ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - top ten

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Dec 14, 2020, 1:01 PM IST

Updated : Dec 14, 2020, 1:06 PM IST

1-ରାଜ୍ୟରେ ଦିନକରେ 332 ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରେ ସର୍ବାଧିକ

30 ଜିଲ୍ଲାରେ 332 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସୁନ୍ଦରଗଡରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

2-ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା, ଦିନକରେ 4 ଜଣଙ୍କ ମୃତ୍ୟୁ

ସମଗ୍ର ଦେଶରେ କୋରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବାବେଳେ, ରାଜ୍ୟରେ ଧିରେ ଧିରେ ସୁଧୁରୁଛି କୋରୋନା ସ୍ଥିତି ।

3-ସୁକମା କିଷ୍ଟାରାମ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଡେପୁଟି କମାଣ୍ଡାଣ୍ଟ ଶହୀଦ

ସୀମାନ୍ତ ଛତିଶଗଡ ସୁକମା କିଷ୍ଟାରାମ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ଏଥିରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶହୀଦ ହୋଇଛନ୍ତି ।

4-ସରକାରଙ୍କ ବଡ ନିଷ୍ପତ୍ତି, ତିନି ସେନାକୁ ଅସ୍ତ୍ର ଠୁଳ କରିବାକୁ ଅନୁମତି

15 ଦିନିଆ ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଗଚ୍ଛିତ କରି ରଖିବାକୁ ତିନି ସେନାକୁ ଦାୟିତ୍ବ ଦେଇଛନ୍ତି ସରକାର ।

5-ଡିସେମ୍ବର 16ରେ ଚାଷୀ ଆନ୍ଦୋଳନର ଶୁଣାଣି କରିବେ ସୁପ୍ରିମକୋର୍ଟ

ଦିଲ୍ଲୀ ସୀମାରେ କୃଷି ଆଇନକୁ ନେଇ ଚାଷୀଙ୍କ ବିରୋଧକୁ ତୁରନ୍ତ ହଟାଇବାକୁ ଡିସେମ୍ବର 16ରେ ଶୁଣାଣି କରିବେ ସୁପ୍ରିମକୋର୍ଟ ।

6-ଜମ୍ମୁ ଓ କାଶ୍ମୀରରେ ପିଡିପି ନେତାଙ୍କ ଉପରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଜମ୍ମୁ ଓ କାଶ୍ମୀରରେ ପିଡିପି ନେତାଙ୍କ ଉପରେ ଆକ୍ରମଣ । ଦୁର୍ବୃତ୍ତଙ୍କ ଗୁଳିରେ ପିଏସଓ କନେଷ୍ଟବଲ ମଜନୁର ଅହମ୍ମଦ ଗୁରୁତର ଆହତ ।

7-ନିଖୋଜ ନାବଳିକାର ମୃତଦେହ ଉଦ୍ଧାର, ଜଣେ ଅଟକ

ବାଲେଶ୍ବରରେ ନିଖୋଜ ଥିବା ନାବାଳିକାର ମୃତଦେହ ଉଦ୍ଧାର କରିବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ ।

8-ଥମୁନି ଶହଡୋଲ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ, ଗଲାଣି 23 ଜଣଙ୍କ ଜୀବନ

ମଧ୍ୟପ୍ରଦେଶ ଶହଡୋଲ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କମୁନି ଶିଶୁ ମୃତ୍ୟୁ । ପୁଣି ଦୁଇ ଶିଶୁଙ୍କ ଗଲା ଜୀବନ ।

9-ବିବାହରୁ ଫେରୁଥିଲେ ଭାରସାମ୍ୟ ହରାଇଲା କାର୍, କନେଷ୍ଟବଳ ସମେତ 5 ମୃତ

ଉତ୍ତରପ୍ରଦେଶ ପ୍ରତାପଗଡର କାନ୍ଧାରୀରେ ମର୍ମନ୍ତୁଦ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଛି ।

10-କେରଳ ପଞ୍ଚାୟତ-ପୌର ନିର୍ବାଚନ: ତୃତୀୟ ପର୍ଯ୍ୟାୟ ମତଦାନ ଜାରି

କେରଳ ପଞ୍ଚାୟତ-ପୌର ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଜାରି । ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ।

Last Updated : Dec 14, 2020, 1:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.