ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 4, 2021, 11:14 AM IST

1. Odisha Assembly Winter Session: ଚତୁର୍ଥ ଦିନ ବି ମୁଲତବୀ, ଗଙ୍ଗାଜଳ ଛିଞ୍ଚି ଘଣ୍ଟ ବାଡେଇ ତାରାଙ୍କ ହୋହାଲ୍ଲା

ଆଜି ବି ଆରମ୍ଭ ହେଉହେଉ ମୁଲତବୀ ହେଲା ଗୃହ(House Adjourned) । ହୋହାଲ୍ଲା ମଧ୍ୟରେ ଅପରାହ୍ନ ୪ଟା ଯାଏଁ ବିଧାନସଭା(Odisha Assembly Winter Session) ମୁଲତବୀ ଘୋଷଣା ।

2. Cyclone Jawad Update: ବଳ ହରାଉଛି ଜୱାଦ ! ଘଣ୍ଟା ପ୍ରତି ୪ କିମି ବେଗରେ ଆସୁଛି

ଘଣ୍ଟା ପ୍ରତି ୪ କିମି ବେଗରେ ଦକ୍ଷିଣ ପୂର୍ବ ଦିଗରେ ଗତି କରୁଛି ଜଓ୍ବାଦ (Cyclone Jawad) । ଧୀରେ ଧୀରେ ଶକ୍ତି ହରାଇବା ସହ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ।

3. Modi Visit Dehradun: ରାଜ୍ୟକୁ ମିଳିବ 18 ହଜାର କୋଟି ମୂଲ୍ୟର ପ୍ରକଳ୍ପ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ଆସନ୍ତାକାଲି(ଶନିବାର) ଉତ୍ତରାଖଣ୍ଡ (ଡେରାଡୁନ) ଗସ୍ତ କରିବେ(visit Dehradu) । ମଧ୍ୟାହ୍ନ 1ଟା ବେଳେ ପ୍ରାୟ 18 ହଜାର କୋଟି ଟଙ୍କାର ଅନେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ (Pm inaugurate & lay the foundation stone of multiple projects) ।

4. Cyclone Jawad: ଭୟଭୀତ ନ ହେବାକୁ ବାଲୁକାକଳାରେ ବାର୍ତ୍ତା

ବାତ୍ୟା ଜଓ୍ବାଦ ( cyclone jawad)କୁ ନେଇ ପୁରୀବାସୀଙ୍କ ସମେତ ଉପକୂଳବାସୀ ଭୟଭୀତ ହୋଇ ପଡିଛନ୍ତି ।

5. Cyclone Jawad Update: ଟ୍ବିନ ସିଟିରେ ପ୍ରବଳ ବର୍ଷିବ, 4 ମିଟର ଯାଏଁ ଉଠିବ ଜୁୁଆର

ବାତ୍ୟା ଜଓ୍ବାଦର ପ୍ରଭାବରେ କଟକ ଏବଂ ଭୁବନେଶ୍ବର ପାଗରେ ପରିବର୍ତ୍ତନ । ହେବ ତୁହାକୁ ତୁହା ବର୍ଷା ।

6. Cyclone Jawad Effect: ୧୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ସରକାର

ସାମୁଦ୍ରିକ ବାତ୍ୟା ଜୱାଦକୁ ନେଇ ରାଜ୍ୟରେ ୧୯ ଜିଲ୍ଲାର ସ୍କୁଲକୁ ଛୁଟି ଘୋଷଣା କଲେ ସରକାର । ରବିବାର ସାମୁଦ୍ରିକ ବାତ୍ୟା ଜୱାଦ ପୁରୀ ସ୍ଥଳଭାଗ ଛୁଇଁବ।

7. Cyclone Jawad Update: ଗୋପାଳପୁର ବନ୍ଦରରେ ଲାଗିଲା ଆନ୍ଧ୍ରର ୪୦ ମତ୍ସ୍ୟଜୀବୀ ଡଙ୍ଗା

ସାମୁଦ୍ରିକ ବାତ୍ୟା ଜୱାଦର (Cyclone Jawad) ପ୍ରଭାବ ଆରମ୍ଭ ହୋଇଯାଇଛି। ଗୋପାଳପୁର ବନ୍ଦରରେ ରହିବେ ଆନ୍ଧ୍ରର ୪୦ ଡଙ୍ଗା ଓ ମତ୍ସ୍ୟଜୀବୀ । ସେମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ସହ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।

8. Cyclone Jawad: ଡେଲିଭେରୀ ପଏଣ୍ଟକୁ ସ୍ଥାନାନ୍ତରିତ ହେଲେ ୧୮୪ ଜଣ ଗର୍ଭବତୀ ମହିଳା

ସାମ୍ଭାବ୍ୟ ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନର ସତର୍କତା ମୂଳକ ପଦକ୍ଷେପ । ଜିଲ୍ଲାର ୧୮୪ ଜଣ ଗର୍ଭବତୀ ମହିଳାଙ୍କୁ ଡେଲିଭେରୀ ପଏଣ୍ଟ (Delivery Points)କୁ ସ୍ଥାନାନ୍ତରିତ କରିଛି ଜିଲ୍ଲା ପ୍ରଶାସନ ।

9. Cyclone Jawad Update: ହେଲ୍ପଲାଇନ ନମ୍ବର ଜାରି କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

ବାତ୍ୟା ଜୱାଦ(Cyclone Jawad) ପାଇଁ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ।

10-Hockey Junior World Cup: ସେମିଫାଇନାଲରେ ଭାରତ ପରାସ୍ତ

ଜୁନିଅର ହକି ବିଶ୍ବକପ ସେମିରେ ହାରିଲା ଭାରତ । ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ଜର୍ମାନୀଠାରୁ ୨-୪ ଗୋଲ୍‌ରେ ଭାରତ ପରାସ୍ତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.