ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ..

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 23, 2022, 11:00 AM IST

1.ଆଜିଠୁ ରାଜଧାନୀରେ ଆଦିବାସୀ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା । ୧୦ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଚଳିତଥର ଦେଖିବାକୁ ମିଳିବନି ଆଦିବାସୀଙ୍କ ପାରମ୍ପରିକ ଗୃହ ।

2.ବାହାଘର ଭୋଜି ଖାଇ 16 ଅସୁସ୍ଥ

ବାହାଘର ଭୋଜି ଭୋଜି ଖାଇ 16 ଜଣ ଅସୁସ୍ଥ । ସମ୍ବଲପୁର ଜିଲ୍ଲା ଗୋଶାଳା ବଉଦିଆପଡ଼ାରେ ଏଭଳି ଅଘଟଣା ଘଟିଛି ।

3.UN Chief To Visit Ukraine: ୨୮ରେ ୟୁକ୍ରେନ ଯିବେ ଜାତିସଂଘ ମୁଖ୍ୟ

ଆସନ୍ତା ୨୮ ତାରିଖରେ ୟୁକ୍ରେନ ଯିବେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ(Antonio Guterres) । ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା ।

4.India Corona: ଦିନକରେ 2527 ସଂକ୍ରମିତ, 33 ମୃତ

କାୟା ମେଲାଉଛି କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଅଢେଇ ହଜାର ପାର୍ କଲା ସଂକ୍ରମଣ ।

5.Odisha Corona Report: ଜିରୋ ମୁହାଁ ସଂକ୍ରମଣ

ରାଜ୍ୟରେ 2 ଅଙ୍କ ପରିବର୍ତ୍ତେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ପହଞ୍ଚିଛି । ଆଜି ରାଜ୍ୟରେ ଜଣେ ମାତ୍ର କୋରୋନା ପଜିଟିଭ ଚିହ୍ନଟ ହୋଇଛି ।

6.ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ରାଜୀବ କୁମାରଙ୍କ ଇସ୍ତଫା

ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର( Rajiv Kumar) । ଜାଣନ୍ତୁ କିଏ ହେଲେ ନୂଆ ଉପାଧ୍ୟକ୍ଷ ।

7.Amit Shah To Visit Bihar: ବିହାର ଗସ୍ତରେ ଗୃହମନ୍ତ୍ରୀ, ଏକାଧିକ କାର୍ଯ୍ୟକ୍ରମରେ ହେବେ ସାମିଲ

ଆଜି ବିହାର ଗସ୍ତ କରିବେ ଗୃହମନ୍ତ୍ରୀ ଅମିତ ଶାହ । ଏ ଅବସରରେ ସେ ସାସାରାମରେ ଥିବା ଗୋପାଳ ନାରାୟଣ ସିଂ ବିଶ୍ବ ବିଦ୍ୟାଳୟ (Gopal Narayan Singh Vishwavidyalaya )ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।

8.୨୦୨୩ ଶେଷ ପର୍ଯ୍ୟନ୍ତ ଚାଲିପାରେ ୟୁକ୍ରେନ ଯୁଦ୍ଧ: ବ୍ରିଟେନ ପ୍ରଧାନମନ୍ତ୍ରୀ

ଋଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ୨ ମାସ ବିତିଛି । ଯୁଦ୍ଧର ପରିସମାପ୍ତି କେବେ ହେବ, ଏହା ଉପରେ ବିଶ୍ବବାସୀଙ୍କ ନଜର ରହିଥିବା ବେଳେ ଭାରତ ଗସ୍ତରେ ରହିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

9.ତାମିଲନାଡୁରେ ଲଜ୍ଜା: 12 ବର୍ଷୀୟ ନାବାଳକ ଛୁଆର ମା’ ହେଲେ 17 ବର୍ଷୀୟ ନାବାଳିକା

ତାମିଲନାଡୁରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା । ଜଣେ ୧୨ ବର୍ଷୀୟ ନାବାଳକ ଦ୍ବାରା ଦୁଷ୍କର୍ମ ଶିକାର ହେବା ପରେ ୧୭ ବର୍ଷୀୟ ନାବାଳିକା ଏକ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି ।

10.Manoj Bajpayee @53: ସତ ହେଲା ଭବିଷ୍ୟବାଣୀ, ଇଣ୍ଡଷ୍ଟ୍ରିରେ ଚାଲିଛି ମନୋଜଙ୍କ ଯାଦୁ

ଆଜି ଅଭିନେତା ମନୋଜ ବାଜପେୟୀଙ୍କ 53ତମ ଜନ୍ମଦିନ, ଯିଏ ହିନ୍ଦୀ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.