ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 21, 2021, 1:00 PM IST

1. ପୁଣି ଚିନ୍ତା ବଢାଇଲା କୋରୋନା: ଦିନକରେ 3,998 ମୃତ

ପୁଣି ଲମ୍ଫ ମାରିଲା କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ ୪୨ ହଜାର ୧୫ ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ ୩ ହଜାର ୯୯୮ ଜଣଙ୍କ ମୃତ୍ୟୁ ଘଟିଛି

2. STATE CORONA DEATH; ଆଜି 69 ମୃତ, ଖୋର୍ଦ୍ଧାରୁ ସର୍ବାଧିକ

ଆଜି(ବୁଧବାର) ରାଜ୍ୟରେ ଆଉ 69 ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଖୋର୍ଦ୍ଧାରୁ ସର୍ବାଧିକ ୨୨ ଜଣଙ୍କ ଜୀବନ ଯାଇଛି ।

3. ଆଜି ଠାରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ମନା ଲାଲକିଲ୍ଲା

୨୧ ଜୁଲାଇ ୨୦୨୧ ରୁ ୧୫ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ମନା ଲାଲକିଲ୍ଲା ।

4. ମେଡିସିନର ମୂଲ୍ୟ 18 କୋଟି, ହାରିଗଲା ଇମ୍ରାନ

ଚିକିତ୍ସା ପାଇଁ ଅର୍ଥ ଯୋଗାଡ ହୋଇଥିଲା 16.5 କୋଟି । ଆଉ କିଛି ଅର୍ଥ ଯୋଗାଡ ହେବା ପୂର୍ବରୁ ଆଖି ବୁଜିଲା ଛଅମାସର ଇମ୍ରାନ ।
5. ଜାତୀୟ ରାଜନୀତିରେ TMC ର ନଜର; ଲଞ୍ଚହେଲା ଜାଦେର ଦେଶ ଚାଇଛେ

ଆଜି(ବୁଧବାର) ଦେଶର କିଛି ରାଜ୍ୟରେ ଏକକାଳୀନ ଭର୍ଚୁଆଲ ରାଲି କରିବ TMC । ଆଉ ଏହି ରାଲିକୁ ଖୋଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବୋଧିତ କରିବେ । ପଶ୍ଚିମବଙ୍ଗ ବ୍ୟତୀତ ଦଳ ଏବେ ଅନ୍ୟ ରାଜ୍ୟ ଉପରେ ନଜର ପକାଇଛି ।

6. ବିଡିଓ ହେବ ତ ଏମିତି, ଲାଞ୍ଚ ନନେବା ପାଇଁ ଗଡାଇଲେ ସଚେତନତା ରଥ

ଭାପୁର ବ୍ଲକରେ ନୂତନ ବିଡ଼ିଓ ଭାବେ ଯୋଗ ଦେଇଥିବା ଆଶିଷ କୁମାର ତ୍ରିପାଠୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସରକାରୀ ଯୋଜନାରେ ସୁବିଧା ପାଇବାକୁ ହେଲେ ଲାଞ୍ଚ ନ ଦେବାକୁ ନେଇ ବୁଲାଇଲେ ସଚେତନ ରଥ ।

7. ଟିକା ଅଭାବ, ଆଜି 4 ଜିଲ୍ଲାରେ ଟୀକାକରଣ ବନ୍ଦ

ରାଜ୍ୟରେ କୋଭିସିଲ୍ଡ ଟିକା ଅଭାବ । ଆଜି ପୁଣି ଆଉ 4ଟି ଜିଲ୍ଲାରେ ବନ୍ଦ ରହିଛି ଟୀକାକରଣ ।

8. ଏମ୍ସରେ ଦେଶର ପ୍ରଥମ ବାର୍ଡ ଫ୍ଲୁ ରୋଗୀର ମୃତ୍ୟୁ

ଭାରତର ପ୍ରଥମ ବାର୍ଡ ଫ୍ଲୁ ରୋଗୀର ମୃତ୍ୟୁ । ଏନେଇ ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

9. ଆଜି ଇଦ୍-ଉଲ- ଜୁହା, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଇଦ୍ -ଉଲ- ଜୁହା (ବକ୍ରି ଇଦ) ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଗି ଶୁଭେଚ୍ଛା ଜଣାଇଛନ୍ତି ।

୧୦. ବନ୍ୟାରେ ଫସିଥିଲେ ୫, ଉଦ୍ଧାର କଲା IAF

ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାର ଉଜ ନଦୀରେ ବନ୍ୟା । ନଦୀ ମଧ୍ୟରୁ 5 ଜଣଙ୍କୁ ଉଦ୍ଧାର କରିଛି ଭାରତୀୟ ବାୟୁସେନା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.