ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 15, 2021, 1:06 PM IST

1. ଗଲୱାନ ଘାଟି ସଂଘର୍ଷକୁ ପୂରିଲା ବର୍ଷେ...

ଗଲୱାନ ଘାଟିରେ ଭାରତ-ଚୀନ ରକ୍ତାକ୍ତ ସଂଘର୍ଷକୁ ପୂରିଲା ଗୋଟିଏ ବର୍ଷ । ସଂଘର୍ଷରେ ଦେଶ ହରାଇଥିଲା 20 ବୀରପୁତ୍ର । ଏବେ ବି ଲାଗି ରହିଛି ଉତ୍ତେଜନା ।

2. ହସ୍ପିଟାଲରେ ଓଡିଆ ପୁଅ ଗୁରୁପ୍ରସାଦ, ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି ମୋଦି

ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ସଚିବ ଗୁରୁପ୍ରସାଦ ମହାପାତ୍ର କୋରୋନାରେ ସଂକ୍ରମିତ ହୋଇ ଗୁରୁତର ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସ୍ବାସ୍ଥ୍ୟବସ୍ଥା ନିୟମିତ ଭାବେ ପଚାରି ବୁଝୁଛନ୍ତି।

3. ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ, ପୁଣି ଗଲା 42 ଜୀବନ

ଆଜି(ମଙ୍ଗଳବାର) ଦିନକରେ ରାଜ୍ୟରେ 42 ଜୀବନ ନେଇଛି କିଲର କୋରୋନା । ବର୍ତ୍ତମାନ ସୁଦ୍ଧା 3388 ଜଣ କୋରୋନାରେ ଆଖି ବୁଜିଲେଣି ।

4. ଗ୍ୟାସ ବିସ୍ଫୋରଣରେ 25 ମୃତ, ତଦନ୍ତ ଜାରି

ଚିନ୍ ହୁବେଇ ପ୍ରଦେଶର ସିୟାନ ସହରରର ବଡ ଧରଣର ଗ୍ୟାସ ବିସ୍ଫୋରଣ । 25 ମୃତ ।

5. ଆଜି ରଜ ସଂକ୍ରାନ୍ତି; ଘରେ ରହି ଜମୁଛି ପିଠାପଣାର ଆସର ଓ ଲୁଡୋ ମଉଜ

ଆଜି ଦ୍ବିତୀୟ ରଜ ବା ରଜ ସଂକ୍ରାନ୍ତି । ଏହାକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି ବୋଲି କୁହାଯାଏ । ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ଦ୍ବିତୀୟ ଦିନ ।

6. ସରିଲା ହନୁମାନ ନିଉତା;ଆଜି ମହାଦେବ ଓ ମାତା ପାର୍ବତୀଙ୍କ ବିବାହ

ଶେଷ ହୋଇଛି ହନୁମାନ ନିଉତା ନୀତି । ଆଜି(ମଙ୍ଗଳବାର) ଧରାପୃଷ୍ଟରେ ଦେବେଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ହେବ ।

7. ଖସୁଛି ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା; ଦିନକରେ 60471 ଆକ୍ରାନ୍ତ ଚିହ୍ନଟ, 2726 ମୃତ

24 ଘଣ୍ଟା ମଧ୍ୟରେ ଦେଶରେ 60 ହଜାର 471 କୋରୋନା ପଜିଟିଭ ଚିହ୍ନଟ । 2726 ମୃତ ।

8. ସ୍ବାସ୍ଥ୍ୟଗତ ସମସ୍ୟା କହି କୋର୍ଟରେ ହାଜର ହେଲେନି ମେହୁଲ ଚୋକସି

ଡୋମିନିକା ରୋଜେୟୁ କୋର୍ଟରେ ହାଜରେ ହେଲେ ନାହିଁ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି । ସ୍ବାସ୍ଥ୍ୟଗତ ସମସ୍ୟା ଉପସ୍ଥାନ କରି କୋର୍ଟରେ ହାଜର ହେଲେନି ମେହୁଲ ।

9. ବନ୍ଧୁକ ମୁନରେ ପଣବନ୍ଦୀ ପରିବାର

ବଲାଙ୍ଗୀରରେ ଜଣେ ଯୁବକ ଗୋଟିଏ ପରିବାରକୁ ପଣବନ୍ଦୀ କରିଛି । ପୋଲିସ ଓ ଅଗ୍ନିଶମ ବାହିନୀ ଉକ୍ତ ଯୁବକକୁ କାବୁ କରିବାକୁ ଉଦ୍ୟମ ଜାରି ରଖିଛି ।

10. ସଞ୍ଚାରୀଙ୍କୁ ଶେଷ ସମ୍ମାନ ଜଣାଇଲେ ଅଭିନେତାଙ୍କ ଠୁ ନେଇ ରାଜନେତା

ଆଉ କିଛି ସମୟରେ ସଞ୍ଚାରୀଙ୍କ ହେବେ ଅନ୍ତିମ ସଂସ୍କାର । ଏବେ ଶେଷ ସମ୍ମାନ ଜଣାଉଛନ୍ତି ସମସ୍ତେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.