ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jan 27, 2022, 10:59 AM IST

୧. ଆଜିଠୁ ୟୁଟ୍ୟୁବରେ ପଢିବେ ପ୍ରଥମରୁ ଅଷ୍ଟମ, OSEPAର ପ୍ରସ୍ତୁତି ଶେଷ

ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଚାଲିବ ପାଠପଢା । ଶ୍ରେଶୀ ଅନୁଯାୟୀ ହ୍ବାର୍ଟଅପ ଗ୍ରୁପ ଗଠନ ହୋଇଛି ।

୨.Odisha Corona: ଖସିଲା ସଂକ୍ରମଣ, ଦିନକରେ ୫୯୦୧ ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟାରେ ୫ ହଜାର ୯୦୧ କୋରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୩୧, ୧୬୯ରେ ପହଞ୍ଚିଛି ।

୩.INDIA CORONA: ଦିନକରେ ୨.୮୬ ଲକ୍ଷ ନୂଆ ସଂକ୍ରମିତ

୩ ଲକ୍ଷ ମୁହାଁ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,86,384 ନୂଆ ସଂକ୍ରମିତ ଚିହ୍ନଟ ।

୪.Naxal Attack: ମାତିଲେ ନକ୍ସଲ, ବିସ୍ଫୋରଣ କରି ଉଡାଇଲେ ଟ୍ରେନ୍ ଲାଇନ

ଗତକାଲି ରାତି ପ୍ରାୟ 12ଟା 15 ସମୟରେ ଝାଡଖଣ୍ଡର ଗିରିଡିହ ଜିଲ୍ଲା ଅନ୍ତର୍ଗତ ସାରିଆ ପୋଲିସ ଷ୍ଟେସନ ଅଞ୍ଚଳର ଚିଚାକି ଏବଂ ଚୌଧରୀ ମଧ୍ୟରେ ବୋମା ବିସ୍ଫୋରଣ କରିଛନ୍ତି ନକ୍ସଲ ।

Punjab Polls: ନବଜୋତ ସିଦ୍ଧୁ-ବିକ୍ରମ ସିଂ ମାଜିଥିଆଙ୍କ ମଧ୍ୟରେ ହେବ ଲଢେଇ

ଅମୃତସର ପୂର୍ବ ଆସନରୁ ରାଜ୍ୟ ପିସିସି ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ଟକ୍କର ଦେବେ ଦଳର ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂ ମାଜିଥିଆ ।

୬.DELHI AIR QUALITY: ପୁଣି ବିଗିଡିଲା ରାଜଧାନୀ ବାୟୁ ଗୁଣବତ୍ତା

ଗୁରୁବାର ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଥିବା ଜଣାପଡିଛି ।

୭.ଆଜି ପଦ୍ମ ଧରିବେ ପୂର୍ବତନ ଉତ୍ତରାଖଣ୍ଡ କଂଗ୍ରେସ ମୁଖ୍ୟ କିଶୋର ଉପାଧ୍ୟାୟ !

ଦଳ ବିରୋଧି କାର୍ଯ୍ୟ ପାଇଁ ନିଲମ୍ବନ ହେଲେ ପୂର୍ବତନ ଉତ୍ତରାଖଣ୍ଡ କଂଗ୍ରେସ ମୁଖ୍ୟ କିଶୋର ଉପାଧ୍ୟାୟ । ହାତ ଛାଡି ଆଜି ବିଜେପିରେ ମିଶିପାରନ୍ତି ଉପାଧ୍ୟାୟ ।

୮.First Central Asia summit: ଆୟୋଜକ ହେବ ଭାରତ, ଲକ୍ଷ୍ୟ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢୀକରଣ

ଆଜି ନୂଆଦିଲ୍ଲୀରେ ପ୍ରଥମ ଭାରତ ଓ କେନ୍ଦ୍ର-ଏସୀୟ ରାଷ୍ଟ୍ର ସମ୍ମିଳନୀ । ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ।

୯.Uttarakhand Poll: ରାମନଗର ନୁହେଁ ଲାଲକୁଆଁରୁ ଲଢିବେ ହରିଷ ରାୱତ

ବିଧାନସଭା ନିର୍ବାଚନୀ ମୁହାଁ ୫ ରାଜ୍ୟରେ ସରଗମର ହେଉଛି ରାଜନୀତି ପାଣିପାଗ । ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ବୁଧବାର ୧୦ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି ।

୧୦.Punjab Poll: ଆଜି ପଞ୍ଜାବରେ ଭର୍ଚୁଆଲ ରାଲି କରିବେ ରାହୁଲ ଗାନ୍ଧୀ

ଆଜି ପଞ୍ଜାବ ଗସ୍ତ କରିବେ ରାହୁଲ ଗାନ୍ଧୀ । ଏହି ଅବସରରେ ଭର୍ଚୁଆଲ ରାଲିକୁ କରିବେ ସମ୍ବୋଧିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.