ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 7, 2021, 1:08 PM IST

1. Union Cabinet Expansion; ଆଜି ମୋଦି ସରକାର 2.0ର ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ

ସନ୍ତୁଳନ ରକ୍ଷା ପାଇଁ କ୍ୟାବିନେଟରେ ଉଚ୍ଚ ଶିକ୍ଷିତ, ଯୁବକ ଓ ପ୍ରଶାସନିକ କ୍ଷେତ୍ରରେ ଅନୁଭବ ଥିବା ସାଂସଦଙ୍କୁ ମଧ୍ୟ ଅତି ଗୁରୁତ୍ବପୂର୍ଣ୍ଣ ପଦପଦବୀ ମିଳିବାର ଯଥେଷ୍ଟ ସମ୍ଭାବନ ରହିଛି ।

2. ଦିଲ୍ଲୀପଙ୍କ ଦେହାନ୍ତରେ କାନ୍ଦୁଛି ଦେଶ

ବର୍ଷିୟାନ କଳାକାର ଦିଲ୍ଲୀପ କୁମାରଙ୍କ ଦେହାନ୍ତରେ କଳାଜଗତ ସହ ସାରା ଦେଶରେ ଶୋକର ଛାୟା । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅଭିନେତାଙ୍କ ଠାରୁ ଆରମ୍ଭ କରି ସିନେପ୍ରେମୀ କଲେ ଶୋକବ୍ୟକ୍ତ ।

3. କୋରୋନା ମୃତ୍ୟୁକୁ ମାତ୍‌ ଦେଉଛି ସିଙ୍ଗଲ୍‌ ଡୋଜ: ICMR

ICMRର ନୂଆ ଅଧ୍ୟୟନ । କୋରୋନା ମୃତ୍ୟୁକୁ ରୋକିବାରେ ସଫଳ ହେଉଛି ସିଙ୍ଗଲ ଡୋଜ ଟିକା ।

4. INDIA CORONA REPORT; ଦିନକରେ 43,733 ପଜିଟିଭ ଚିହ୍ନଟ

ଦେଶରେ ସଂକ୍ରମଣ ସାଙ୍ଗକୁ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଉଛି । ଦିନକରେ 43 ହଜାର 733 ନୂଆ ପଜିଟିଭ ଚିହ୍ନଟ ।ଏ-ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

5. ମମତାଙ୍କୁ କୋଲକାତା ହାଇକୋର୍ଟରୁ ଝଟକା; 5 ଲକ୍ଷ ଟଙ୍କା ଜରିମାନା ଲଗାଇଲେ କୋର୍ଟ

ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହେବା ପରେ ପୁନଃ ମତଗଣନା ଦାବି କରି ମମତା ହାଇକୋର୍ଟ ଯାଇଥିଲେ । ମମତାଙ୍କ ଅଭିଯୋଗ ଥିଲା ଭୋଟ ଗଣତିରେ ଚଞ୍ଚକତା କରାଯାଇଛି ।

6. ତୈଳ ଦର ବୃଦ୍ଧି; କେନ୍ଦ୍ର ବିରୋଧରେ ରାହୁଲ ଗାନ୍ଧୀ ଖୋଲିଲେ ମୋର୍ଚ୍ଚା

ପେଟ୍ରୋଲ ଦର ପୁଣି ବଢିବା ପରେ ରାହୁଲ ଗାନ୍ଧୀ ଏକ ଦର ବୃଦ୍ଧି ଖବରକୁ ଆଧାର କରି ଟ୍ବିଟ କରି କହିଛନ୍ତି ଆଜି ପୁଣି ଦିଲ୍ଲୀରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦର 100.21 ପଇସା, ଥିବା ବେଳେ ଡିଜେଲ ଦର 89.53 ପଇସାରେ ପହଞ୍ଚିଛି ।

7. ରଥଯାତ୍ରାରେ SOP ଉଲ୍ଲଂଘନ ବରଦାସ୍ତ କରାଯିବ ନାହିଁ: SP

ରଥଯାତ୍ରା ପାଇଁ ପୁରୀ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ, SOPର ଉଲ୍ଲଂଘନକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କହିଲେ SP ।

8. ଅଣସରର ତ୍ରୟୋଦଶୀ ଦିବସରେ ଘଣା ଲାଗି ଓ ଖଳି ପ୍ରସାଦ ବିଜେ ନୀତି

ବୁଧବାର ବିଳମ୍ବିତ ରାତିରୁ ଦଇତାପତି ସେବକମାନେ ଘଣା ଲାଗି ଓ ଖଳି ପ୍ରସାଦ ବିଜେ ନୀତି ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି ।

9. ତଳମୁହାଁ ସଂକ୍ରମଣ, ଦିନକରେ 2602 ଆକ୍ରାନ୍ତ ଚିହ୍ନଟ

ଲଗାତାର କିଛି ଦିନ ହେବ ରାଜ୍ୟରେ ତଳମୁହାଁ ରହିଛି ସଂକ୍ରମଣ । ଆଜି(ବୁଧବାର) ରାଜ୍ୟରେ 2602 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 529ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

10. ନାରୀଙ୍କ ହୃଦୟରେ ରାଜ୍ କରୁଥିଲେ ଟ୍ରାଜେଡି କିଙ୍ଗ

ୟୁସୁଫ ସରୱାର ଖାନ୍‌ରୁ ଦିଲୀପ କୁମାରର ଯାତ୍ରା । ଟ୍ରାଜେଡି କିଙ୍ଗଙ୍କ ପ୍ରେମ କାହାଣୀ । ଆଜି ଆଉ ଆମ ଗହଣରେ ଦିଲୀପ ନାହାନ୍ତି ସତ । ହେଲେ ତାଙ୍କ ପ୍ରତିଟି ଅଭିନୟର ଯାଦୁଗରୀରେ ହୃଦୟରେ ଲିପିବଦ୍ଧ ହୋଇ ରହିବ । ଦିଲୀପଙ୍କ ଫିଲ୍ମ କ୍ୟାରିୟର ଉତଥାନ ପତନ ଓ ପ୍ରେମ ସମ୍ପର୍କ ସମ୍ପର୍କରେ ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.