ETV Bharat / bharat

TOP NEWS 11AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS 11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Aug 22, 2022, 11:00 AM IST

1.ଦୁଇ ଗୋଷ୍ଠୀ ବିବାଦରୁ ରାଜଧାନୀରେ ଫୁଟିଲା ବୋମା, ଦୁଇ ଗୁରୁତର

ଏୟାରଫିଲ୍ଡ ଥାନା ଅଞ୍ଚଳର ପଞ୍ଚୁପଲ୍ଲୀ ଗ୍ରାମରେ ଦଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ ହୋଇଥିବା ସୂଚନା ।

2.ଆଜି ମହାପ୍ରଭୁଙ୍କ ବନଭୋଜି ବେଶ

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ । ଦୀର୍ଘ ୨ ବର୍ଷ ପରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ପାଇବେ ଭକ୍ତ ।

3.Weather Update, ଦୁର୍ବଳ ହେଲା ଗଭୀର ଅବପାତ, ରାଜ୍ୟରେ କମିପାରେ ବର୍ଷା

ଅବପାତର ରୂପ ନେଇଛି ଗଭୀର ଅବପାତ । ଏହା ଓଡିଶା ଅତିକ୍ରମ କରିଛି ।

4.ମହାରାଷ୍ଟ୍ରରେ ଦୁଃଖଦ ଘଟଣା, ନଦୀରେ ବୁଡି 5 ଶିଶୁଙ୍କ ସଲିଳ ସମାଧି

ମହାରାଷ୍ଟ୍ର ନାଦେଡ ଜିଲ୍ଲାରେ ଦୁଃଖଦ ଘଟଣା । ନଦୀରେ ବୁଡି ଗୋଟିଏ ପରିବାରର 5 ପିଲାଙ୍କ ଜୀବନ ଚାଲିଯାଇଛି ।

5.Attack on Nitish Kumar Carcade, ପଥରମାଡ ଘଟଣାରେ ୧୩ ଗିରଫ

ନୀତିଶ କୁମାରଙ୍କ କନଭୟ ଉପରକୁ ପଥରମାଡ ଘଟଣାରେ ୧୩ ଜଣଙ୍କୁ ଗିରଫ କଲା ପାଟନା ପୋଲିସ ।

6.ଆଜି ଯନ୍ତରମନ୍ତରରେ ଚାଷୀଙ୍କ ବିକ୍ଷୋଭ, ସିଂଘୁ ସୀମାରେ କଡାକଡି ସୁରକ୍ଷା ବ୍ୟବସ୍ଥା

ଆଜି ରାଜଧାନୀ ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ କରିବେ ଚାଷୀ । ଏନେଇ ସିଂଘୁ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।

7.Odisha Corona Cases, ଦିନକରେ 203 ସଂକ୍ରମିତ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 203 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

8.India Corona, ଆଜି 10 ହଜାର ତଳେ ସଂକ୍ରମଣ

ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 9,531ଟି ନୂଆ ପଜିଟିଭ ମାମଲା ପ୍ରକାଶ ପାଇଛି।

9.ସୁବର୍ଣ୍ଣରେଖାରେ ଆସୁଛି ବଡ ବନ୍ୟା, ସ୍ଥାନାନ୍ତର ହେଲେଣି 16 ହଜାର ଲୋକେ

ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି । ଉତ୍ତର ବାଲେଶ୍ଵରର ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ପଶିଲା ବନ୍ୟା ଜଳ ।

10.ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଜୁନିୟର NTR

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ତେଲୁଗୁ ସୁପରଷ୍ଚାର ଜୁନିୟର ଏନଟିଆର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.