ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 4, 2021, 12:58 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବରTOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଆଜି ମହାପ୍ରଭୁଙ୍କ ଚକା ବିଜେ ନୀତି

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଚକା ବିଜେ ନୀତି । ଏଥିସହ ଆଜି ଦଶମୀ ମଳ ଅବସରରେ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଦଶମୂଳ ଔଷଧ ଆଜି ଶ୍ରୀମନ୍ଦିରକୁ ଯିବ ।

2. ଆଜିଠୁ ଉତ୍ତରାଖଣ୍ଡରେ ପୁଷ୍କରଙ୍କ ରାଜ୍‌, ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ପୁଷ୍କର ସିଂହ ଧାମୀ ହେଲେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ସେ ରାଜ୍ୟର ଏକାଦଶ ମୁଖ୍ୟମନ୍ତ୍ରୀ ଭାବେ ଆଜି ସନ୍ଧ୍ୟାରେ ଶପଥ ନେବେ । ଗତକାଲି(ଶନିବାର) ଡେରାଡୁନରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

3. ଫିଲିପାଇନ୍ସରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, 17 ମୃତ

ଫିଲିପାଇନ୍ସରେ ଏକ ବଡ଼ ବିମାନ ଦୁର୍ଘଟଣା । 17 ମୃତ ସୂଚନା । 85 ଜଣ ସୈନିକଙ୍କୁ ନେଇ ଉଡ଼ାଣ ଭରୁଥିବା ସାମରିକ ବିମାନ C-130 ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏପର୍ଯ୍ୟନ୍ତ 40 ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ଫିଲିପାଇନ୍ସର ସେନା ମୁଖ୍ୟ କହିଛନ୍ତି ।

4. ପତ୍ନୀକୁ ଭରଣପୋଷଣ ଦେବାରେ ଅସମର୍ଥ ସ୍ବାମୀ ଯିବେ ଜେଲ: ହାଇକୋର୍ଟ

ଏଣିକି ପତ୍ନୀକୁ ଭରଣପୋଷଣ ଦେବାରେ ନିଜକୁ ଅସମର୍ଥ କହୁଥିବା ସ୍ୱାମୀକୁ ଜେଲ ଦଣ୍ଡ । ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ ।

5. STATE CORONA DEATH; ଗଲା ଆଉ 42 ଜୀବନ

ଆଜି(ରବିବାର)ଦିନକରେ ରାଜ୍ୟରେ ଆଉ 42ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଖୋର୍ଦ୍ଧାରୁ ସର୍ବାଧିକ 8 ଜଣଙ୍କ ମୃତ୍ୟୁ ହୋଇଛି ।

6. INDIA CORONA REPORT; ଦିନକରେ 43,071 ପଜିଟିଭ

ଦେଶରେ କମୁଛି ସଂକ୍ରମଣ ସାଙ୍ଗକୁ କୋରୋନା ଜନିତ ମୃତ୍ୟୁସଂଖ୍ୟା ।ଦିନକରେ 43,071ପଜିଟିଭ ଚିହ୍ନଟ । ଏନେଇ କେନ୍ଦ୍ରସ୍ବାସ୍ଥ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

7. STATE CORONA: ଦିନକରେ 2870 ପଜିଟିଭ ଚିହ୍ନଟ, କଟକରୁ ସର୍ବାଧିକ

24 ଘଣ୍ଟା ମଧ୍ୟରେ ରାଜ୍ୟରେ 2870 କୋରୋନା ପଜିଟିଭ ଚିହ୍ନଟ ।

8. ୟୁପି ପଞ୍ଚାୟତ ନିର୍ବାଚନରେ ବିଜୟ ବିକାଶ ପାଇଁ ଆଶୀର୍ବାଦ: ମୋଦି

ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି 75 ଟି ଆସନରୁ 67 ଆସନରେ ବିଜୟ ହାସଲ କରିଛି ବିଜେପି । ଯାହାର ଫଳାଫଳ ବିଜେପିର ଲୋକପ୍ରିୟତାକୁ ଦର୍ଶାଉଛି ।

9. ଦିଲ୍ଲୀ ଅଭିମୁଖେ ଶିବଶଙ୍କର, ଯକୃତ ହେବ ପ୍ରତିରୋପଣ

ଚୌଦ୍ବାର କଳୟପଡାର ତିନି ବର୍ଷ ଶିଶୁ ଶିଵଶଙ୍କରର ହେବ ଯକୃତ ପ୍ରତିରୋପଣ । ଏନେଇ ଆଜି ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ତିନି ବର୍ଷର ଶିଶୁ ସହ ବାପା ମାଆ ।

10. ବଦଳିବ 'ସତ୍ୟନାରାୟଣ କି କଥା' ଟାଇଟଲ, ଜାଣନ୍ତୁ କାରଣ...

ବଦଳିବ ସତ୍ୟନାରାୟଣ କି କଥାର ଟାଇଟଲ । ଟାଇଟେଲ ବଦଳେଇବାରୁ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ସମୀର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.