ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର - NEWS@1PM

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Feb 7, 2021, 1:12 PM IST

1.ଉତ୍ତରାଖଣ୍ଡରେ ଭାଙ୍ଗିଲା ଗ୍ଲାସିଅର, ବନ୍ୟା ଆଶଙ୍କା

ଜୋଶିମଠର ରୈନି ଗାଁରେ ଏକ ଗ୍ଲାସିଅର ଭାଙ୍ଗିଯାଇଥିବା ସୂଚନା ମିଳିଛି । ଏଥିଯୋଗୁଁ ବନ୍ୟା ସହ ଧନଜୀବନ ହାନି ନେଇ ଆଶଙ୍କା ରହିଛି..

2.ରାଜଧାନୀରେ ଚାଞ୍ଚଲ୍ୟ, ପୁଣି ମିଳିଲା ଅଜଣା ମୃତଦେହ

ରାଜଧାନୀ ପେଣ୍ଠସ୍ଥଳ ଭରତପୁରରେ ମିଳିଲା ପୁଣି ଏକ ଅଜଣା ମୃତଦେହ..

3.ଆସନ୍ତାକାଲି ଖୋଲିବ ନବମ ଓ ଏକାଦଶ ଶ୍ରେଣୀ, ସ୍କୁଲର ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ

ସୋମବାର ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀ ଖୋଲୁଥିବାରୁ ଗଣଶିକ୍ଷାମନ୍ତ୍ରୀ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି..

4. ଚେନ୍ନାଇ ଟେଷ୍ଟ, 3ୟ ଦିନ: ଲଞ୍ଚ ବ୍ରେକ ସୁଦ୍ଧା ଭାରତ 59/2

3ୟ ଦିନର ଲଞ୍ଚ ବ୍ରେକ ସୁଦ୍ଧା 2 ଓ୍ବିକେଟ ହରାଇ 59ରନ୍‌ କରିଛି ଟିମ ଇଣ୍ଡିଆ..

5.ପିପିଲି ରୋଜିଙ୍କୁ ଏକ ଲକ୍ଷ ଟଙ୍କା ସହାୟତା ରାଶି ଦେଲେ ତାମିଲନାଡୁ ସାଂସଦ

ରୋଜି ବେହେରା ନିଜର ସାର୍ଟିଫିକେଟ କଲେଜରୁ ମୁକୁଳାଇବା ପାଇଁ ମନରେଗା କାର୍ଯ୍ୟରେ ଶ୍ରମିକ ଭାବେ କାମ କରୁଥିଲେ। ଏହି ଖବର ପାଇ ସହାୟତା ରାଶି ଦେଲେ ତାମିଲନାଡୁ ସାଂସଦ..

6.ନୌସେନା ଅଧିକାରୀଙ୍କୁ ଅପହରଣ ପରେ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

ତାମିଲନାଡୁ କୋଏମ୍ବଟୁର ଅ଼ଞ୍ଚଳରେ କାର୍ଯ୍ୟରତ ନୌସେନା ଅଧିକାରୀଙ୍କୁ ପାଲଘରର ଏକ ଜଙ୍ଗଲରେ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ..

7.ନିଜ ଖର୍ଚ୍ଚରେ ଚକ୍ଷୁ ଶିବିର ଆୟୋଜନ କଲେ ଯୁବ ସମାଜସେବୀ, ଉପକୃତ 70 ମୋତିଆବିନ୍ଦୁ ରୋଗୀ

ନିଜ ପକେଟ ଖର୍ଚ୍ଚରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରି 70 ଜଣ ମୋତିଆ ବିନ୍ଦୁ ରୋଗୀଙ୍କ ମାଗଣା ଅସ୍ତ୍ରୋପଚାର କରାଇଲେ ଯୁବ ସମାଜସେବୀ ସଂଗଠନ..

8.ମାହାଙ୍ଗାରେ ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଉମର ପଞ୍ଚାୟତ ଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନବ ନିର୍ମିତ ଏକ ପାନ୍ଥଶାଳା ଉଦଘାଟିତ..

9.ପଞ୍ଚାୟତ ନିର୍ବାଚନ କରି ଗଞ୍ଜାମର 5 ଗାଁ ହାତେଇବାକୁ ଚାହୁଁଛି ଆନ୍ଧ୍ର

ଓଡିଶା-ଆନ୍ଧ୍ର ସୀମାନ୍ତରେ ଏବେ ନିର୍ବାଚନୀ ମାହୋଲ । ପଡୋଶୀ ରାଜ୍ୟର ପଞ୍ଚାୟତ ନିର୍ବାଚନକୁ ନେଇ ଓଡିଶାର ସୀମାବର୍ତ୍ତୀ ଗାଁ ଗୁଡିକ ଚଳଚଞ୍ଚଳ ହୋଇପଡିଛି..

10.ପୁଣି ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁଲିଭା କାର୍ଯ୍ୟରେ 27 ଅଗ୍ନିଶମ ବିଭାଗ

ବିଳମ୍ବିତ ରାତିରେ ଦିଲ୍ଲୀର ଓଖଲା ଅଞ୍ଚଳରେ ଅଗ୍ନିକାଣ୍ଡ । ସେପଟେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.