ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 2, 2021, 1:02 PM IST

1. ରାଜ୍ୟରେ 40 ଜଣଙ୍କ ଜୀବନ ନେଲା କୋରୋନା

ଆଜି ରାଜ୍ୟରେ 40 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ନଜର ପକାନ୍ତୁ କେଉଁ ଜିଲ୍ଲାରୁ କେତେ ପ୍ରାଣ ହରାଇଛନ୍ତି...

2. ବାତିଲ୍ ହେବ ଯୁକ୍ତ ଦୁଇ ପରିକ୍ଷା !

କୋରୋନା ପାଇଁ ରାଜ୍ୟ ସରକାର ଯୁକ୍ତ ଦୁଇ ପରିକ୍ଷା ମଧ୍ୟ ବାତିଲ୍ କରିବେ । ଏନେଇ ବିଧିବଦ୍ଧ ଘୋଷଣା ହୋଇନଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ଖୁବଶୀଘ୍ର ଏନେଇ ଘୋଷଣା କରିବେ । ତେବେ ଏକ ପ୍ରକାର ନିଷ୍ପତ୍ତି ହୋଇସାରିଛି ।

3. ଗୁଣୁପୁର ସବ୍‍ ଜେଲରେ ୭୬ ପଜେଟିଭ୍‍, ଜେଲ୍‍ ପରିସରରେ ଆଇସୋଲେସନ ୱାର୍ଡ

ରାୟଗଡା ଜିଲ୍ଲା ଗୁଣୁପର ସବ୍ ଜେଲରେ ବଢୁଛି କୋରୋନା ସଂକ୍ରମଣ ସଂଖ୍ୟା । 76 ଚିହ୍ନଟ ହେବା ପରେ ଜେଲରେ ଖୋଲିଲା ଆଇସୋଲେସନ ବେଡ୍ ।

4. ହାଇଓ୍ବାକୁ ପିଟିଲା ହାଇଓ୍ବା, ଜୀବନ୍ତ ଜଳିଗଲେ ଡ୍ରାଇଭର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଦୁଇଟି ହାଇଓ୍ବା ଧକ୍କା । ଡ୍ରାଇଭର ଜୀବନ୍ତ ଦଗ୍ଧ ।

5. ଦିନକରେ ରାଜ୍ୟରୁ ଚିହ୍ନଟ ହେଲେ 8399 ଆକ୍ରାନ୍ତ, ଖୋର୍ଦ୍ଧାରେ ସର୍ବାଧିକ

ଆଜି ରାଜ୍ୟରୁ 8399 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

6. ଲୁଟେରାଙ୍କ ଗୁଳିମାଡ଼ରେ 5 ଗୁରୁତର

ବାଲେଶ୍ବର ସୋରରେ ଘରେ ପଶି ଗୁଳିକରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ଗୁଳିମାଡରେ 5 ଗୁରୁତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି ।

7. ଭାତ ଡାଲମାରେ ପୁରୁନି ପେଟ, ସରକାରଙ୍କୁ କେମିତି କହିବେ ନିର୍ବାକ ପଶୁ ?

କୋଭିଡ ଲକଡାଉନ ସମୟରେ ମଣିଷ ସହିତ ପଶୁପକ୍ଷୀଙ୍କ ଖାଦ୍ୟ ସୁରକ୍ଷା ଏକ ବଡ ସମସ୍ୟା ହୋଇ ଦେଖାଦେଇଛି । ସରକାରଙ୍କ ତରଫରୁ ବୁଲା ଗାଈଗୋରୁ ବଞ୍ଚି ରହିବା ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା ବେଳେ ଗାଈଗୋରୁଙ୍କ ପେଟ ଅଧିକାଂଶ ସ୍ଥଳେ ଖାଲି ରହିଯାଉଛି । ଅଧିକ

8. ତଳମୁହାଁ ସଂକ୍ରମଣ: ଦେଶରେ ଦିନକରେ 1.32 ଲକ୍ଷ ପଜିଟିଭ, 3207 ମୃତ

ଆଜି ଦେଶରେ 1,32,788 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 3,207ଜଣଙ୍କ ଜୀବନ ନେଇଛି କିଲର କୋରୋନା ।

9. ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ, ସମସ୍ତ କଲ୍ୟାଣ ମଣ୍ଡପ ଯାଞ୍ଚ କରିବ CMC

୭୪ଟି କଲ୍ୟାଣ ମଣ୍ଡପକୁ ଯାଞ୍ଚ କରିବ CMC । ହାଇକୋର୍ଟରେ ରିପୋର୍ଟ ଦାଖଲ ପାଇଁ କଡା ନିର୍ଦ୍ଦେଶ

10.ଟେଲିମେଡିସିନ୍ ମାଧ୍ୟମରେ MKCGରୁ ମିଳିବ କୋଭିଡ୍ ପରବର୍ତ୍ତୀ ଚିକିତ୍ସା ପରାମର୍ଶ

MKCGରୁ ମିଳିବ କୋଭିଡ ପରବର୍ତ୍ତୀ ଚିକିତ୍ସା ପରାମର୍ଶ । ଜାରି ହୋଇଛି ନମ୍ବର ୭୬୫୫୦୫୧୬୦୨ ଏବଂ ୭୬୫୫୦୫୧୬୦୩

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.