ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Nov 28, 2021, 11:09 AM IST

1.CYCLONE JAWAD: ଆସୁଛି ବାତ୍ୟା ଜୱାଦ ! ଡିସେମ୍ବର ପ୍ରଥମ ସପ୍ତାହରେ ଛୁଇଁବ ସ୍ଥଳଭାଗ

ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର(Low pressure Area) ନେଇପାରେ ବାତ୍ୟାର ରୂପ ।

2.WB Road accident: ମୃତଦେହ ନେଇ ଯାଉଥିଲେ, ଫେରିଲା 17 ମୃତଦେହ

ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ହଂସଖାଲିର ଫୁଲବାରି ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା (Road accident) । ଅକାଳରେ ଲିଭିଯାଇଛି ୧୭ ଜଣଙ୍କ ଜୀବନ ଦୀପ । ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି ।

୩.Odisha Corona Report: ଦିନକରେ ୧୯୧ ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୧୯୧ ନୂଆ ସଂକ୍ରମିତ । ସେଥିମଧ୍ୟରୁ ୩୩ ଜଣ ୧୮ ବର୍ଷରୁ କମ୍ ବୟସ୍କ ଥିବା ସୂଚନା ।

4. Uttarakhand Assembly Poll: ଡିସେମ୍ବର ୪ରେ ଉତ୍ତରାଖଣ୍ଡ ଯିବେ ପ୍ରଧାନମନ୍ତ୍ରୀ

ଆସନ୍ତା ଡିସେମ୍ବର ୪ରେ ଉତ୍ତରାଖଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime minister Narendra Modi) ।

5. Alcohol Consumption Odisha: ସହର ଅପେକ୍ଷା ଗାଁରେ ବଢୁଛି ମଦ୍ୟପଙ୍କ ସଂଖ୍ୟା, ସର୍ବାଧିକ ମହିଳା

NFHS 5ରେ ସାଂଘାତିକ ରିପୋର୍ଟ । ରାଜ୍ୟରେ ସହରାଞ୍ଚଳ (Urban Areas) ଅପେକ୍ଷା ଗ୍ରାମାଞ୍ଚଳରେ (Rural Areas) ମଦ୍ୟପାନ ହାର ଅଧିକ।

6. All Party Meeting: ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ

ଆଜି ବସିବ ସର୍ବଦଳୀୟ ବୈଠକ(All-Party Meeting) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକର ଅଧ୍ୟକ୍ଷତା କିରବେ(PM Modi Address All-Party Meeting) ।

7.ଆଜି 415 କୋଟି AMUL ଦୁଗ୍ଧ ପ୍ରକଳ୍ପର ଶୁଭାରମ୍ଭ କରିବେ Amit Shah

ଆଜି ଗୁଜୁରାଟର ଗାନ୍ଧୀ ନଗରରେ 415 କୋଟି ଟଙ୍କା ବ୍ୟୟରେ ନିର୍ମିତ ଅମୁଲ ଦୁଗ୍ଧ ପ୍ରକଳ୍ପର (AMUL Dairy projects inaugurate) ଶୁଭାରମ୍ଭ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ।

8. Balangir Encounter; ଜଣେ ମାଓବାଦୀ ନିହତ, ଅପରେସନ ଜାରି

ବଲାଙ୍ଗୀରରେ ଆଜି ପୋଲିସ ମାଓବାଦୀ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ଜଣେ କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଛି ।

9.ଗଞ୍ଜେଇ ବେପାରରେ ବୁଡିଥିଲେ ବର୍ଦ୍ଦିପିନ୍ଧା ବାବୁ, ବାନ୍ଧିଲା ପୋଲିସ

ରାୟଗଡ଼ା ଜିଲ୍ଲା ଖମ୍ବାରିଗୁଡା ଅଞ୍ଚଳରୁ ବ୍ରହ୍ମପୁରକୁ ୩ ଲକ୍ଷ ଟଙ୍କାର ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଜଣେ ପୋଲିସ ହୋମଗାର୍ଡ ସମେତ ୨ ଜଣକୁ ଗିରଫ କଲା ପଦ୍ମପୁର ପୋଲିସ ।

10. Anil Kapoor: ଚିକିତ୍ସା ପାଇଁ ଜର୍ମାନୀରେ ଅନିଲ କପୁର

ଏଭରଗ୍ରୀନ ମିଷ୍ଟର ଇଣ୍ଡିଆ ଚିକିତ୍ସା ପାଇଁ ଏବେ ଜର୍ମାନୀରେ ଅଛନ୍ତି (Anil Kapoor in Germany) । ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ଅଭିନେତା ଅନିଲ କପୁର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.