ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 23, 2021, 11:13 AM IST

1. Cabinet Meeting: ଆଜି ବସିବ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ଆଜି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ଦୁଇ ବୈଠକ ।

2. STATE CORONA: ଦିନକରେ ୨୧୨ ପଜିଟିଭ ଚିହ୍ନଟ, ୭୦ ଶିଶୁ ଆକ୍ରାନ୍ତ

ରାଜ୍ୟରେ ଦିନକ ପରେ ପୁଣି ବଢିଲା କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧୨ କୋରୋନା ପଜିଟିଭ ଚିହ୍ନଟ ।

3. 100 ଫୁଟ ତଳକୁ ଖସିଲା କାର, ଗୋଟିଏ ପରିବାରର 5 ମୃତ

ଝାଡ଼ଖଣ୍ଡର ଧାନବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର 5 ଜଣଙ୍କ ମୃତ୍ୟୁ ହୋଇଛି ।

4. ପଞ୍ଚାୟତ ପୋଲରେ ସ୍ବଚ୍ଛତା ପାଇଁ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା ବିଜେପି

ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା ଭାରତୀୟ ଜନତା ପାର୍ଟି । ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନରେ ସ୍ବଚ୍ଛତା ଆଣିବା ପଇଁ ଏହି ଦାବିପତ୍ରରେ ଉଲ୍ଲେଖ ହୋଇଛି ।

5. ଉଡାଣ ଉତ୍ସବରେ ମିଳିଲା ଉଡିବା ସୁଯୋଗ, ଉଡିଲେ 48 ଅସହାୟ

ଅସହାୟଙ୍କ ମୁହଁରେ ହସ ଫୁଟାଇଲେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ବିମାନରେ ଉଡିବାର ଦେଲେ ସୁଯୋଗ ।

6. କୋରୋନାରୁ ସୁସ୍ଥ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

କୋରୋନାରୁ ସୁସ୍ଥ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଗତ ୧୫ ତାରିଖରେ ଅସୁସ୍ଥତା ହେତୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

7. ଟିଏମସି ନେତା ସାୟୋନି ଘୋଷଙ୍କୁ ମିଳିଲା ଜାମିନ

ହତ୍ୟା ଉଦ୍ୟମ ମାମଲାରେ ରବିବାର ଗିରଫ ତୃଣମୂଳ ଯୁବ କଂଗ୍ରେସ ସଭାପତି ତଥା ଅଭିନେତ୍ରୀ ସାୟୋନି ଘୋଷଙ୍କୁ ଆଜି ଜାମିନ ମିଳିଛି । ୨୦ ହଜାରର ବ୍ୟକ୍ତିଗତ ବଣ୍ଡ ବଦଳରେ ସାୟୋନିଙ୍କୁ କୋର୍ଟ ଜାମିନ ଦେଇଛନ୍ତି ।

8. 41 ବର୍ଷ ହେବ ନାଲି ଫିତା ତଳେ ପଡି ରହିଛି ଚାଷୀଙ୍କ ସ୍ୱପ୍ନ

ଅନୁଗୋଳ ବ୍ଲକର ହିଡିସିଙ୍ଗି ଠାରେ ପ୍ରସ୍ତାବିତ ମାଧ୍ୟମ ଜଳ ସେଚନ ପ୍ରକଳ୍ପ 41 ବର୍ଷ ହେଲା ଫାଇଲ ଭିତରେ ପଡି ରହିଛି। ବାରମ୍ବାର ଦାବି ଆପତ୍ତି, ଆନ୍ଦୋଳନ ଓ ବିକ୍ଷୋଭ ପରେ ମଧ୍ୟ ଆଗେଇ ପାରୁ ନାହିଁ କାମ। ଫଳରେ ହଜାର ହଜାର ଚାଷୀଙ୍କ ସ୍ୱପ୍ନ ଭାଙ୍ଗି ଯାଇଛି।

9. ଓଡିଆ ଖେଳାଳିଙ୍କ ପ୍ରତିଭାରେ ଫିଦା ଇଂଲଣ୍ଡ କୋଚ, ପଠାଇଲେ ରାକେଟ ଓ ଜର୍ସି

ଓଡିଆ ଯୁବକ ପ୍ରୀତିଶ ଭୋଇଙ୍କ ବ୍ୟାଡ଼ମିଣ୍ଟନ ପ୍ରତିଭାରେ ମୁଗ୍ଧ ଇଂଲଣ୍ଡ କୋଚ ଲୁକମାନ ଖାନ । ଇଂଲଣ୍ଡରୁ ପଠାଇଲେ ବ୍ୟାଡ଼ମିଣ୍ଟନ ରାକେଟ ଓ ଜର୍ସି ।

10. ଭାଙ୍ଗି ଯିବକି ପିକନିକଙ୍କ ଯୋଡି ! ଇନଷ୍ଟାଗ୍ରାମରୁ ହଟାଇଲେ ସ୍ୱାମୀଙ୍କ ସରନେମ୍

ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ତାଙ୍କ ନାମ ଆଗରୁ ସ୍ବାମୀଙ୍କ ସରନେମ ‘ଜୋନାସ୍’ କୁ ହଟାଇ ଦେଇଛନ୍ତି । ଯାହାକୁ ନେଇ ଫ୍ୟାନ୍ସଙ୍କ ମନରେ ଉଙ୍କି ମାରିଛି ଅଜବ ପ୍ରଶ୍ନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.