ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 4, 2021, 1:02 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. Tokyo Olympics: ବକ୍ସିଂରେ ଲଭଲିନା ବୋର୍ଗହେନଙ୍କୁ ବ୍ରୋଞ୍ଜ

ସେମିଫାଇନାଲ ବାଉଟ୍‌ରେ ଭାରତୀୟ ବକ୍ସର ଲଭଲିନା ବୋର୍ଗହେନ ପରାସ୍ତ । ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ।

2. ଭିଜିଲାନ୍ସ ଜାଲରେ ଚକ୍ଷୁ ବିଭାଗର ଟେକ୍ନିସିଆନ

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ପଦ୍ମପୁର ଡାକ୍ତରଖାନାର ଚକ୍ଷୁ ବିଭାଗର ଟେକ୍ନିସିଆନଙ୍କ ଘରେ ଭିଜିଲାନ୍ସ ଚଢାଉ ।

3. ଆଜି ଓଡିଆ ସାମ୍ବାଦିକତା ଦିବସ, ସ୍ପଷ୍ଟବାଦିତା ଓ ସାହସର ଅନ୍ୟନାମ ‘ସାମ୍ବାଦିକ’

ସ୍ପଷ୍ଟବାଦିତା ଓ ସାହସିକତା ଯାହାର ପରିଚୟ, ତା' ନାମ ସାମ୍ବାଦିକ । ଉପରକୁ ଦେଖାଯାଏ ଯାହାର ଜୀବନ ସରଳ, ହେଲେ ଯିଏ ଜିଏଁ ଜୀବନ ଜଟିଳ ତା' ନାମ ସାମ୍ବାଦିକ । କି ଖରା, କି ବର୍ଷା, କି ଶୀତ, ସୁନାମୀ, ବନ୍ୟା, ବାତ୍ୟା, ମରୁଡିରେ ଯିଏ ଏରୁଣ୍ଡି ଡେଇଁ ପଦାକୁ ଚାଲିଆସେ ସେ ସାମ୍ବାଦିକ । ଆଜି ଏହି ସାମ୍ବାଦିକଙ୍କ ଦିବସ ଅର୍ଥାତ୍ 'ଓଡିଆ ସାମ୍ବାଦିକତା ଦିବସ' ।

4. ଆଜି ରାଜ୍ୟସଭା ହୋଇପାରେ ସ୍ବାଭାବିକ; ଶାସକ-ବିରୋଧୀଙ୍କ ମଧ୍ୟରେ ସହମତି !

ଆଜି (ବୁଧବାର) ମଧ୍ୟ ସଂସଦ ସ୍ବାଭାବିକ ହେବ ନା ପୁଣି ଧୋଇଯିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ, ରାଜ୍ୟସଭାରେ ଫେରିପାରେ ସ୍ବାଭାବିକ ସ୍ଥିତି ।

5. PMKVY ବିକାଶ ନାଁରେ ପ୍ରତାରଣା: ରାହୁଲ

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । PMKVY ଯୋଜନା ବିକାଶ ନାଁରେ ପ୍ରତାରଣା ବୋଲି କହିଲେ ରାହୁଲ ।

6. India Corona: ଦିନକରେ 42,625 ପଜିଟିଭ ଚିହ୍ନଟ, 562 ମୃତ

ଦେଶରେ ଖସୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ 42 ହଜାର 625 ନୂଆ ସଂକ୍ରମିତ ଚିହ୍ନଟ ।

7. ଆଉ 66 ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ

ଆଜି(ବୁଧବାର) ଆଉ ୬୬ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଦୈନିକ ମୃତ୍ୟୁସଂଖ୍ୟାରେ ପୁଣି ଆଗରେ ଖୋର୍ଦ୍ଧା ରହିଛି ।

8. Tokyo Olympics: ରବିଙ୍କ ପରେ ସେମିଫାଇନାଲରେ ଦୀପକ ପୁନିୟା

ଭାରତୀୟ ପହିଲମାନ ଦିପକ ପୁନିୟା ୮୬ କେଜି ଫ୍ରି ଷ୍ଟାଇଲରେ ଚୀନର ଲିନଙ୍କୁ ୬-୩ରେ ହରାଇ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି ।

9. Tokyo Olympics: ରେସଲିଂ ସେମିରେ ରବି

ଟୋକିଓ ଅଲମ୍ପିକ୍ସ କୁସ୍ତିରେ ୧୪-୪ରେ ବୁଲଗେରିଆର ଜର୍ଜି ବେଲେଟିନୋବଙ୍କୁ ପରାସ୍ତ କରି ସେମିଫାଇନାଲରେ ଯୋଗ୍ୟତା ଅର୍ଜନ କରିଛନ୍ତି ରବି ଦହିୟା ।

10. ଏକ ମାସର ଶିଶୁ ପେଟରେ ମୃତ ଭୃଣ, ଅସ୍ତ୍ରୋପଚାରରେ ସଫଳ ମୁମ୍ବାଇ ଡାକ୍ତର

ବିରଳ ଅସ୍ତ୍ରୋପଚାର ।ଏକ ମାସର ଶିଶୁର ପେଟରୁ ସଫଳତାର ସହିତ ଏକ ମୃତ ଭ୍ରୁଣକୁ ବାହାର କଲେ ମୁମ୍ବାଇ ଡାକ୍ତର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.