ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 13, 2021, 11:05 AM IST

1. ରେଳ ଯାତ୍ରାରୁ ହଟିଲା କୋଭିଡ ନିୟମ, ପୂର୍ବ ଆଧାରରେ ଗଡିବ ସବୁ ଟ୍ରେନ

ହଟିଲା ପୂର୍ବରୁ ଲାଗିଥିବା ଟ୍ରେନ ଯାତ୍ରା କଟକଣା । ପୂର୍ବ ଟ୍ରେନ ଚଳାଚଳ ଏବଂ ଭଡା ନିୟମ ହଟାଇ ପୂର୍ବ ନିୟମ ଲାଗୁ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

2. ବରଗଡ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

ଆଜି ବିଜେପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ଼ବାସୀଙ୍କୁ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ସହ 150 ଗୋଟି ପ୍ରକଳ୍ପର ଡିଜିଟାଲ ଶିଳାନ୍ୟାସ ଓ ଉଦଘାଟନ କରିବେ ନବୀନ ।

3. National Sports Awards 2021: ଆଜି ୧୨ କ୍ରୀଡାବିତ ପାଇବେ ମେଜର ଧ୍ୟାନଚାନ୍ଦ ପୁରସ୍କାର

କ୍ରୀଡାରେ କ୍ଷେତ୍ରରେ ସଫଳତା ପାଇଥିବା ୧୨ ଜଣ କ୍ରୀଡାବିତଙ୍କୁ ଆଜି ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ।

4. GST କ୍ଷତିପୂରଣ 2022କୁ ବୃଦ୍ଧି କରିବାକୁ କେନ୍ଦ୍ରକୁ ଭୂପେଶଙ୍କ ଅନୁରୋଧ

ଦ୍ରବ୍ୟ ଏବଂ ସେବା କର (GST)ର କ୍ଷତିପୂରଣ ଅବଧିକୁ 2022ରୁ ପାଞ୍ଚ ବର୍ଷକୁ ବୃଦ୍ଧି କରିବାକୁ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ରାଜ୍ୟକୁ ଦିଆଯାଇଥିବା ଅଂଶକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ।

5. ଭାରତ ପାଇଁ ଚୀନ ପାକିସ୍ତାନଠୁ ବଡ ବିପଦ: ପ୍ରତିରକ୍ଷା ମୁଖ୍ୟ

ଭାରତ ପାଇଁ ଚୀନ ପାକିସ୍ତାନଠୁ ବଡ ବିପଦ । ଗଲୱାନ ଆକ୍ରମଣ ପରି ଆଉ ଏକ ଆକ୍ରମଣ ଷଡଯନ୍ତ୍ର ହେଉଥିବା ପୂର୍ବାନୁମାନ କରିଛନ୍ତି ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ ।

6. ଆସନ୍ତା 17ରୁ PG ସ୍ପଟ୍ ନାମଲେଖା ଆବେଦନ

ପିଜି ପାଠ୍ୟକ୍ରମରେ ଖାଲିଥିବା ସିଟ୍ ପାଇଁ ସ୍ପଟ୍ ପାଇଁ ନାମଲେଖା କରାଯିବ । ଆସନ୍ତା ୧୭ ତାରିଖରୁ ସ୍ପଟ୍ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।

7. ପ୍ରତିଶ୍ରୁତି ପୂରଣ କଲା BJP, ଆଜମଗଡରେ ରାଜ୍ୟ ବିଶ୍ବବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

ଆଜି ଉତ୍ତର ପ୍ରଦେଶର ଆଜମଗଡରେ ରାଜ୍ୟ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

8. ଜନ୍ମଦିନରେ NCB ଅଫିସ୍‌ରେ ଆର୍ଯ୍ୟନ, 7 ଘଣ୍ଟା ଧରି ଚାଲିଲା ଜେରା

ଶୁକ୍ରବାର କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନଙ୍କୁ ୭ ଘଣ୍ଟା ଧରି ଜେରା କଲା NCB । ରାତି ୧ଟା ସମୟରେ NCB ଅଫିସରୁ ବାହାରିଲେ ଆର୍ଯ୍ୟନ ।

9. World Kindness Day: ଜୀବନକୁ ବଦଳାଇଦିଏ ‘ଦୟା’

ନିଜକୁ, ପରସ୍ପରକୁ ଏବଂ ବିଶ୍ବକୁ ଦୟାଭାବ ପ୍ରଦର୍ଶନ କରିବାର ଗୁରୁତ୍ବକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିବର୍ଷ ନଭେମ୍ବର 13 ତାରିଖରେ ପାଳିତ ହୁଏ ବିଶ୍ବ ଦୟା ଦିବସ ।

10. ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା, ଭାରତୀୟ ଟିମ୍ ଘୋଷଣା କଲା BCCI

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍ ଘୋଷଣା । ପ୍ରଥମ ମ୍ୟାଚରେ ଅଜିଙ୍କ୍ୟ ରାହାଣେ ଅଧିନାୟକ, ଦ୍ବିତୀୟରେ ବିରାଟ କୋହଲି । ଦଳରୁ ବାଦ୍ ପଡିଲେ ହନୁମା ବିହାରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.