ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର

author img

By

Published : Mar 6, 2021, 1:00 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର

1.ସିଆରପିରେ ବିଭତ୍ସ ହତ୍ଯା ଉଦ୍ୟମ,ଗୋଡାଇ ଗୋଡାଇ ହାଣିଲା ଦୁର୍ବୃତ୍ତ

ଦିନ ଦ୍ବି ପ୍ରହରରେ ରାଜଧାନୀ ସିଆରପିରେ ଗୋଡାଇ ଗୋଡାଇ ଜଣେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ..

2.ବଢୁଛି ସଂକ୍ରମଣ, 24 ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ 18 ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ

ଦୀର୍ଘ 36 ଦିନ ପରେ ଦେଶରେ 24 ଘଣ୍ଟାରେ 18,000 ରୁ ଉର୍ଦ୍ଧ୍ବ କୋଭିଡ ମାମଲା ରିପୋର୍ଟ ହୋଇ କ୍ରମାଗତ ଏହା ଚତୁର୍ଥ ଦିନରେ ବୃଦ୍ଧି ପାଇଛି..

3. ମଣ୍ଡିରୁ ମାଣ୍ଡିଆର ଘରବାହୁଡା, ଚିନ୍ତାରେ ଚାଷୀ

ରାଜ୍ୟ ସରକାର ମାଣ୍ଡିଆ ମଣ୍ଡି ଖୋଲିଥିଲା । ମାତ୍ର ଏବେ ବିନା ନୋଟିସରେ ସରକାରୀ ମଣ୍ଡିକୁ ବନ୍ଦ କରିଦିଆଯାଇଛି..

4.ବେଲରେ ଆସି ଦୁଷ୍କର୍ମ ପୀଡିତାକୁ ଜିଅନ୍ତା ଜାଳିଦେଲା ଅଭିଯୁକ୍ତ

23 ବର୍ଷିୟ ଦୁଷ୍କର୍ମ ପୀଡିତାକୁ ନିଆଁ ଲଗାଇ ହତ୍ୟା..

5.ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଲଞ୍ଚବ୍ରେକ ସୁଦ୍ଧା ଇଂଲଣ୍ଡ 6/0

3ୟଦିନର ଲଞ୍ଚ ବ୍ରେକ ସୁଦ୍ଧା ଅତିଥି ଦଳ 6ରନ୍‌ କରିଛି..

6.‘ମନସୁଖ ହିରେନ ମୃତ୍ୟୁ ମାମଲାର ତଦନ୍ତ ହେବା ଦରକାର’

ଅମ୍ବାନୀଙ୍କ ଘର ସାମ୍ନାରୁ ମିଳିଥିବା ସ୍କର୍ପିଓରେ ମାଲିକ ମନସୁଖ ହିରେନଙ୍କ ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସ ଉପରେ ପ୍ରଶ୍ନ ଉଠୁଛି..

7.ତାମିଲନାଡୁ ଯିବେ ଶାହ, ‘ବିଜୟ ସଂକଳ୍ପ ମହାସମ୍ପର୍କ’ ଅଭିଯାନର କରିବେ ଶୁଭାରମ୍ଭ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଣି ଥରେ ତାମିଲନାଡୁ ଏବଂ କେରଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି..

8.BSF ଯବାନଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଜଲାପୁଟ ବିଏସଏଫ ୧୫ ନମ୍ବର ବାଟାଲିୟନରେ ଯବାନଙ୍କ ଆତ୍ମହତ୍ୟା..

9.କୋରୋନା ଟିକାର ନେଲେ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା

ଦୀର୍ଘ ବର୍ଷେରୁ ଅଧିକ ସମୟ ଧରି ସଙ୍ଗରୋଧରେ ରହିଥିବା ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କୁ ଦିଆଗଲା କୋରୋନା ଟିକା..

10.ଟେଲି ଅଭିନେତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଏତଲା ରୁଜୁ

ଅଭିନେତ୍ରୀ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ବିବାହ ପ୍ରତିଶୃତି ଦେଇ ତାଙ୍କୁ ବହୁବାର ଦୁଷ୍କର୍ମ କରାଯାଇଥିଲା..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.