ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ TOP NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 25, 2021, 11:11 AM IST

1. BRICS MEETING; ଅଧ୍ୟକ୍ଷତା କଲେ ଡୋଭାଲ, ଭାରତ ଉଠାଇଲା ସୀମାପାର ଆତଙ୍କବାଦ ପ୍ରସଙ୍ଗ

ଗତକାଲି (ମଙ୍ଗଳବାର) ବ୍ରିକ୍ସ ରାଷ୍ଟ୍ର ସମୂହର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ)ଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

2. ଟୀକାକରଣକୁ ଜନଆନ୍ଦୋଳନରେ ପରିଣତ କର: ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭାରତୀୟ ମେଡିକାଲ ଆସୋସିଏସନକୁ କୋଭିଡ ବିରୋଧରେ ଚାଲିଥିବା ଟୀକାକରଣର ନିରାପତ୍ତା ତଥା ମହତ୍ତ୍ବ ବିଷୟରେ ଲୋକଙ୍କୁ ସେଚେତନ କରିବା ପାଇଁ ସ୍ବତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି ।

3. କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ: ଆଉ ୬୯ ମୃତ

ଆଜି(ବୁଧବାର) ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ସଂଖ୍ୟା ୭୫୬୨କୁ ବୃଦ୍ଧି ହୋଇଛି ।

4. INDIA CORONA: ପୁଣି ବଢିଲା, ୨୪ ଘଣ୍ଟାରେ 37,593 ଆକ୍ରାନ୍ତ ଚିହ୍ନଟ

ଦୁଇ ଦିନର ହ୍ରାସ ପରେ ଆଜି ପୁଣି ବଢିଲା ସଂକ୍ରମଣ । ଗତ ୨୪ ଘଣ୍ଟାରେ 37 ହଜାର 593 ଟି ନୂଆ କୋରୋନା ଆକ୍ରାନ୍ତ ଟିହ୍ନଟ ହୋଇଥିବା ବେଳେ 48 ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

5. ଯୁବପୀଢୀଙ୍କୁ ସୁଯୋଗ, 2500 ଜଣଙ୍କୁ ମାଗଣା ଟ୍ରେନିଂ ଦେବ ପୂର୍ବତଟ ରେଳବାଇ

ପୂର୍ବତଟ ରେଳବାଇ ଦେବ ରେଳ ଦକ୍ଷତା ବିକାଶ ଯୋଜନା ଅଧୀନରେ ୨୫୦୦ ଯୁବକଙ୍କୁ ମାଗଣା ଟ୍ରେନିଂ ।

6. ଦେଉରାଡିହିରେ ଡବଲ ମର୍ଡର, ବଡ ବାପା ଓ ବଡ ମା’କୁ ଶାବଳରେ ପିଟି ହତ୍ୟା

ପାରିବାରିକ କଳହକୁ ନେଇ ଦେଉରାଡିହିରେ ଡବଲ ମର୍ଡର। ଆତ୍ମସମର୍ପଣ କଲା ଅଭିଯୁକ୍ତ ପୁତୁରା ।

7. ବୋଲେରୋରେ ଆସି ATM ଲୁଟିଲେ: ୨ ଧରା ପଡିଲେ, ୩ ଖସିଗଲେ

ଲିଙ୍ଗରାଜ ଥାନା ଵଢେଇବାଙ୍କ ଛକରୁ ATM ଲୁଟ ବେଳେ ଦୁଇ ଜଣ ଲୁଟେରାଙ୍କୁ କାବୁ କଲେ ATM କର୍ମଚାରୀ ଓ ସ୍ଥାନୀୟ ଲୋକେ । ଏପଟେ ଅନ୍ୟ 3 ଜଣ ସହଯୋଗୀ ବୋଲେରୋ ଧରି ଖସି ପଳାଇଥିଲେ ।

8. ଭଲ ଖବର: ୩୦ରୁ ଅଧିକ ଶୁଆଙ୍କ ସାଥୀ ପାଲଟିଛନ୍ତି ରାଧିକା

ଲକଡାଉନ କଟକଣାର ସୁଦୁପଯୋଗ କରି ୩୦ ରୁ ଅଧିକ ଶୁଆଙ୍କ ସାଥୀ ପାଲଟିଛନ୍ତି ରାଧିକା ସୋନୱାନେ । ପୁଣେ ସ୍ଥିତ ଭଡାଘର ବାଲକୋନିରେ ଶୁଆଙ୍କ ପାଇଁ କରିଥିବା ବ୍ୟବସ୍ଥା ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହେବେ ।

9. ଘରୋଇ ଚ୍ୟାନେଲ ବିରୋଧରେ ଧୋନିଙ୍କ ମାନହାନୀ ମକଦ୍ଦମା, ଶୁଣାଣି ସ୍ଥଗିତ

ଏକ ଘରୋଇ ଟେଲିଭିଜନ ବିରୋଧରେ ଏମଏସ ଧୋନି କରିଥିବା ମାନହାନୀ ମାମଲାର ଶୁଣାଣି ସ୍ଥଗିତ । ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି ମାଦ୍ରାସ ହାଇକୋର୍ଟ ।

10. ରାସ୍ତା ନସରୁଣୁ ଫଳକ ଉଦଘାଟନ କରିବାକୁ ଯାଇ ହଟହଟା ବିଜେଡି ବିଧାୟକ

ରାସ୍ତା ନସରୁଣୁ ଫଳକ ଉଦଘାଟନ କରିବାକୁ ଯାଇ ହଟହଟା ହେଲେ ବିଜେଡି ବିଧାୟକ । ବିଧାୟକଙ୍କୁ ଘଣ୍ଟାଏ ଅଟକ ରଖିଲେ ଲୋକେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.