ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM
TOP NEWS@11AM
author img

By

Published : May 29, 2022, 11:09 AM IST

1.India Corona: ଦିନକରେ 2828 ସଂକ୍ରମିତ ଚିହ୍ନଟ,14 ମୃତ

ଦେଶରେ ପୁଣି ଆତଙ୍କ ଖେଳାଉଛି କୋରୋନା ମହାମାରୀ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,828 ଜଣ ନୂଆ ସଂକ୍ରମିତ ଚିହ୍ନଟ

2.ମହାରାଷ୍ଟ୍ରରେ ପ୍ରଥମ Omicron ସବ୍‌ ଭାରିଆଣ୍ଟ ଚିହ୍ନଟ

ମହାରାଷ୍ଟ୍ରରୁ ଚିହ୍ନଟ ହେଲା BA.4 ଏବଂ BA.5 ନାମକ ଦୁଇ ନୂଆ ଭାରିଆଣ୍ଟ ମାମଲା । ଏହା ପୂର୍ବରୁ ତେଲେଙ୍ଗାନା ଓ ତାମିଲନାଡୁରେ ଚିହ୍ନଟ ହୋଇଥିଲା ।

3.Odisha Corona: ଦିନକରେ ୯ ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୯ ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

4.Vegetable Price Today: ପକେଟକୁ ବାଧୁଛି ପରିବା ଦର, ଜାଣନ୍ତୁ କେଉଁଠି କେତେ ?

ରୋଷେଇ ଶାଳ ଉପରେ ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର ।

5.Petrol-Diesel Price: ଜାଣନ୍ତୁ କେଉଁଠି କେତେ ?

ହ୍ରାସ ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଯାହା ଗାଡି ଚାଳକଙ୍କୁ ଆଶ୍ବସ୍ତି ଦେଇଛି ।

6.ଚାର୍ଜ ବେଳେ ଫାଟିଲା ବ୍ୟାଟେରୀ, ଜଳିଗଲା 3 ବାଇକ

ଯାଜପୁର ଲଳିତେଶ୍ବରନଗରର ଏକ ବ୍ୟାଟେରୀ ଚାଳିତ ବାଇକ ଶୋ ରୁମରେ ଅଘଟଣ । ଚାର୍ଜ ବେଳେ ଫାଟିଲା ବାଇକ ବ୍ୟାଟେରୀ ।

7.ଲୁଧିଆନା ରେଳ ଷ୍ଟେସନକୁ ବମରେ ଉଡାଇ ଦେବାକୁ ଧମକ

ପଞ୍ଜାବର ଲୁଧିଆନା ରେଳ ଷ୍ଟେସନକୁ ବମରେ ଉଡାଇ ଦେବାକୁ ଧମକ । ଲୋକେ ଆତଙ୍କିତ ।

8.World Economic Forum: ଭାରତ ଟୀକାକରଣ ଡ୍ରାଇଭକୁ ବିଲ ଗେଟ୍ସଙ୍କ ଭୂୟସୀ ପ୍ରଶଂସା

ସ୍ବିଜରଲ୍ୟାଣ୍ଡରେ ଆୟୋଜିତ ବିଶ୍ବ ଅର୍ଥନୈତିକ ଫୋରମରେ ଯୋଗ ଦେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ବିଲ ଗେଟ୍ସଙ୍କ ସହିତ ଆଲୋଚନା କରିଛନ୍ତି ।

9.IPL 2022: ଆଜି ଟ୍ରଫି ଟକ୍କର, ଗୁଜୁରାଟ-ରାଜସ୍ଥାନ ମୁକାବିଲା

ଅନ୍ତିମ ପର୍ଯ୍ୟାୟରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ (IPL 2022) । ଦୀର୍ଘ 66 ଦିନର 73ଟି ମୁକାବିଲା ପରେ ଆଜି (ରବିବାର) ଖେଳାଯିବ ଆଇପିଏଲ ପଞ୍ଚଦଶ ସଂସ୍କରଣର ଫାଇନାଲ ମ୍ୟାଚ । ନବାଗତ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ଟ୍ରଫି ଟକ୍କର ।

10.ସାଇବର ଠକେଇର ଶିକାର ବୋନି କପୁର

ସାଇବର ଠକେଇର ଶିକାର ହୋଇଛନ୍ତି ଫଲ୍ମ ପ୍ରଯୋଜକ ତଥା ସ୍ବର୍ଗତ ଶ୍ରୀଦେବୀଙ୍କ ସ୍ବାମୀ ବୋନି କପୁର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.