ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 20, 2021, 1:08 PM IST

1. Live Update: ଆରମ୍ଭ ହେଲା ରଥଟଣା

ଆରମ୍ଭ ହେଲା ରଥଟଣା

2. ରଥରେ ବସିଛି କାଳିଆ, ଭକ୍ତଙ୍କୁ ଖୋଜୁଛି ଚକାଆଖି..

ପହଣ୍ଡି ବିଜେ ନୀତି ଶେଷ ହେବା ପରେ ରଥରେ ବିଜେ କରିଛନ୍ତି ଶ୍ରୀଜିଉ । ପ୍ରଭୁ ଶ୍ରୀ ବଳଭଦ୍ର, ମା ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ ନିଜ ନିଜ ରଥରେ ରଥାରୁଢ ହୋଇଛନ୍ତି ।

3. ବଡଦାଣ୍ଡରେ ପୋଲିସ ଡିଜି, କରୁଛନ୍ତି ବାହୁଡା ଯାତ୍ରା ସମୀକ୍ଷା

ବାହୁଡା ଯାତ୍ରା ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ । କଡା ସୁରକ୍ଷା ଏବଂ ପୋଲିସଙ୍କ ଏନଫୋର୍ସମେଣ୍ଟକୁ ନେଇ କଲେ ଖୁସିବ୍ୟକ୍ତ ।

4. ଜାଣନ୍ତୁ, ବାହୁଡା ଯାତ୍ରା ମାହାତ୍ମ୍ୟ...

ବାହୁଡା ଯାତ୍ରାର ମାହାତ୍ମ୍ୟକୁ ନେଇ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଅଚ୍ୟୁତାନନ୍ଦ ଦାସଙ୍କ ସହ ସ୍ବତନ୍ତ୍ର ଆଲୋଚନା ।

5. Parliament Monsoon Session: ପେଗାସସ ଝଡରେ ଧୋଇଗଲା ସଂସଦର ପ୍ରଶ୍ନକାଳ

ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି । ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ସାଂସଦ ମାନେ ପେଗାସସ ସ୍ପାଇୱେୟାରକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ନେଇ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ । ଗୃହ ପରିଚାଳନା ସମ୍ଭବ ନହେବାରୁ ମାତ୍ର ୬ ମିନିଟରେ ଅଧ୍ୟକ୍ଷ ଗୃହକୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ମୁତଲବୀ ରଖିଥିଲେ ।

6. କଂଗ୍ରେସକୁ ଝଟକା; ଇସ୍ତଫା ଦେଲେ ମଣିପୁର ରାଜ୍ୟ ସଭାପତି

କଂଗ୍ରେସକୁ ବଡ ଝଟକା । ମଣିପୁର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଗୋବିନ୍ଦସ କୋନଠୋଉଜାମ ।

7. କୋରୋନା ମାଡ: ଦୁର୍ଦ୍ଦିନରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଶିଳ୍ପ

କୋରୋନା ମହାମାରୀ ଯୋଗୁଁ ରାଜଧାନୀରେ ଥିବା ହୋଟେଲ ଓ ରେଷ୍ଟୁରାଣ୍ଟ ଶିଳ୍ପ ଦୁର୍ଦ୍ଦିନରେ ରହିଛି । ଏଣୁ ଆଗକୁ ମଧ୍ୟ ସରକାର ହୋଟେଲ ଗୁଡିକୁ ଖୋଲନ୍ତୁ ବୋଲି ଦାବି କରିଛନ୍ତି ହୋଟେଲ ମାଲିକ ।

8. ସ୍ବାଧୀନରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଶ୍ରୀପଦ ନାଏକ

ଆଜି(ମଙ୍ଗଳବାର) ସ୍ବାଧୀନ ରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ।

୯. ଆଜି ଦ୍ବିତୀୟ ଦିନିକିଆ, ସିରିଜ କବଜା ଲକ୍ଷ୍ୟରେ ଭାରତ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ବିତୀୟ ଦିନିକିଆ । ଆଜିର ମ୍ୟାଚକୁ କବଜା କରି ସିରିଜ ହାତେଇବାକୁ ପ୍ରୟାସ କରିବ ଧାୱନଙ୍କ ଦଳ ।

10. ଅଶ୍ଲୀଳ ସିନେମା ନିର୍ମାଣ କରି ବନ୍ଧା ହେଲେ ରାଜ କୁନ୍ଦ୍ରା

ଅଶ୍ଳିଳ ସିନେମା ତିଆରି କରିବା ସହିତ ଏହାକୁ ବିଭିନ୍ନ ଆପରେ ସେୟାର କରିବା ନେଇ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.