ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Feb 14, 2021, 1:10 PM IST

1.ପୁଲୱାମା ଆକ୍ରମଣକୁ ଦୁଇବର୍ଷ, ବୀରପୁତ୍ରଙ୍କୁ ଝୁରୁଛି ଦେଶ

ପୁଲୱାମା ଆକ୍ରମଣକୁ ପୁରିଛି ଦୁଇବର୍ଷ । ଦେଶ ପାଇଁ ଜୀବନ ଦେଇଥିବା ସିଆରପିଏଫ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ..

2.ବିବାଦ ମଧ୍ୟରେ ସୀମାନ୍ତ ଫାଟୁସିନେରିରେ ସିନ୍ଧୁରିପୁ କାମିଙ୍କ ବାଜିମାତ୍‌

ଶାନ୍ତି ଶୃଙ୍ଖଳାର ସହ ହେଲା କୋଟିଆରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ। ଏହି ଅଞ୍ଚଳରେ ଆନ୍ଧ୍ରର ନିର୍ବାଚନକୁ ନେଇ ବିବାଦ ଲାଗି ରହିଛି..

3.ଉତ୍ତରାଖଣ୍ଡ ଜଳପ୍ରଳୟ; ମୃତ୍ୟୁ ସଂଖ୍ୟା 41କୁ ବୃଦ୍ଧି

ତ୍ତରାଖଣ୍ଡ ଜଳପ୍ରଳୟରେ ଆଉ 3 ମୃତଦେହ ଉଦ୍ଧାର ପରେ ମୃତ୍ୟୁ ସଂଖ୍ୟା 41କୁ ବୃଦ୍ଧି..

4.ଭୟାବହ ଅଗ୍ନିକାଣ୍ଡ; 6ଟି ପରିବାରର 12 ବଖରା ଘର ଭସ୍ମୀଭୂତ

ବ୍ରହ୍ମଗିରି ରାୟବିଧାର ପଞ୍ଚାୟତ ଅପିଠି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି 12ବଖରା ଘର ଭସ୍ମୀଭୂତ ହୋଇଯାଇଛି..

5.କୋଟିଆରେ ନିର୍ବାଚନ ପରେ ପଶିଲା ଚେତା, ସତର୍କ ହେଲା ଗଞ୍ଜାମ ପ୍ରଶାସନ

ସୀମାନ୍ତ ଗାଁରେ ଆନ୍ଧ୍ର ନିର୍ବାଚନ କରିବା ପରେ ଅଧିକ ସର୍ତକ ହେଲା ଗଞ୍ଜାମ ପ୍ରଶାସନ । ସୀମାନ୍ତ ଗାଁଗୁଡିକରେ ପ୍ରଶାସନ ପକ୍ଷରୁ ଘରକୁ ଘର ସ୍ବାସ୍ଥ୍ୟ ବିଭାଗର ଟିମ ସ୍ବାସ୍ଥ୍ୟ ଯାଞ୍ଚ କରୁଛି..

6.ଭକ୍ତବତ୍ସଳ ଦୀନବନ୍ଧୁଙ୍କ ପଦ୍ମବେଶ ଦର୍ଶନ କଲେ ଭକ୍ତ

ମହାପ୍ରଭୁଙ୍କ ଦର୍ଶନ ସହ ଖିରି ଅମାଲୁ ଭୋଗ ପାଇ ଭକ୍ତ ବେଶ ଭାବ ବିହ୍ଵଳ ହୋଇଛନ୍ତି..

7.ସସ୍ମିତା ହତ୍ୟା ଘଟଣା: ଆଜି କ୍ରାଇମ ସିନ ରିକ୍ରିଏସନ କରିବ ପୋଲିସ

ଶରଣକୁଳ ଥାନା ଅଞ୍ଚଳରେ ଘର ଭିତରେ ବଧୂଙ୍କ ମୃତଦେହ ଝୁଲିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ..

8.ଶହୀଦଙ୍କ ସ୍ମୃତିରେ ‘ରନ ଫର ପୁଲୱାମା’ ଆୟୋଜିତ

ପୁଲୱାମା ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ "ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍" ପକ୍ଷରୁ ଦ୍ୱିତୀୟ ମିନି ମାରାଥନ ‘ରନ ଫର ପୁଲୱାମା’ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି..

9.ସଡକ ସୁରକ୍ଷା ପାଇଁ ପୂର୍ବତନ ସେନା ଅଧିକାରୀଙ୍କ 500 କିଲୋମିଟର ପଦଯାତ୍ରା

ଜନସାଧାରଣଙ୍କୁ ସଚେତନତାର ବାର୍ତା ଦେବା ଉଦ୍ଦେଶ୍ୟରେ 10 ଦିନରେ 500 କିଲୋମିଟର ପଦଯାତ୍ରା କଲେ ପୂର୍ବତନ ସେନା ଅଧିକାରୀ ସିଦ୍ଧାର୍ଥ ଦାସ..

10.ଚେନ୍ନାଇ ଟେଷ୍ଟ, 2ୟ ଦିନ: ଲଞ୍ଚ ବ୍ରେକ ସୁଦ୍ଧା ଇଂଲଣ୍ଡ 39/4

ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ବଳରେ 18 ଓଭର ସୁଦ୍ଧା 4ଟି ଓ୍ବିକେଟ ହାତେଇଛି ଦଳ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.