ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 22, 2021, 11:07 AM IST

୧. Omicron Update: ଆଜି ବସିବ ଉଚ୍ଚସ୍ତରୀୟ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ

ରାଜ୍ୟରେ ଓମିକ୍ରମ ମାମଲା ଚିହ୍ନଟ ପରେ ସଜାଗ ହେଉଛନ୍ତି ସରକାର । ଆଜି ଓମିକ୍ରନ ମୁକାବିଲା ନେଇ ବସିବ ଉଚ୍ଚସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ବସିବ ବୈଠକ ।

୨. Odisha Corona Report: ଦିନକରେ ୧୮୩ ନୂଆ ସଂକ୍ରମିତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୩ କୋରୋନା ପଜିଟିଭ ଚିହ୍ନଟ (odisha corona cases) ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୫୩,୩୪୯ରେ ପହଞ୍ଚିଛି ।

୩. Teacher Elopes With Two Minor Students: ଧରାପଡିଲା ରସିକିଆ ଟିଉସନ ସାର୍‌, 2 ଛାତ୍ରୀ ଉଦ୍ଧାର

ଟ୍ୟୁସନ ଛାତ୍ରୀଙ୍କୁ ଅପହରଣ କରିବା ମାମଲା (Teacher Elopes with Two Minor Students)ରେ ଧରାପଡିଲେ ଅଭିଯୁକ୍ତ ସାର୍ । ଏହାସହ ୨ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।

୪. Earthquake: ବେଙ୍ଗାଲୁରୁରେ ୩.୩ ତୀବ୍ରତାର ଭୂକମ୍ପ, ନାହିଁ କ୍ଷୟକ୍ଷତି ସୂଚନା

ସକାଳୁ ସକାଳୁ କର୍ଣ୍ଣାଟକକୁ ଭୂକମ୍ପ ଝଟକା (Earthquake in Bengaluru) । ଉତ୍ତର- ଉତ୍ତରପୂର୍ବ କର୍ଣ୍ଣାଟକର ବେଙ୍ଗାଲୁରୁ ୩.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି ।

୫. President Kerala Visit: ଆଜି ସାଉଥ ନାଭାଲ କମାଣ୍ଡ ପରିଦର୍ଶନ କରିବେ ରାଷ୍ଟ୍ରପତି

୪ ଦିନିଆ କେରଳ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ (four-day Kerala visit of President Kovind) । ଏହି ଗସ୍ତରେ ସେଠାରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଛି ।

୬. Omicron Update: ଇସ୍ରାଏଲରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ, ବିଶ୍ବରେ 3 ଛୁଇଁଲା ମୃତ୍ୟୁସଂଖ୍ୟା

ପ୍ରଥମ କରି ଇସ୍ରାଏଲରେ ଓମିକ୍ରନ ସଂକ୍ରମିତଙ୍କ ମୃତ୍ୟୁ(Israel First Omicron Death) । ବିଶ୍ବରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଲା ।

୭. House Repairing Aid Politics: ନବୀନ ଓଡିଶା ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି

ବିଭିନ୍ନ ଆବାସ ଯୋଜନା ହିତାଧିକାରୀଙ୍କୁ ଆବାସ ପାଇଁ ମରାମତି ଟଙ୍କା ଦେବାର ଘୋଷଣା କରିବା ଓଡିଶା ଲୋକଙ୍କୁ ଲଣ୍ଠନ ଦେଖାଇବା ସଦୃଶ । ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜେପି । ଏଥସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ କିଛି ପ୍ରଶ୍ନ ରଖିଲା ଦଳ । ଜାଣନ୍ତୁ କଣ ପ୍ରଶ୍ନ ରଖିଛି ଦଳ ।

୮. Community Kitchen Scheme: କେନ୍ଦ୍ର ନେଉ ଆର୍ଥିକ ଭାର କହିଲେ ଯୋଗାଣ ମନ୍ତ୍ରୀ

ଗରିବ ଓ ଅସହାୟ ଲୋକମାନଙ୍କୁ କମ୍ୟୁନିଟି କିଚେନ୍‌ ଯୋଜନା ମାଧ୍ୟମରେ (community kitchen scheme) ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ଯୋଜନା ପ୍ରସ୍ତୁତ ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖାଦ୍ୟଯୋଗାଣ ମନ୍ତ୍ରୀମାନଙ୍କ ବୈଠକ କରିଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟଲ (Union consumer affairs minister Piyush Goyal) ।

୯. National Mathematics Day: ମହାନ ଗଣିତଜ୍ଞ ରାମାନୁଜନଙ୍କ ଅବଦାନକୁ ମନେ ପକାଉଛି ଦେଶ

ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ(Srinivasa Ramanujan's birthday)ଙ୍କ ଗଣିତ ପ୍ରତି ଥିବା ଅବଦାନକୁ ମନେପକାଇ ପ୍ରତିବର୍ଷ ତାଙ୍କ ଜନ୍ମଜୟନ୍ତୀ ଡିସେମ୍ବର ୨୨କୁ ଜାତୀୟ ଗଣିତ ଦିବସ(National Mathematics Day) ଭାବେ ପାଳନ କରାଯାଉଛି ।

୧୦. Pro Kabaddi League: ଆଜିଠୁ ପ୍ରୋ କବାଡି ଲିଗ୍, ବିନା ଦର୍ଶକରେ ହେବ ମ୍ୟାଚ

ଆଜିଠୁ (ବୁଧବାର) ଆରମ୍ଭ ପ୍ରୋ କବାଡି ଲିଗର (Pro Kabaddi League) ୮ମ ସିଜିନ। କୋରୋନା ମହାମାରୀ ପାଇଁ ଗୋଟିଏ ଭେନ୍ୟୁରେ ହେବ ସମସ୍ତ ମ୍ୟାଚ । ଏଥିରେ ମୋଟ ୧୨ଟି ଦଳ ଭାଗ ନେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.