ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jan 26, 2022, 11:01 AM IST

1.ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ: କଟକଣାରେ ଗାନ୍ଧୀମାର୍ଗରେ ଉଡିଲା ତ୍ରିରଙ୍ଗା

ଭୁବନେଶ୍ବର ସ୍ଥିତ ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ । ପତାକା ଉତ୍ତୋଳନ କରି ପରେଡ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ।

2.INDIA CORONA: ଦିନକରେ ୨.୮୫ ଲକ୍ଷ ନୂଆ ସଂକ୍ରମିତ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 2,85,914 ନୂଆ ସଂକ୍ରମିତ ଚିହ୍ନଟ ଏବଂ 665 ମୃତ ।

3.Odisha Corona: ପୁଣି ବଢିଲା ପଜିଟିଭ, ଦିନକରେ ୭୪୨୬ ସଂକ୍ରମିତ ୧୦ମୃତ

ଦିନେ କମିଲେ ଦିନେ ବଢୁଛି କୋରୋନା ଦୈନିକ ସଂକ୍ରମଣ । ରାଜ୍ୟରେ ୨୪ ଘଣ୍ଟାରେ ୭ ହଜାର ୪୨୬ କୋରୋନା ପଜିଟିଭ ଚିହ୍ନଟ ।

4.ଉତ୍ତର ଏବଂ ପୂର୍ବାଞ୍ଚଳ ପାଇଁ ନିଯୁକ୍ତ ହେଲେ ନୂଆ କମାଣ୍ଡ

ଉତ୍ତର ଏବଂ ପୂର୍ବାଞ୍ଚଳ ପାଇଁ ନିଯୁକ୍ତ ହେଲେ ଦୁଇ ନୂଆ କମାଣ୍ଡ । ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

5.ପଦ୍ମଭୂଷଣ ସମ୍ମାନ ପ୍ରତ୍ୟାଖ୍ୟାନ କଲେ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପଦ୍ମ ଭୂଷଣ ସମ୍ମାନ ଗ୍ରହଣ କରିବାକୁ ମନା କଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ।

6.Republic Day 2022: ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଓ ରାଜ୍ୟପାଳ ଗଣେଶୀ ଲାଲ ।

7.ଶୋ ରୁମରେ ଚାଷୀଙ୍କୁ ଅପମାନିତ ଘଟଣା, ପ୍ରତିକ୍ରିୟା ରଖିଲେ ଆନନ୍ଦ ମହିନ୍ଦ୍ରା

ମହିନ୍ଦ୍ରା ଶୋ ରୁମରେ ଜଣେ କୃଷକଙ୍କୁ ଅପମାନିତ କରିବା ଘଟଣା । ଏହି ଘଟଣା ନେଇ ମୁହଁ ଖୋଲିଛନ୍ତି ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ।

8.Republic Day: ମାଇନସ ୪୦ ଡିଗ୍ରୀ ପାରଦରେ ତ୍ରିରଙ୍ଗା ଉଡାଇଲେ ହିମବୀର

କେବଳ ରାଜଧାନୀ ନୁହେଁ ଦେଶର କୋଣ ଅନୁକୋଣରେ ବେଶ୍‌ ଉତ୍ସାହର ସହ ଦିନଟିକୁ ପାଳନ କରୁଛନ୍ତି ପ୍ରତିଟି ଭାରତୀୟ । ମାଇନସ ୪୦ ଡିଗ୍ରୀ ସେଲସିଅସ ତାପମାତ୍ରାରେ ୧୫ ହଜାର ଫୁଟ ଉପରେ ଭାରତ ମାତା କି ଜୟ ଧ୍ବନିରେ ପତାକା ଉଡାଇଛନ୍ତି ଆଟିବିପି ଯବାନ ।

୯.ୟୁପିରେ ବିଷାକ୍ତ ମଦ ନେଲା ୪ ଜଣଙ୍କ ଜୀବନ, ୧୨ ଗୁରୁତର

ବିଷାକ୍ତ ମଦ ପିଇ ଉତ୍ତରପ୍ରଦେଶ ମହାରାଜଗଞ୍ଜ କୋଟୱାଲୀରେ ୪ ଜଣଙ୍କ ମୃତ୍ୟୁ ।

10.ଶିଳ୍ପାଙ୍କୁ ଆଶ୍ବସ୍ତି, ୧୫ ବର୍ଷ ଧରି ଏକ ଚୁମ୍ବନ ମାମଲାରେ ଦୋଷମୁକ୍ତ ଶିଳ୍ପା

ଦୀର୍ଘ ୧୫ ବର୍ଷ ଧରି କୋର୍ଟରେ ଚାଲିଥିବା ଏକ ଚୁମ୍ବନ ମାମଲାରେ ଆଶ୍ବସ୍ତି ପାଇଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ୨୦୦୭ ମସିହାରେ ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ହଲିଉଡ ଅଭିନେତା ରିଚାର୍ଡ ଗେରେ ଶିଳ୍ପାଙ୍କୁ ଚୁମ୍ବନ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.