ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM
TOP NEWS@1PM
author img

By

Published : Jan 27, 2021, 12:59 PM IST

1.ଲୋକସେବା ଭବନରେ ବସିବ ଆନ୍ତଃମନ୍ତ୍ରୀ ସ୍ତରୀୟ ବୈଠକ

କିଛି ସମୟ ପରେ ଆରମ୍ଭ ହେବ ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ବୈଠକ । ସଂସ୍କୃତି ସୁରକ୍ଷା ପ୍ରସଙ୍ଗକୁ ନେଇ ବୈଠକରେ ହେବ ବିସ୍ତୃତ ଆଲୋଚନା । ଅଧିକ ପଢନ୍ତୁ...

2.ଟୀକାକରଣ ପରେ ୧୯ ଜଣ ସାମାନ୍ୟ ଅସୁସ୍ଥ

ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 77 ହଜାର 90 ଜଣଙ୍କୁ ଟିକା ଦିଆଯାଇଛି । ସେଥିମଧ୍ୟରୁ ୧୯ ଜଣଙ୍କ ପାଖରେ ଦେଖାଯାଇଛି ସାଇଡ୍ ଇଫେକ୍ଟ । ଆଜି ଭୁବନେଶ୍ବରରେ ୧୧ଟି ସ୍ଥାନରେ 2360 ଜଣଙ୍କୁ ଟୀକାକରଣ କରାଯିବ ।

3.ଉନ୍ମୋଚିତ ହେଲା ‘ପରୀକ୍ଷା ଦର୍ପଣ’, ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ହେବ ସହାୟକ

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଉନ୍ମୋଚିତ ହେଲା ‘ପରୀକ୍ଷା ଦର୍ପଣ’ ବହି । ଅଧିକ ପଢନ୍ତୁ...

4.ଦିଲ୍ଲୀ ହିଂସା ଘଟଣା, 22 ଜଣଙ୍କ ନାଁରେ ମାମଲା ରୁଜୁ

ଦିଲ୍ଲୀ ହିଂସା ଘଟଣାରେ 22 ଜଣଙ୍କ ନାଁରେ ମାମଲା ରୁଜୁ। ଏନେଇ ଦିଲ୍ଲୀ କ୍ୟାପିଟାଲ ପୋଲିସ ପକ୍ଷରୁ ସୂଚନା ମିଳିଛି। ମଙ୍ଗଳବାର ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲିରେ ହିଂସା ଘଟାଇବା ଅଭିଯୋଗରେ ଏ ସମସ୍ତ ମାମଲା ରୁଜୁ ହୋଇଛି।

5.କୁଲଗାମରେ ଆଇଡି ବ୍ଲାଷ୍ଟ , 4 ଯବାନ ଗୁରୁତର

ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣ । ଆଇଡି ବ୍ଲାଷ୍ଟରେ 4 ଜଣ ଯବାନ ଗୁରୁତର ।

6.ମାହାଙ୍ଗା ବିକାଶ ଜେନା ମର୍ଡର ମାମଲା, ଆଉ ଜଣେ ଗିରଫ

2018 ର ବହୁ ଚର୍ଚ୍ଚିତ ମାହାଙ୍ଗା ବିଜେପି କର୍ମୀ ବିକାଶ ଜେନା ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ତେବେ ଅଦ୍ୟାବଧି 4 ଜଣଙ୍କୁ ଗିରଫ କଲାଣି ମହଙ୍ଗା ପୋଲିସ ।

7.ମହଙ୍ଗା ପଡିଲା ଆୟବହିର୍ଭୂତ ସମ୍ପତ୍ତି, ଜୁନିୟର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ଲକ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସର ଚଢାଉ । ବ୍ଲକ କାର୍ଯ୍ୟାଳୟ ସମେତ ତିନୋଟି ସ୍ଥାନରେ ରେଡ କରିଛି ଟିମ ।

8.ଦିଲ୍ଲୀରେ ଚାଷୀ ହିଂସାକାଣ୍ଡକୁ ଆତଙ୍କବାଦୀ କାର୍ଯ୍ୟକଳାପ କହିଲେ କର୍ଣ୍ଣାଟକ କୃଷିମନ୍ତ୍ରୀ

ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ଆତଙ୍କବାଦୀ କାର୍ଯ୍ୟକଳାପ କହିବା ପରେ ବେଙ୍ଗାଲୁରୁ କୃଷି ମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ । କୃଷିମନ୍ତ୍ରୀଙ୍କ ନାଁରେ ବେଙ୍ଗାଲୁରୁ ଥାନାରେ ମାମଲା ରୁଜୁ କଲା କଂଗ୍ରେସ ।

9.ନିଜ ଚିଠିକୁ ନେଇ ଟ୍ରୋଲ ହେଲେ ତେଜ ପ୍ରତାପ

ଟ୍ରୋଲର ଶିକାର ହେଲେ ଆରଜେଡି ନେତା ତେଜ ପ୍ରତାପ । ରାଷ୍ଟ୍ରପତିଙ୍କୁ ଲେଖିଥିବା ଏକ ଚିଠି ଏବେ ଭାଇରାଲ ହୋଇଛି । ଅଧିକ ପଢନ୍ତୁ...

10.ଦେଶରେ 24 ଘଣ୍ଟାରେ 12689 ନୂଆ ସଂକ୍ରମଣ, 137 ମୃତ

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 12 ହଜାର 689ଟି ନୂଆ ସଂକ୍ରମଣ ରିପୋର୍ଟ ହୋଇଥିବା ବେଳେ 137 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 13 ହଜାର 320 ଜଣ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.