ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 16, 2021, 11:02 AM IST

1. ରାଜ୍ୟରେ ଥମୁନି ସଂକ୍ରମଣ, ଦିନକରେ 11732 ପଜିଟିଭ ଚିହ୍ନଟ

ରାଜ୍ୟରେ ଉପର ମୁହାଁ କୋରୋନା ଗ୍ରାଫ । 24 ଘଣ୍ଟାରେ ପୁଣି 11ହଜାର 732 କୋରୋନା ପଜିଟିଭ ଚିହ୍ନଟ ।

2. ଫିଲ୍ମ ଏବଂ ସିରିଏଲ ସୁଟିଂ ବନ୍ଦ ରଖିବାକୁ ନିର୍ଦ୍ଦେଶ

ରାଜ୍ୟ ସରକାରଙ୍କ ବଡ ଘୋଷଣା । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ସିନେମା ଏବଂ ସିରିଏଲ ସୁଟିଂ ରହିବ ବନ୍ଦ ।

3.ଭୟଙ୍କର ମହାବାତ୍ୟାର ରୂପ ନେଇପାରେ ତାଉ'ତେ

ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉ'ତେ ଭୟଙ୍କର ମହାବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ସୂଚନା ଦେଇଛି ।

4.ପରଲୋକରେ ବରିଷ୍ଠ କଂଗ୍ରେସ ନେତା ରାଜୀବ ସତ୍ୟଭ

ପରଲୋକରେ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଜୀବ ସତ୍ୟଭ ।

5. ମାଡି ଆସୁଛି ସାମୁଦ୍ରିକ ଝଡ ତାଉ'ତେ, ମଙ୍ଗଳବାର ଛୁଇଁବ ଗୁଜୁରାଟ

ଅତି ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ ତାଉତେ । ମଙ୍ଗଳବାର ଦିନ ଏହା ଗୁଜୁରାଟ ଉପକୂଳ ଛୁଇଁବ ।

6. ଭାରତରେ ଖୁବଶୀଘ୍ର ସ୍ପୁଟନିକ-V ଲାଇଟର ସିଙ୍ଗଲ ଡୋଜ

ଭାରତରେ ଖୁବଶୀଘ୍ର ସ୍ପୁଟନିକ ଲାଇଟ ସିଙ୍ଗଲ ଡୋଜ ପ୍ରଚଳନ କରିବାର ଯୋଜନା କରୁଛୁ ବୋଲି କହିଛନ୍ତି ଋଷ ରାଷ୍ଟ୍ରଦୂତ ଏନ କୁଦାଶେଭ ।

7. ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ; ମୃତ୍ୟୁରେ ଲାଗୁନି ବ୍ରେକ୍, ଦିନକରେ 4,077 ମୃତ୍ୟୁ

ଦେଶରେ ଦୈନିକ ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଏବେ ଏହା ସାମାନ୍ୟ ହ୍ରାସ ହୋଇଛି । 24 ଘଣ୍ଟା ମଧ୍ୟରେ ଦେଶରେ 3 ଲକ୍ଷ 11 ହଜାର 170 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

8. ପାରାଦ୍ବୀପ ବନ୍ଦର ପରିସରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଷ୍ଟାକର ମେସିନ

ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ । '

9. ଗୋଟିଏ ଦିନରେ ମାଆ-ଝିଅ ମୃତ, ପ୍ରଶାସନ କଲା ଅନ୍ତିମ ସତ୍କାର

ଆଗ ପଛ ହୋଇ ଚାଲିଗଲେ ମାଆ ଓ ଝିଅ । କୋରୋନା ସଂକ୍ରମଣ ସନ୍ଦେହ କରି କାନ୍ଧ ଦେଲେନା ସ୍ଥାନୀୟ ଲୋକ । ଜିଲ୍ଲା ପ୍ରଶାସନର ସହାୟତାରେ ଶେଷକୃତ୍ୟ ସମ୍ପନ୍ନ କଲେ ସମ୍ପର୍କୀୟ ।

10. କୋରୋନାରେ ବଢୁଛି ‘ଡର’, ସଚେତନ କରିବ ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର

ଲୋକଙ୍କ ମଧ୍ୟରେ କୋରୋନାକୁ ନେଇ ଡର ବଢିବାରେ ଲାଗୁଛି । ବର୍ତ୍ତମାନ ଯଦି କୌଣସି କାରଣରୁ ଦେହ ଅସୁସ୍ଥ ହେଉଛି, ତେବେ କୋରୋନା ହୋଇଛି ବୋଲି ଡର ଲାଗୁଛି । ତେବେ ଲୋକଙ୍କର ଏହି ଡରକୁ କମ୍ କରିବା ପାଇଁ ନିର୍ମାଣ ହୋଇଛି କ୍ଷୁଦ୍ର ଚଳଚ୍ଚିତ୍ର ‘ଡର’ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.