ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 15, 2021, 11:02 AM IST

1. Kheri violence: ଆଜି ମୁଖ୍ୟ ଅଭିଯୁକ୍ତ ଆଶିଷଙ୍କ ଜାମିନ ଶୁଣାଣି

ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିବା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଗିରଫ ହୋଇଥିଲେ ।

2. ଆଜି ଝାରସୁଗୁଡାରେ BSKY ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ

ଆଜି(ସୋମବାର) ଝାରସୁଗୁଡାରେ ଶୁଭାରମ୍ଭ ହେବ ବିଜୁ ସ୍ମାର୍ଟ ହେଲଥ କାର୍ଡ । ଭର୍ଚ୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଡର ଶୁଭାରମ୍ଭ କରାଯିବ ।

3. Tripura violence; ମହାରାଷ୍ଟ୍ରର 4 ସହରରେ ବଢିଲା କର୍ଫ୍ୟୁ, BJPର ବିରୋଧ

ତ୍ରିପୁରାରେ ମୁସଲମାନ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ବିରୋଧରେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ସମେତ ୪ ସହରରେ କର୍ଫ୍ୟୁକୁ ବଢାଇ ଦିଆଯାଇଛି । ଯାହାକୁ ବିରୋଧ କରିଛି ବିଜେପି ।

4. ମହାରାଷ୍ଟ୍ରରେ ଚାଞ୍ଚଲ୍ୟ: ୬ ମାସ ଧରି ନାବାଳିକାକୁ ଗଣଦୁଷ୍କର୍ମ, ୪୦୦ ଜଣଙ୍କ ନାଁରେ ଅଭିଯୋଗ

ଦୀର୍ଘ ୬ମାସ ଧରି ଜଣେ ନାବାଳିକା ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ । ୪୦୦ ଜଣ ଗଣଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ କଲେ ପୀଡିତା ।

5. ଆଉ ନାହାନ୍ତି ବାବା ସାହେବ ପୁରନ୍ଦରେ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

୯୯ ବର୍ଷ ବୟସରେ ପ୍ରାଣ ହରାଇଲେ ବିଶିଷ୍ଠ ଐତିହାସକାର ଶିବଶାହୀର ବାବା ସାହେବ ପୁରନ୍ଦରେ । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ।

6. ଆଜି ମହାନ ବିପ୍ଳବୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ, ଜାତୀୟ ଆନ୍ଦୋଳନର ସେ ଥିଲେ କର୍ଣ୍ଣଧାର

ଅତ୍ୟାଚାରୀ ବ୍ରିଟିଶ ଶକ୍ତି ବିରୁଦ୍ଧରେ ସ୍ବର ଉଠାଉ ସମାଜର ଅନେକ ଶ୍ରେଣୀ ତଥା ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିତ୍ବ ନିଜ ଜୀବନକୁ ବାଜି ଲଗାଇଛନ୍ତି ।

7.କୁହୁଡି ଚାଦରରେ ଢାଙ୍କି ହେଲା ସ୍ମାର୍ଟ ସିଟି, 17ରୁ ପୁଣି ବର୍ଷା

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ରାଜଧାନୀରେ ଦେଖାଦେଇଛି ଚଳିତ ବର୍ଷର ପ୍ରଥମ କୁହୁଡି ।

8. ମହାରାଷ୍ଟ୍ର ରତ୍ନଗିରିରେ ୪.୦ ତୀବ୍ରତାର ଭୂକମ୍ପ ଝଟକା

ମହାରାଷ୍ଟ୍ର ଉପକୂଳବର୍ତ୍ତୀ ରତ୍ନଗିରିରେ ୪.୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ । ନ୍ୟାସନାଲ ସେସମୋଲୋଜି ସେଣ୍ଟର ତରଫରୁ ସୂଚନା

9. ଶ୍ରୀମନ୍ଦିରରେ ମହାପଞ୍ଚୁକ ନୀତି; ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ

ପଞ୍ଚୁକର ପାଞ୍ଚଦିନରେ ବିଭିନ୍ନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଆଜି ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ

10. ଭାରସାମ୍ୟ ହରାଇଲା ବାଇକ, ଚାଲିଗଲା 3 ଜୀବନ

କନ୍ଧମାଳ ରାଇକିଆ ଥାନା ଅନ୍ତର୍ଗତ ବାକିଙ୍ଗିଆ ଗ୍ରାମ ନିକଟରେ ପଲସର ବାଇକ ଦୁର୍ଘଟଣାଗ୍ରସ୍ତ। ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଆଉ ଜଣଙ୍କ ଫୁଲବାଣୀ ଡ଼ାକ୍ତରଖାନରେ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.