ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ମଧ୍ୟାହ୍ନ 1ଟାର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Feb 26, 2021, 1:05 PM IST

1. ଶୂନ୍ୟକାଳରେ ଉଠିଲା ଧାନ କିଣା ପ୍ରସଙ୍ଗ, ସରକାରଙ୍କୁ ଘେରିଲେ ବିରୋଧୀ

ଶୂନ୍ୟକାଳରେ ଧାନ କିଣା ପ୍ରସଙ୍ଗ ଉଠାଇଲେ ବିରୋଧୀ । ଗୃହରେ କଲେ ହୋହଲ୍ଲା । ବିଜେପି ବିଧାୟକ ଦେଲେ ଆତ୍ମହତ୍ୟାର ଧମକ ।

2. ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପାଇବେ ଏଏନଏମ୍‌

ଏଏନଏମମାନଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

3. ପ୍ରଶ୍ନକାଳରେ ବାଲି ତାତି, ସରକାରଙ୍କୁ ଘେରିଲେ ବିରୋଧୀ

ପ୍ରଶ୍ନକାଳରେ ବାଲି ତାତି । ବାଲିନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ଉଭୟ ବିଜେପି ଓ କଂଗ୍ରେସ ।

4. ଆଜି ଘୋଷଣା ହେବ 5 ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ

ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇ ଥିବାବେଳେ ଶୁକ୍ରବାର ଅପରାହ୍ନରେ ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ ।

5. ନବରଙ୍ଗପୁର ସରପଞ୍ଚ ସନ୍ ରାଜ ଗଣ୍ଡ ନିଲମ୍ବିତ

ନବରଙ୍ଗପୁର ଜିଲ୍ଲାର କୁନ୍ଦେଇ ସରପଞ୍ଚ ତଥା କୃଷକ ନେତା ସନରାଜ ଗଣ୍ଡଙ୍କୁ ନିଲମ୍ବନ କରାଯାଇଛି। ପଞ୍ଚାୟତରାଜ ବିଭାଗ ତାଙ୍କୁ ନିଲମ୍ବିତ କରିଛି।

6. ସୁରକ୍ଷାକର୍ମୀଙ୍କ ମାଓ ଅପରେସନ: 7 ମାଓ ଶିବିର ଧ୍ବଂସ

ମାଲକାନିଗିରିରେ ସୁରକ୍ଷାକର୍ମୀଙ୍କ ମାଓ ଅପରେସନରେ 7ଟି ମାଓ ଶିବିର ଧ୍ବଂସ ସହ କିଛି ମାଓବାଦୀ ନିହତ ହୋଇଥିବା ଜଣାପଡିଛି ।

7. ପୁଣି ଗଡିଲା ଜଳେଶ୍ବର-ହାୱଡା ମେମୁ ଲୋକାଲ ଟ୍ରେନ

କୋଭିଡ କଟକଣା ପରେ ପୁଣି ଗଡିଲା ଜଳେଶ୍ବର-ହାୱଡା ମେମୁ ଲୋକାଲ ଟ୍ରେନ। ଗ୍ରୀନ ପତାକା ଦେଖାଇଲେ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

8. ଓଲଟିଲା ପିଡିଏସ ଚାଉଳ ବୋଝେଇ ଟ୍ରକ

ଭଦ୍ରକ ଜିଲ୍ଲାରେ ଏକ ପିଡିଏସ ଚାଉଳ ବୋଝେଇ ଟ୍ରକ ଓଲଟି ପଡିଥିବା ସୂଚନା ମିଳିଛି ।

9. ଯାଜପୁରରେ ପିଏନବି ସହ ଯୋଡି ହେଲା ଓବିସି ବ୍ୟାଙ୍କ

ଯାଜପୁର ଜିଲ୍ଲାରେ ପିଏନବି-ଓବିସି ବ୍ୟାଙ୍କର ମିଶ୍ରଣ ହୋଇଛି ।

10.‘ଦଶବି’ର ନୂଆ ପୋଷ୍ଟର, IPS ଅଫିସର ଭୂମିକାରେ ୟାମି

ପ୍ରଥମଥର ଅଭିଷେକଙ୍କ ସହ ଅଭିନୟ କରୁଛନ୍ତି ୟାମି । ଏହି ଯୋଡିଙ୍କୁ ଫିଲ୍ମ ‘ଦଶବି’ରେ ଦେଖିବାକୁ ମିଳିବ । ସାମ୍ନାକୁ ଆସିଲା ୟାମିଙ୍କ ଫାଷ୍ଟଲୁକ ପୋଷ୍ଟର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.