ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର

author img

By

Published : Mar 11, 2021, 1:16 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର

1.ମହାଶିବରାତ୍ରୀ ଅବସରରେ ଲିଙ୍ଗରାଜ ମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡାକଡି

ଶିବରାତ୍ରୀରେ 34 ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି..

2.ମହାଶିବରାତ୍ରୀ: ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି ଭକ୍ତ

ଆଜି ହେଉଛି ମହାଶିବରାତ୍ରୀ । ଏହି ଉପଲକ୍ଷେ ବାବା ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଛି..

3.ପବିତ୍ର ଜାଗର ଅବସରରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଲେ ଭକ୍ତ

ଜାଗରରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଲେ ଭକ୍ତ..

4.ମହାଶିବରାତ୍ରୀ ପାଇଁ ଲିଙ୍ଗରାଜ ପୀଠରେ ବିଧାୟକ ସୁବ୍ରତ ତରାଇ

ଲିଙ୍ଗରାଜ ବାବାଙ୍କୁ ଦର୍ଶନ କଲେ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ..

5.ମହାଶିବରାତ୍ରୀକୁ ନେଇ ଶୁଣନ୍ତୁ କଣ କହୁଛନ୍ତି ବିଜେପି ସଭାପତି...

ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି ବିଜେପି ସଭାପତି ସମୀର ମହାନ୍ତି..

6.ଶିବରାତ୍ରୀରେ କୋଭିଡ ନିୟମକୁ ବେଖାତିର୍, ଜଳଦାନ ପାଇଁ ପ୍ରବଳ ଭିଡ

ମହାଶିବରାତ୍ରୀ ଅବସରରେ ଭଗବାନ ଶିବଙ୍କ ମସ୍ତକରେ ଜଳଦାନ କରିବାକୁ ପ୍ରବଳ ଭିଡ..

7.ଆଜି ଶାସ୍ତ୍ରୀୟ ଓଡିଆ ଭାଷା ଦିବସ, ସୁରକ୍ଷା ଓ ପ୍ରସାର ପାଇଁ ନବୀନଙ୍କ ଅପିଲ୍‌

ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଓଡିଆ ଭାଷାର ସୁରକ୍ଷା ଓ ପ୍ରସାର ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ବାନ କରିଛନ୍ତି..

8.ମହାଶିବରାତ୍ରୀରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା 9 ଜୀବନ

ସ୍କର୍ପିଓ ଓ ଟ୍ରକ ମୁହାଁମୁହିଁ ହେବାରୁ 9 ଜଣ ପ୍ରାଣ ହରାଇଛନ୍ତି

9.ଜଙ୍ଗଲ ନିଆଁକୁ ଆୟତ୍ତ କଲା ବିଭାଗ, ପୁଣି ରାତିରେ ଲାଗିଲା ନିଆଁ

ପୁଣି ବୁଧବାର ରାତିରେ ଆଉ ତିନୋଟି ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ନିଆଁ ଲାଗିଥିବା ସୂଚନା ମିଳିଛି..

10.କୋରୋନା ଟିକା ନେଇ ଚିତ୍କାର କଲେ ନୀନା, ଭାଇରାଲ ଭିଡିଓ

ଟିକା ଦେବା ସମୟରେ ଚିତ୍କାର କରି ଚର୍ଚ୍ଚାରେ ‘ବଧାଇ ହୋ’ ଫେମ ନୀନା..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.