ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ @11AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : May 16, 2022, 11:07 AM IST

1.ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ PM ମୋଦି, ଐତିହ୍ୟ କେନ୍ଦ୍ରର କରିବେ ଶିଳାନ୍ୟାସ

ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କୁ ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ପହଞ୍ଚିବାପରେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ସ୍ବାଗତ କରିଛନ୍ତି ।

2.Chardham Yatra 2022: ୧୩ ଦିନରେ ଗଲାଣି ୩୬ ତୀର୍ଥଯାତ୍ରୀଙ୍କ ଜୀବନ

ମେ 3 ତାରିଖରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା(Chardham Yatra ) । ଏଯାବତ ହୋଇସାରିଲାଣି ୩୬ ଜଣଙ୍କର ମୃତ୍ୟୁ ।

3.India Corona: ଦିନକରେ 2,202 ପଜିଟିଭ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,202 ଜଣ ନୂଆ ସଂକ୍ରମିତ ଚିହ୍ନଟ । 27 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ ।

4.ଚନ୍ଦକା ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ

ଆଖି ବୁଜିଲା ଦନ୍ତା ହାତୀ ନନ୍ଦ । ଦୀର୍ଘଦିନରୁ ଅସୁସ୍ଥ ରହିଥିଲା ନନ୍ଦ । ଚିକିତ୍ସା ଚାଲିଥିବା ବେଳେ ସୋମବାର ସକାଳେ ହାତୀଟିର ମୃତ୍ୟୁ ଘଟିଥିବା ଜଣାପଡିଛି ।

5.Odisha Corona: ରାଜ୍ୟରେ ଦିନକରେ ୭ ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭ ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

6.ତାଳଚେର ମେଡିକାଲ କଲେଜ ଜମି କାହାର, ସରକାରଙ୍କ ମିଛ ଧରାଇଦେଲେ କାଳନ୍ଦୀ ସାମଲ

ତାଳଚେର ମେଡିକାଲ କଲେଜ ସ୍ଥାପନା ନେଇ ଜମି ଯୋଗାଇବା ମାମଲାରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଥିବା ଅଭିଯୋଗ କଲେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ।

7.ସ୍ବାମୀଙ୍କ ସହ ଝଗଡା କରି 65 କିମି ଚାଲିଲେ ଗର୍ଭବତୀ ମହିଳା, କନ୍ୟା ସନ୍ତାନକୁ ଜନ୍ମଦେଲେ

ସ୍ବାମୀ ସ୍ତ୍ରୀର ଝଗଡା ବି ଏମିତି ହୋଇପାରେ । ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ଗର୍ଭବତୀ ମହିଳା ସ୍ବାମୀଙ୍କ ସହ ଝଗଡା କରି 65 କିମି ଚାଲିଲେ ଓ ପରେ ଏକ କନ୍ୟା ସନ୍ତାନକୁ ଜନ୍ମଦେଲେ ।

8.ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ଜୀବନ, ପାଣି ସନ୍ଧାନରେ 5 ସିଂହ

ଆଗ ପଛ ହୋଇ ଚାଲିଛନ୍ତି ପାଞ୍ଚୋଟି ସିଂହ । କେଉଁଠି ପାଣି ମୁନ୍ଦେ ମିଳିବ ଆଉ ଏ ପ୍ରଚଣ୍ଡ ଖରାରେ ତୃଷା ମେଣ୍ଟିବ ।

9.ବାଲୁକା ଚିତ୍ରକଳାରେ ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା

ପବିତ୍ର ବୈଶାଖ ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା ଭାବେ ପାଳନ କରାଯାଏ ।

10.Sri Lanka crisis: 4 ଲକ୍ଷ ମେଟ୍ରିକ ଟନ ଇନ୍ଧନ ପଠାଇ ସାରିଲାଣି ଭାରତ

ଶ୍ରୀଲଙ୍କା ଆର୍ଥିକ ସଙ୍କଟରେ ସହାୟତା ଜାରି ରଖିଛି ଭାରତ । ବର୍ତ୍ତମାନ ସୁଦ୍ଧା ପଠାଇ ସାରିଲାଣି 4 ଲକ୍ଷ ମେଟ୍ରିକ ଟନ । କଲମ୍ବୋରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଦେଲେ ସୂଚନା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.