛି ଆଲୋଚନା ।

3. କୋର୍ଟ ପରିସରରେ ଗୁଳିକାଣ୍ଡ, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଦିଲ୍ଲୀ ସ୍ଥିତ ରୋହିଣୀ କୋର୍ଟରେ ଘଟିଥିବା ଗୁଣିକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କଲା ଦିଲ୍ଲୀ ପୋଲିସ ।

4. INDIA CORONA: ଦିନକରେ 29,616 ପଜିଟିଭ ଚିହ୍ନଟ, 290 ମୃତ

ଦେଶରେ ଥମୁନି କୋରୋନା ସଂକ୍ରମଣ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ 29 ହଜାର 616 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ 290 ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।

5. କାନ୍ଦବୋବାଳିରେ ଫାଟୁଛି ରାଇକଳା, ଗାଁ ମାଟିରୁ ଅଲବିଦା କହିଲା ଅରିନ୍ଦମ

ଅଲବିଦା କହି ପଞ୍ଚଭୂତରେ ଲୀନ ହେଲେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ । ନିଜ ଗାଁ ମାଟି କେନ୍ଦୁଝରରେ ସମ୍ପନ୍ନ ହେଲା ଅରିନ୍ଦମଙ୍କ ଶେଷକୃତ୍ୟ ।

6. ଜୟପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଆଖି ବୁଜିଲେ 6 ପରୀକ୍ଷାର୍ଥୀ, 5 ଆହତ

ରିଟ୍ ପରୀକ୍ଷା ଦେବା ପାଇଁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରଲରେ ପିଟିହେଲା ଭ୍ୟାନ । ୬ ମୃତ, ୫ ଆହତ ।

7.ଶକ୍ତି କେନ୍ଦ୍ର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ ନଡ୍ଡା

ଉତ୍ତରାଖଣ୍ତରେ ଶକ୍ତି କେନ୍ଦ୍ର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

8. 'ପ୍ରତ୍ୟକ୍ଷ ଆତଙ୍କବାଦକୁ ସମର୍ଥନ କରିବା କ୍ଷେତ୍ରରେ ପାକିସ୍ତାନ ବିଶ୍ବ ପରିଚିତ'

ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ କାଶ୍ମୀର ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟ ଉପରେ ଜବାବ ରଖି ଭାରତ କହିଲା,

9. IPL2021:ଆଜିଠୁ ଡବଲ୍‌ହେଡର ମ୍ୟାଚ୍‌, ଦିଲ୍ଲୀ-ରାଜସ୍ଥାନ ଲଢେଇ

ଆଜି(ଶନିବାର) ଖେଳାଯିବାକୁ ଥିବା ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଯଦି ଦିଲ୍ଲୀ ବିଜୟୀ ହୁଏ, ତେବେ ପ୍ରଥମ ଟିମ ଭାବେ ପ୍ଲେ-ଅଫ୍‌ରେ ପ୍ରବେଶ କରିବ ।

10. ଅସୁରକ୍ଷିତ ଗଜରାଜ: ଅନୁଗୋଳରେ ଆଖି ବୁଜିଲା ଦନ୍ତା

ବନ୍ତଳା ରେଞ୍ଜ ନୁଖୁରିପଦା ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.