ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 1, 2021, 1:05 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଆସନ୍ତା ୫ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର । ଆସନ୍ତା ୫ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ।

2. ଜାମ୍ମୁ କାଶ୍ମୀରରେ କେନ୍ଦ୍ରକୁ ବିରୋଧ କରୁଛି PDP: ମେହବୁବା ମୁଫତି

ପୁଣି କେନ୍ଦ୍ର ବିରୋଧରେ ମୁହଁ ଖୋଲିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି । ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ହେଉଛି ଏକମାତ୍ର ଦଳ ଯିଏ ଜାମ୍ମୁ କାଶ୍ମୀରରେ କେନ୍ଦ୍ରକୁ ବିରୋଧ କରୁଛି।

3. Tokyo Olympics: କ୍ବାର୍ଟରରେ ହାରିଲେ ବକ୍ସର ସତୀଶ କୁମାର

ବକ୍ସିଂରେ ଆଉ ଏକ ନିଶ୍ଚିନ୍ତ ପଦକ ହାତେଇବାକୁ ବଞ୍ଚିତ ହେଇଛି ଭାରତ । କ୍ବାର୍ଟରଫାଇନାଲ ମୁକାବିଲାରେ ସତୀଶ କୁମାର ପରାସ୍ତ ।

4. କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ; ଆଜି ଆଉ ୬୪ ମୃତ

ଆଜି (ରବିବାର) ରାଜ୍ୟରେ ଆଉ ୬୪ ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ସଂଖ୍ୟା ୫୯୬୬କୁ ବୃଦ୍ଧି ହୋଇଛି ।

5. ବାଲୁକାକଳାରେ ବକ୍ସର ଲଭଲିନାଙ୍କୁ ଶୁଭେଚ୍ଛା

ଟୋକିଓ ଅଲମ୍ପିକ ବକ୍ସିଂ ସେମିଫାଇନାଲରେ ଭାରତୀୟ ବକ୍ସର ଲଭଲିନା ବୋର୍ଗହେନ । ସେ ଫାଇନାଲରେ ପହଞ୍ଚିବା ସହ ଭାରତକୁ ସ୍ବର୍ଣ୍ଣ ପଦକ ଦିଅନ୍ତୁ ବୋଲି ସାରା ଭାରତବାସୀ ଆଶା ରଖିଛନ୍ତି

6. ଝିଅଙ୍କୁ ବିଳମ୍ବିତ ରାତିରେ ବାହାରେ ବୁଲିବା କଣ ଦରକାର: AP Singh

ବନ୍ଧୁତ୍ବ ଦିବସ ଓ ଭାଲେଣ୍ଚାଇନ ଦିବସକୁ ନେଇ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀଙ୍କ ବିବାଦୀୟ ମନ୍ତବ୍ୟ ।

7. ମହାରାଷ୍ଟ୍ରରେ ପ୍ରଥମ Zika virus ମାମଲା ଚିହ୍ନଟ ପରେ ତତ୍ପର ପ୍ରଶାସନ

ଗର୍ଭବତୀ ମହିଳା ସାବଧାନ । ମହାରାଷ୍ଟ୍ରରେ ପ୍ରଥମ ଜିକା ଭାଇରସ ମାମଲା ଠାବ ହୋଇଛି ।

8. ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମହଜୁଦ ଅଛି ୩ କୋଟି ୫୮ ହଜାର ୧୯୦ କୋଭିଡ ଟିକା

ଏପର୍ଯ୍ୟନ୍ତ କେନ୍ଦ୍ର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ୪୯. ୪୯ କୋଟି କୋରୋନା ଟିକା ଯୋଗାଇ ଦିଆଯାଇଛି ।

9. ଜୁଲାଇ ସରିଲା, ଦୂର ହୋଇନି ଟିକା ଅଭାବ: ରାହୁଲ ଗାନ୍ଧୀ

ଦେଶରେ ଟିକା ଅଭାବକୁ ନେଇ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ ।

10. ୩୪ରେ ହସିନ ଦିଲରୁବା, ବୋଲ୍ଡ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ

ତେଲୁଗୁ ଚଳଚ୍ଚିତ୍ରରୁ ଫିଲ୍ମ ଦୁନିଆରେ ଡେବ୍ୟୁ କରିଥିବା ଅଭିନେତ୍ରୀ ତାପସୀ ପନ୍ନୁଙ୍କର ଆଜି ଜନ୍ମଦିନ । ୩୪ ବର୍ଷରେ ପଦାର୍ପଣ କରିଛନ୍ତି ତାପସୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.