ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 6, 2021, 11:07 AM IST

1. ରାହୁଲ ବି ଯାଇପାରିବେନି ଉତ୍ତର ପ୍ରଦେଶ

ଭିଡ଼ ପାଇଁ ଲାଗୁ ହୋଇଥିବା କଟକଣାକୁ ଆଧାର କରି ରାହୁଲ ଗାନ୍ଧୀଙ୍କ ଉତ୍ତର ପ୍ରଦେଶ ଗସ୍ତକୁ ଅନୁମତି ଦେଲେନି ୟୁପି ସରକାର ।

2. ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ତପସ୍ବିନୀ ଏକ୍ସପ୍ରେସରେ LHB କୋଚ ପାଇଁ କଲେ ଅପିଲ୍

3. ପୁରୀ-ହାଟିଆ ତପସ୍ବିନୀ ଏକ୍ସପ୍ରେସକୁ LHB କୋଚରେ ପରିଣତ ପାଇଁ ରେଳମନ୍ତ୍ରୀଙ୍କୁ ନିବେଦନ । ଚିଠି ଲେଖି ଅପିଲ କଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

4. ଚିନ୍ତା ବଢାଉଛି ଦରଦାମ୍, ୬ ଦିନରେ ୫ ଥର ବଢିଲା ପେଟ୍ରୋଲ-ଡିଜେଲ ରେଟ୍

ଦେଶରେ ପୁଣି ମହଙ୍ଗା ହେଲା ତୈଳ । ଗତ ୬ ଦିନରେ ପାଞ୍ଚ ଥର ବଢିଲା ପେଟ୍ରୋଲ ଡିଜେଲ ରେଟ୍ । ଭୁବନେଶ୍ବରରେ ସେଞ୍ଚୁରୀ ମୁହାଁ ଡିଜେଲ ।

5. ଆଖି ବୁଜିଲେ ଅରବିନ୍ଦ ତ୍ରିବେଦୀ; ରିଲରେ ଥିଲେ ରାବଣ, ରିୟଲରେ ରାମଭକ୍ତ

ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ପୌରାଣିକ ଧାରାବାହିକ ରାମାୟଣରେ ରାବଣ ଚରିତ୍ରରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ହୋଇଛି ।

6. ଧବଳମୁଖୀ ବେଶରେ ମା’ ସମଲେଶ୍ବରୀ, ଦର୍ଶନ କରି ଭାବବିହ୍ବଳ ଭକ୍ତ

ଆଜି ମହଳୟା । ଏହି ତିଥିରେ ମା’ ସମଲେଶ୍ବରୀଙ୍କ ସ୍ଵତନ୍ତ୍ର ମାହାତ୍ମ୍ୟ ରହିଛି। କାରଣ ବର୍ଷ ତମାମ ମା’ ସିନ୍ଦୁରମୁଖୀ ହୋଇ ଦର୍ଶନ ଦେଉଥିବା ବେଳେ ଆଜିର ଏହି ତିଥିରେ ମା’ ଧବଳମୁଖୀ ବେଶରେ ଦର୍ଶନ ଦିଅନ୍ତି।

7. AAP ସାଂସଦ ସଞ୍ଜୟ ସିଂ ଗିରଫ

ଆମ ଆଦମି ପାର୍ଟି ସାଂସଦ ସଞ୍ଜୟ ସିଂ ଗିରଫ । ପ୍ରାୟ ଦୁଇ ଦିନ ଧରି ସୀତାପୁରର ବିଶ୍ବାଅନରେ ଅଟକ ଥିବା ଆପ ସାଂସଦ ସଞ୍ଜୟ ସିଂଙ୍କୁ ମଙ୍ଗଳବାର ରାତିରେ ଗିରଫ କରାଯାଇଛି ।

8. KHERI VIOLENCE; ପୁଣିଥରେ ମୃତ ଚାଷୀଙ୍କର ହେଲା ପୋଷ୍ଟମର୍ଟମ

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସା କାଣ୍ତ ଘଟଣା । ହିଂସାରେ ପ୍ରାଣ ହରାଇଥିବା ଚାଷୀ ଗୁରବିନ୍ଦର ସିଂଙ୍କ ବୁଧବାର ଦିନ ଦ୍ବିତୀୟ ଥର କରାଗଲା ପୋଷ୍ଟମର୍ଟମ ।

9. IPL2021, ଆଜି RCB-SRH ମୁକାବିଲା

ଆଜି(ବୁଧବାର) ଆଇପିଏଲର ୫୨ତମ ଲିଗ ମୁକାବିଲାରେ ସାମ୍ନାସାମ୍ନି ହେବେ ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ । ଶେଷ ଦୁଇ ମ୍ୟାଚରେ ବିଶାଳ ବିଜୟ ହାସଲ କରି ପଏଣ୍ଟ ଟେବୁଲ ତାଲିକାର ଦ୍ବିତୀୟ ସ୍ଥାନକୁ ଉଠିବା ପାଇଁ ଲକ୍ଷ୍ୟ ରଖିଛି ଆରସିବି ।

10. ଭାରତୀୟ ବଂଶୋଦ୍ଭବ ଶ୍ରୀ ସାଇନିଙ୍କୁ ମିସ୍ ୱାର୍ଲଡ ଆମେରିକା ଟାଇଟଲ, ଆମେରିକାକୁ କରିବେ ପ୍ରତିନିଧିତ୍ବ

ଆମେରିକା ୱାଶିଂଟନରେ ରହୁଥିବା ଶ୍ରୀ ସାଇନି ମିସ୍ ୱାର୍ଲଡ ଆମେରିକା ୨୦୨୧ର ଟାଇଟଲ ବିଜୟିନୀ ହୋଇଛନ୍ତି । ପ୍ରଥମ ଭାରତୀୟ-ଆମେରିକୀୟ ଭାବରେ ସେ ଏହି ଟାଇଟଲ ହାତେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.