ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jul 6, 2022, 11:00 AM IST

ନଜର ପକାନ୍ତୁ @11AM ସୁଦ୍ଧା କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା: ପୁରୁଷବନ୍ଧୁ ସନ୍ତୋଷଙ୍କ ଆତ୍ମହତ୍ୟା

ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ଘଟଣା ଉପରୁ ପରଦା ନହଟୁଣୁ ଆଉ ଏକ ଅଘଟଣ ଘଟିଛି। ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ରାଉରକେଲାସ୍ଥିତ ବାସନ୍ତୀ କଲୋନୀରେ ଆତ୍ମହତ୍ୟା କରିଛନ୍ତି ।

2.ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା, 4 ନିଖୋଜ

ହିମାଚଳ ପ୍ରଦେଶର କୁଲ୍ଲୁରେ ବାଦଲ ଫଟା ବର୍ଷା ଜାରି । 4 ନିଖୋଜ । ପ୍ରସ୍ତୁତ ପ୍ରଶାସନ । ନଦୀ ନାଳ ନିକଟବର୍ତ୍ତୀ ସ୍ଥାନରୁ ଦୂରରେ ରହିବା ପାଇଁ ପରାମର୍ଶ ।

3.Odisha Corona: କୋରୋନା କହର, 400 ପାର ପଜିଟିଭ

ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 401 କୋରୋନା ପଜିଟିଭ (COVID-19) ଚିହ୍ନଟ ।

4.India Corona: 16 ହଜାର ଉପରେ ସଂକ୍ରମଣ, 28 ମୃତ

ଦେଶରେ କମିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 16 ହଜାର 159 ଜଣ ନୂଆ ସଂକ୍ରମିତ ଚିହ୍ନଟ ।

5.Kulgam Encounter: 2 ଆତଙ୍କୀଙ୍କ ଆତ୍ମସମର୍ପଣ

ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର କୁଲଗାମର ହାଡିଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ।

6.ଗ୍ରାହକଙ୍କ ମୁଣ୍ଡରେ ମହଙ୍ଗା ମାଡ: 50 ଟଙ୍କା ବଢିଲା ଘରୋଇ LPG ଦର

50 ଟଙ୍କା ବଢିଲା ଘରୋଇ LPG ଦର । ଘରୋଇ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ 1,053 ।

7.BJPର ସଂଖ୍ୟା ଅଧିକ, କିନ୍ତୁ ହିନ୍ଦୁତ୍ବ ଓ ବିକାଶ ପାଇଁ ଦେଲା ସମର୍ଥନ: ସିନ୍ଦେ

ହିନ୍ଦୁତ୍ବ ଓ ବିକାଶ ମୁଦ୍ଦାରେ ସିନ୍ଧେ ଗୋଷ୍ଠୀଙ୍କୁ ସମର୍ଥନ ଦେଲେ ଭାରତୀୟ ଜନତା ପାର୍ଟି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଲେ ନୂତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।

8.Vice President election: ମିଳିତ ବିରୋଧୀ ପ୍ରାର୍ଥୀ ପାଇଁ କଥାବାର୍ତ୍ତା ଆରମ୍ଭ କରିବ କଂଗ୍ରେସ

ଉପ ରାଷ୍ଟ୍ରପତି ନିର୍ବାଚନରେ ମିଳିତ ପ୍ରାର୍ଥୀ ଦେଇପାରନ୍ତି ବିରୋଧୀ । ବିରୋଧୀଙ୍କୁ ଏକାଠି କରିବାର ନେତୃତ୍ବ ନେବ କଂଗ୍ରେସ ।

9.ମହିଳା ହକି ବିଶ୍ବକପ: ଭାରତ-ଚୀନ ମ୍ୟାଚ ଡ୍ର

ମହିଳା ହକି ବିଶ୍ବକପର ଦ୍ବିତୀୟ ମ୍ୟାଚରେ ଭାରତ ଓ ଚୀନ ପରସ୍ପରକୁ ଭେଟିଥିଲେ । 1-1 ଗୋଲରେ ଭାରତ ଚୀନ ସହ ମ୍ୟାଚ ଡ୍ର ରଖିଛି ।

10.Darlings Teaser Out: ଫିଲ୍ମ ଡାର୍ଲିଙ୍ଗସ୍‌ର ଟିଜର ରିଲିଜ, ଖୁବ୍‌ ଶୀଘ୍ର ଖୋଲିବ ସସ୍‌ପେନ୍

ଆଲିଆ ଭଟ୍ଟ ଫିଲ୍ମ ଡାର୍ଲିଙ୍ଗସ୍ ସହିତ ନିର୍ମାତା ଭାବରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଛି । ଆଲିଆ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମରେ ଟିଜର ସେୟାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.