ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jun 2, 2021, 10:58 AM IST

1. ବାତିଲ୍ ହେବ ଯୁକ୍ତ ଦୁଇ ପରିକ୍ଷା !

କୋରୋନା ପାଇଁ ରାଜ୍ୟ ସରକାର ଯୁକ୍ତ ଦୁଇ ପରିକ୍ଷା ମଧ୍ୟ ବାତିଲ୍ କରିବେ । ଏନେଇ ବିଧିବଦ୍ଧ ଘୋଷଣା ହୋଇନଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ଖୁବଶୀଘ୍ର ଏନେଇ ଘୋଷଣା କରିବେ । ତେବେ ଏକ ପ୍ରକାର ନିଷ୍ପତ୍ତି ହୋଇସାରିଛି ।

2. ଦିନକରେ ରାଜ୍ୟରୁ ଚିହ୍ନଟ ହେଲେ 8399 ଆକ୍ରାନ୍ତ, ଖୋର୍ଦ୍ଧାରେ ସର୍ବାଧିକ

ଆଜି ରାଜ୍ୟରୁ 8399 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

3. ଲୁଟେରାଙ୍କ ଗୁଳିମାଡ଼ରେ 5 ଗୁରୁତର

ବାଲେଶ୍ବର ସୋରରେ ଘରେ ପଶି ଗୁଳିକରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ଗୁଳିମାଡରେ 5 ଗୁରୁତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି ।

4. ରୋଷେଇ ବେଳେ ଫାଟିଲା ସିଲିଣ୍ଡର, 7 ମୃତ

ରୋଷେଇ କରିବା ସମୟରେ ହଠାତ୍ ଫାଟିଲା ସିଲିଣ୍ଡର । ବିସ୍ଫୋରଣରେ 7 ମୃତ ।

5. ତଳମୁହାଁ ସଂକ୍ରମଣ: ଦେଶରେ ଦିନକରେ 1.32 ଲକ୍ଷ ପଜିଟିଭ, 3207 ମୃତ

ଆଜି ଦେଶରେ 1,32,788 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 3,207ଜଣଙ୍କ ଜୀବନ ନେଇଛି କିଲର କୋରୋନା ।

6. ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ, ସମସ୍ତ କଲ୍ୟାଣ ମଣ୍ଡପ ଯାଞ୍ଚ କରିବ CMC

୭୪ଟି କଲ୍ୟାଣ ମଣ୍ଡପକୁ ଯାଞ୍ଚ କରିବ CMC । ହାଇକୋର୍ଟରେ ରିପୋର୍ଟ ଦାଖଲ ପାଇଁ କଡା ନିର୍ଦ୍ଦେଶ ।

7. ପାଣି ପାଇଁ ଚାଲୁଛନ୍ତି 2 କିଲୋମିଟର, ଖରାରେ ଲାଗୁଛି ଲମ୍ବା ଲାଇନ

କୋରୋନା କଟକଣା ସାଙ୍ଗକୁ ପ୍ରବଳ ଗରମ । ଏପରି ସ୍ଥିତିରେ ପାନୀୟ ଜଳ ପାଇଁ 2 କିଲୋମିଟର ଚାଲି ଚାଲି ଲମ୍ବା ଲାଇନ ଲଗାଇ ଆଣିବାକୁ ପଡୁଥିବା ଅଭିଯୋଗ କରିଛନ୍ତି ବାଳପୁର ଗ୍ରାମବାସୀ ।

8. ସାମାନ୍ୟ କଳହରୁ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ସାମାନ୍ୟ କଳହକୁ ନେଇ ରାତିରେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର 5 ପ୍ରାଣୀ ।

9. ଟେଲିମେଡିସିନ୍ ମାଧ୍ୟମରେ MKCGରୁ ମିଳିବ କୋଭିଡ୍ ପରବର୍ତ୍ତୀ ଚିକିତ୍ସା ପରାମର୍ଶ

MKCGରୁ ମିଳିବ କୋଭିଡ ପରବର୍ତ୍ତୀ ଚିକିତ୍ସା ପରାମର୍ଶ । ଜାରି ହୋଇଛି ନମ୍ବର ୭୬୫୫୦୫୧୬୦୨ ଏବଂ ୭୬୫୫୦୫୧୬୦୩ ।

10. ପ୍ରଥମେ ବୁଲେଟରେ ଅକ୍ସିଜେନ, ଆଉ ଏବେ ଭୋକିଲା ପେଟକୁ ଦାନା

ରାଜ୍ୟରେ ସଂକ୍ରମଣର ହାର ଯେତିକି ବଢୁଛି ମୂଲ୍ୟବାନ ଜୀବନ ଅମ୍ଳଜାନ ଅଭାବରୁ ଅନେକ ଜୀବନ ଚାଲିଯାଉଛି । ଆଉ ଏହି ସମୟରେ ଓଡିଶା ରକ୍ତ ଦାତା ମହାସଂଘ ଅମ୍ଳଜାନର ଲୋକଙ୍କୁ ଯୋଗାଉଥିବା ବେଳେ ଏବେ ଭୋକିଲା ପେଟକୁ ଦାନା ଯୋଗାଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.