ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Dec 24, 2020, 1:14 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଗୁରୁତ୍ବପୂର୍ଣ୍ଣ ଖବର
ଗୁରୁତ୍ବପୂର୍ଣ୍ଣ ଖବର

1-ପ୍ରଦୀପଙ୍କୁ ଅନ୍ତରୀଣ ସୁବିଧା ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ।

2-ଦେଶରେ କୋରୋନା ଡାଉନଟ୍ରେଣ୍ଡ, ଦିନକରେ 24,712 ଆକ୍ରାନ୍ତ ଚିହ୍ନଟ

ଗୋଟିଏ ଦିନରେ ଦେଶରେ 24 ହଜାର 712 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 1 ଲକ୍ଷ 23 ହଜାର 778 ପାର ।

3-ରାଜ୍ୟରେ ଖସିଲା ଆକ୍ରାନ୍ତ ସଂଖ୍ୟା: 24 ଘଣ୍ଟାରେ 263 ପଜିଟିଭ

ରାଜ୍ୟରେ ତଳ ମୁହାଁ କୋରୋନା ସଂକ୍ରମଣ । ଗୋଟିଏ ଦିନରେ 263 ଆକ୍ରାନ୍ତ ଚିହ୍ନଟ । ମୋଟ ସଂଖ୍ୟା 3 ଲକ୍ଷ 27 ହଜାର 542କୁ ବୃଦ୍ଧି।

4-କୋରୋନାରେ ଆଖି ବୁଜିଲେ ଆଉ 4 ଜଣ

24 ଘଣ୍ଟାରେ 4 ଜଣ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 1850ରେ ପହଞ୍ଚିଛି ।

5-ରିମାଣ୍ଡ ଶେଷ; ଜେଲ ଗଲେ ଅଭୟ

IFS ଅଫିସର ଅଭୟକାନ୍ତ ପାଠକଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ପରେ ତାଙ୍କୁ ପୁଣି ଜେଲକୁ ପଠାଇ ଦିଆଯାଇଛି ।

6-ଡିସେମ୍ବର 23 ସୁଦ୍ଧା ଦେଶରେ ସରିଛି 16,36,82,275ଟି କୋଭିଡ ଟେଷ୍ଟ: ICMR

ଆଇସିଏମଆର ମୁତାବକ, ଦେଶରେ ଗୋଟିଏ ଦିନରେ 10 ଲକ୍ଷରୁ ଅଧିକ କୋରୋନା ଟେଷ୍ଟ କରାଯାଇଛି।

7-ଓଡିଶାରେ ଶୀତ ଲହରୀ, ୧୦ ଡିଗ୍ରୀ ତଳେ ୧୧ ସହର

ରାଜ୍ୟରେ ଜାରି ରହିଛି ଶୀତ ଲହରି । ପ୍ରାୟ ୧୦ ଡିଗ୍ରୀ ତଳେ ୧୧ ସହରରେ ପାରଦ ।

8-ବେଗୁନିଆ ତହସିଲଦାରଙ୍କ ଚଢ଼ାଉ: 12 ବେଆଇନ ମାଙ୍କଡା ବୋଝେଇ ଟ୍ରକ ଜବତ

12ଟି ମାଙ୍କଡା ବୋଝେଇ ଟ୍ରକକୁ ଜବତ କରାଯାଇଥିବା ବେଳେ ପୋଲିସର ଅବହେଳା କାରଣରୁ ବାଘମାରି ଛକରୁ ତିନୋଟି ଗାଡି ଖସି ଯାଇଥିବା ଜଣାପଡିଛି ।

9-ନକ୍ସଲଙ୍କ ବର୍ବର କାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍‌ରେ ଜଣଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କଲେ ମାଓବାଦୀ ।

10-ଜନ୍ମଦିନ ପାଳନ କରି ଟ୍ରୋଲ ହେଲେ ଅଙ୍କିତା

ପୁଣିଥରେ ଚର୍ଚ୍ଚାରେ ଅଙ୍କିତା । ଜନ୍ମଦିନ ପାଳନ କରିବାରୁ ରାଗିଲେ ସୁଶାନ୍ତଙ୍କ ଫ୍ୟାନ୍ସ । କଡା ପ୍ରତିକ୍ରିୟା ଦେଇ ସମସ୍ତଙ୍କୁ ମୁହଁ ବନ୍ଦ କଲେ ଅଭିନେତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.