ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ମୁଖ୍ୟ ଖବର

TOP NEWS@11AM, ନଜର ପକାନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 27, 2021, 11:02 AM IST

1. କାବୁଲରେ ହମଲା; ୱାଶିଂଟନରେ ଅର୍ଦ୍ଧନମିତ ହେଲା ଜାତୀୟ ପତାକା

କାବୁଲ ଆକ୍ରମଣକୁ ନେଇ ମୃତକଙ୍କ ସମ୍ମାନାର୍ଥେ ହ୍ବାଇଟ ହାଉସ ଉପରେ ଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି । ଯାହା ଆସନ୍ତା ୩୦ ପର୍ଯ୍ୟନ୍ତ ଏହା ରହିବ ।

2. ଆଜି ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ବନ୍ଦ ରହିବ ଦର୍ଶନ

ଆଜି(ଶୁକ୍ରବାର) ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ଅପରାହ୍ନ ୨ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

3. STATE DEATH REPORT; ଆଜି ଆଉ ୬୯ ଆକ୍ରାନ୍ତ ମୃତ

ଆଜି(ଶୁକ୍ରବାର) ୬୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ତଥ୍ୟ ମିଳିଛି । ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୭୬୯୭କୁ ବୃଦ୍ଧି ହୋଇଛି ।

4. INDIA CORONA: ଦିନକରେ 44,658 ପଜିଟିଭ ଚିହ୍ନଟ, 496 ମୃତ

ଦେଶରେ ଏବେ ୪୦ ହଜାର ଉପରେ ରହୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 44 ହଜାର 658 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ 496 ମୃତ ।

5. Kabul Airport Attack; କ୍ରୋଧରେ ବାଇଡେନ, ପରିଣାମ ଭୋଗିବ ISIS

କାବୁଲ ବିମାନ ବନ୍ଦର ବାହାରେ ହୋଇଥିବା ବିସ୍ଫୋରଣକୁ ନେଇ ବିଶ୍ବବ୍ୟାପୀ ଆତଙ୍କ ଖେଳି ଯାଇଛି । ଘଟଣାକୁ ନେଇ ଆମେରିକାର ପୁରା କ୍ରୋଧାନ୍ବିତ ହୋଇପଡିଛି । ରାଷ୍ଟ୍ରପତି ଜୋ ବାଇଡେନ ISISକୁ ପରିଣାମ ଭୋଗିବାକୁ ଚେତାବନୀ ଦେଇଛନ୍ତି ।

6. ଆତଙ୍କବାଦୀ ସଙ୍ଗଠନ ବିରୁଦ୍ଧରେ ଏକାଠି ହେବା ପାଇଁ ବିଶ୍ବକୁ ଭାରତର ଆହ୍ବାନ

ଆଫଗାନିସ୍ତାନରେ ISISର ବିସ୍ଫୋରଣକୁ ବିଭିନ୍ନ ଦେଶ ପକ୍ଷରୁ ତୀବ୍ର ନିନ୍ଦା । ଆତଙ୍କବାଦୀ ସଙ୍ଗଠନ ବିରୁଦ୍ଧରେ ଏକାଠି ହେବାକୁ ସାରା ବିଶ୍ବକୁ ଭାରତର ଆହ୍ବାନ ।

7. 'ସ୍ତ୍ରୀ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଅପରାଧ ନୁହେଁ'

ବିବାହ ପରେ ସ୍ତ୍ରୀ ସହ ସ୍ବାମୀର ବଳ ପୂର୍ବକ ସମ୍ପର୍କ ଦୁଷ୍କର୍ମ ନୁହେଁ । ମୁମ୍ବାଇ ସେସନ୍ କୋର୍ଟ ପରେ ଏପରି ରାୟ ଶୁଣାଇଲେ ଛତିଶଗଡ ହାଇକୋର୍ଟ ।

8. Tokyo Paralympics: ଓପନ୍ ରାଙ୍କିଙ୍ଗ୍ ରାଉଣ୍ଡରେ ତୀରନ୍ଦାଜ ଜ୍ୟୋତି

ଭାରତର ପାରା ତୀରନ୍ଦାଜ ଖେଳାଳି ଜ୍ୟୋତି ବାଲିୟାନ ୧୫ତମ ସ୍ଥାନ ହାସଲ କରିଛନ୍ତି । ଆଜି(ଶୁକ୍ରବାର) ଟୋକିଓ ପାରାଲିମ୍ପିକ୍ସରେ 671 ପଏଣ୍ଟ ସହ ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ ଓପନ୍ ରାଙ୍କିଙ୍ଗ୍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।

9. ବର୍ଷା-ଅନୁଭବ ବିବାଦ: ଆଜି ଛାଡପତ୍ର ଆବେଦନର ଶୁଣାଣି

ବର୍ଷା ଅନୁଭବ ମାମଲାରେ ହାଇକୋର୍ଟ ପକାଇଛନ୍ତି ପୂର୍ଣ୍ଣଚ୍ଛେଦ । ଆଜି(ଶୁକ୍ରବାର) ଛାଡ଼ପତ୍ର ଆବେଦନର ହେବ ଶୁଣାଣି ।

10. KBC 13; ହିମାନୀ ବୁନ୍ଦେଲା ହେଲେ ପ୍ରଥମ କୋଟିପତି

କୌନ୍ ବନେଗା କରୋଡପତି ସିଜିନ-୧୩କୁ ମିଳିଛି ତାର ପ୍ରଥମ କୋଟିପତି । ଆଉ ଏହି କୋଟିପତି ହୋଇଛନ୍ତି ଜଣେ ମହିଳା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.